ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ଶଙ୍ଖ ଏବଂ ଜାଣନ୍ତୁ କେଉଁ ଖୁସି ଖବର ଆପଣଙ୍କୁ ଅତି ଶୀଘ୍ର ମିଳିବାକୁ ଯାଉଛି

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ପ୍ରଶ୍ନ ଭବିଷ୍ୟତ ଉପରେ ଏକ ନୂଆ କାର୍ଯ୍ୟକ୍ରମ ଏପରି ବିଷୟ ଆପଣ ମାନଙ୍କୁ ଖୁବ୍ ପସନ୍ଦ ଆସୁଅଛି ଏହାର ଏକ ମାତ୍ର କାରଣ ଆମେ ଯାହାକି ଅତୀତକୁ ନେଇ ବର୍ତ୍ତମାନ କୁ ନେଇ ଯାହାବି କିଛି କହିଥାଉ ତାହା ଆପଣଙ୍କ କ୍ଷେତ୍ରରେ କିଛି ସତ୍ୟତା ରହିଅଛି ସେଥିପାଇଁ ଏହି ବିଷୟ ଗୁଡ଼ିକୁ ଆପଣ ମାନେ ଅଧିକ ପସନ୍ଦ କରୁଛନ୍ତି ସେଥିପାଇଁ ଆଉ ଏକ ବିଷୟ ଆମେ ଆପଣଙ୍କ ପାଇଁ ନେଇ ଆସିଅଛୁ ଆଜିର ବିଷୟଟି ରହିଛି କାହାର ନାମ ନେଇ ବାଛନ୍ତୁ ଗୋଟିଏ ଶଙ୍ଖ ଏବଂ ଦେଖନ୍ତୁ କେଉଁ ଖୁସିର ଖବର ଶୀଘ୍ର ମିଳିବ ଆପଣଙ୍କୁ । ଏହି ବିଷୟଟି ଏକ ଦୈବୀ ଶକ୍ତି ଉପରେ ଆଧାରିତ ତ ଏହି ବିଷୟଟି ଆପଣଙ୍କୁ ଯଦି ଭଲ ଲାଗୁ ଥାଏ ନିଶ୍ଚୟ କମେଣ୍ଟରେ ମା ବୋଲି ଲେଖିବେ । ତେବେ ବାଛନ୍ତୁ ଏହି ତିନୋଟି ଶଙ୍ଖ ମଧ୍ୟରୁ ଗୋଟିଏ ଶଙ୍ଖ ଏବଂ ଜାଣନ୍ତୁ କେଉଁ ଖୁସି ଖବର ଆପଣଙ୍କୁ ଅତି ଶୀଘ୍ର ମିଳିବାକୁ ଯାଉଛି।ଯଦି ଆପଣ ପ୍ରଥମ ଶଙ୍ଖ ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏହା ଆପଣଙ୍କ ଭବିଷ୍ୟତ ବିଷୟରେ କଣ କହୁଛି

ଆପଣ ଯଦି ଗତ କଥାକୁ ଭୁଲି ଯାଆନ୍ତି ତାହେଲେ ଆପଣଙ୍କ ଭାଗ୍ୟ ଚକ୍ରରେ ପୁନଶ୍ଚ ରବି ଗ୍ରହ ବଳବାନ ହୋଇ ଉଠିବେ ଏଣିକି ବୁଝି ବିଚାରି କାର୍ଯ୍ୟ କରନ୍ତୁ କୌଣସି କାର୍ଯ୍ୟକୁ ବୁଝି ବିଚାରି କାର୍ଯ୍ୟ କରନ୍ତୁ ନାହିଁ ଆପଣଙ୍କର ଏହି ଗୋଟିଏ ଗୁଣ ବହୁତ ଖରାପ ରହିଥାଏ କି ଆପଣ ଯେଉଁ ବୁ ନିଷ୍ପତି ନେଇଥାଆନ୍ତି ତାହାକୁ ବହୁତ ଶୀଘ୍ର ତାର ସହିତ କରିଥାଆନ୍ତି ଅଧିକ ବୁଦ୍ଧି ଲଗାଇ ନଥାନ୍ତି ଏଭଳି ତରବରିଆ ନିଷ୍ପତି ନେଇ ଆପଣ ବହୁତ ହଇରାଣ ହୋଇଛନ୍ତି । ଏପରି ଆଗକୁ ଆଉ କରନ୍ତୁ ନାହିଁ ପ୍ରତ୍ୟେକ କାର୍ଯ୍ୟ କରିବା ଆଗରୁ ବୁଦ୍ଧି ଏବଂ ବିବେକର ପ୍ରୟୋଗ କରନ୍ତୁ ।ଯଦି ଆପଣ ବୁଝି ପାରୁ ନାହାଁନ୍ତି ସେହି ବିଷୟରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ପଚାରି ବୁଝି କାର୍ଯ୍ୟ କରନ୍ତୁ ।

ଆପଣ ଯଦି ନମ୍ବର ଶଙ୍ଖ ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ତାହା କଣ କହୁଛି ଆପଣଙ୍କ ଭବିଷ୍ୟତ ବିଷୟରେ ଏବେ ଆପଣ ଭାଗ୍ୟବାନ ଆପଣଙ୍କ ଅସୁବିଧାର ସମାଧାନ ହେବାର ବାର ଆସି ଯାଇଛି ଗୃହରେ।ମଙ୍ଗଳ କାର୍ଯ୍ୟ ସମ୍ପନ୍ନ ହେବ ସନ୍ତାନ ସୁଖ ଭୋଗ କରିବେ ଆପଣଙ୍କ ସ୍ତ୍ରୀ ଆଉ ଆପଣଙ୍କ ବିମୁଖ ହେବେ ନାହିଁ ଆପଣଙ୍କୁ ହଇରାଣ କରୁଥିବା ଲୋକେ ଏବେ ଆପଣଙ୍କ ଠାରୁ ଦୂରେଇ ଯିବେ ଆପଣ ମୋଟା ମୋଟି ଭାବରେ ଶାସନ କର୍ତ୍ତା ଆପଣ ଆପଣଙ୍କ ମନ୍ଦ ଦଶାର ଶାସିତ ହେବାର ଫଳ ପାଇବେ ନାହିଁ ବହୁତ ଦିନରୁ ଆପଣଙ୍କର ସନ୍ତାନ ଚିନ୍ତା ଥିଲା ଆଗାମୀ ଏକ ସପ୍ତାହ ପରେ ଆପଣଙ୍କ ଶୁଭ ସମୟ ଭୋଗ ହେବ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ।

ଆପଣ ଯଦି ତୃତୀୟ ଶଙ୍ଖଟିକୁ ବାଛିଛନ୍ତି ତେବେ ତାହା କଣ କହୁଛି ଆପଣଙ୍କ ଭବିଷ୍ୟତ ବିଷୟରେ ତାହା ଜାଣିବା ଦେଖନ୍ତୁ ଆପଣ ବହୁତ ଦିନ ହେଲା ପଦ ଦଶା ଭୋଗ କରି ଆସୁଥିଲେ ରୋଜଗାର କମ ଧନ ବ୍ୟୟ ଅଧିକ ରହୁଥିଲା କିନ୍ତୁ ବର୍ତ୍ତମାନ ନିମନ୍ତେ ବେଶ ଶୁଭ ସମୟ ପ୍ରବେଶ କରିଛି ସନ୍ତାନ ବାବଦରେ ସୁଖ ସମୟ ପାଇବେ ସମସ୍ତ ବିଗ୍ନ ବିନାଶର ସମୟ ଆସିଯାଇଛି ମନ ମଧ୍ୟରେ ନୂଆ ଭାବନା ସୃଷ୍ଟି ହେବ ଆପଣ ଯାହାଙ୍କ ପ୍ରତି ପୂର୍ବରୁ ଆସକ୍ତି ଆଣିଥିଲେ ତାହାକୁ ଯେତେ ଶୀଘ୍ର ପାରିବେ ଦୁରେଇ ଦିଅନ୍ତୁ କାରଣ ଦୁଃଖର କାରଣ ତାହା ହୋଇପାରେ |ଆଗକୁ ସୁସମ୍ବାଦ ଯୋଗ ଆସୁଅଛି ଖୁବ ଶୀଘ୍ର କିଛି ସୁ ସମାଚାର ଆପଣଙ୍କୁ ପ୍ରାପ୍ତି ହେବ ଆପଣ ଧର୍ଯ୍ୟ ଧରି ରୁହନ୍ତୁ |

Leave a Reply

Your email address will not be published. Required fields are marked *