ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା ସରକାର ନେଲେ ବଡ଼ ନିଷ୍ପତି ,ଜୁନ 1 ଠାରୁ ଲାଗୁ ହେଲା ନୂଆ ନିୟମ ନମାନିଲେ ଦେଇପାରନ୍ତି ଜରିମାନା

ନମସ୍କାର ବନ୍ଧୁଗଣ ଡ୍ରାଇଭିଙ୍ଗ ଲାଇସେନ୍ସକୁ ନେଇ ଆସିଲା ନୂଆ ନିୟମ ଯଦି ଆପଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି ଏମିତିକି ଯେଉଁ ମାନେ ନୂତନ ଆବେଦନ କରିବାକୁ ଚାହୁଁଛନ୍ତି ଜୁନ 1 ରୁ ନିୟମରେ ହେଲା ବଡ଼ ପରିବର୍ତ୍ତନ ଯାହା ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା | ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା ପାଇଁ ସରକାର ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି ଏଥିପାଇଁ ଆପଣଙ୍କୁ ସରକାର ଆଞ୍ଚଳିକ ପରିବହନ ଅଫିସ RTO ରେ ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡ଼ିବ ନାହିଁ

କାରଣ ଘରୋଇ ସଂସ୍ଥା ଏବେ ଡ୍ରାଇଭିଙ୍ଗ ଟେଷ୍ଟ କରିପାରିବେ ଓ ସାର୍ଟିଫିକେଟ ଇସୁ ମଧ୍ୟ କରିପାରିବେ | ତେବେ ସାର୍ଟିଫିକେଟ ଦେଖାଇବା ପରେ ଲୋକମାନେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇପାରିବେ ଏହି ନୂଆ ନିୟମ ଜୁନ 1 ,2024 ରୁ ପ୍ରଭାବଶାଳୀ ହେବ | ଲୋକ ମାନଙ୍କୁ ଏହି ସୂଚନା ଦେବାକୁ ବିଜ୍ଞପ୍ତି ଜାରି କରାଯାଇଛି ତେବେ ନୂଆ ଆଇନରେ ପରିବେଶ ଉପରେ ବେଶ ଫୋକସ କରାଯିବ |

ପ୍ରାୟ ନଅ ଲକ୍ଷ ପୁରୁଣା ଗାଡ଼ିକୁ ହଟାଇ ଦିଆଯିବ ଏହା ସହିତ କାରରୁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ ବିଶେଷ ପଦକ୍ଷେପ ନିଆଯିବ | ଏହା ବ୍ୟତୀତ ଅଧିକ ବେଗରେ ଗାଡ଼ି ଚଲାଇବା କ୍ଷେତ୍ରରେ ଲାଗୁ ହୋଇଥିବା ଫାଇନକୁ ଏକ ହଜାରରୁ ଦୁଇ ହଜାର ଟଙ୍କା କରାଯିବ ଯଦି ଜଣେ ନାବାଳକ ଗାଡ଼ି ଚଲାଉଥିବାର ଜଣା ପଡ଼େ

ତେବେ ତାଙ୍କ ଉପରେ 25,000 ଟଙ୍କା ଫାଇନ ଲାଗିବ ତେବେ ଗାଡ଼ି ମାଲିକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ କାର ରବ୍ଧ କରାଯିବ ଏବଂ 25 ବର୍ଷ ପର୍ଯ୍ୟନ୍ତ ସେହି ନାବାଳକକୁ ଅନୁମତି ମିଳିବ ନାହିଁ ଯାହାକି ଏହି ସବୁ ନୂଆ ନିୟମ ଆସନ୍ତା ଜୁନ ମାସ 1 ତାରିକରୁ ଲାଗୁ ହେବାକୁ ଯାଉଛି |ଯାହା ଆପଣମାନେ ସମସ୍ତେ ଜାଣିରଖିବା ଜରୁରୀ

Leave a Reply

Your email address will not be published. Required fields are marked *