SHG ମହିଳା ମାନଙ୍କୁ ପାଇଁ ସରକାର ନେଲେ ବଡ଼ ନିଷ୍ପତି ,ସବୁ ହିତାଧିକାରୀ ମାନେ ଉଠାଇ ପାରିବେ ଲାଭ ଜାଣନ୍ତୁ କିପରି ପାଇବେ

ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଆସିଗଲା ବହୁତ୍ ବଡ଼ ଖୁସି ଖବର ପ୍ରତି SSG ମହିଳା ମାନଙ୍କୁ ମିଳିବ ପେନସନ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା । ଭୁବନେଶ୍ବର: ନବୀନ ପୁଣି କ୍ଷମତାକୁ ଆସିଲେ ଏସଏଚଜି ମହିଳାଙ୍କୁ • ମିଳିବ ପେନସନ । ବିଜେଡି ନିଜ ଇସ୍ତାହାରରେ ଏଭଳି କହିଥିବା ବେଳେ ନବୀନଙ୍କ ଭିଡିଓ ବାର୍ତ୍ତା ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପାଇଁ ବୁଷ୍ଟର ଡୋଜ ସଦୃଶ ।

କିନ୍ତୁ ବିରୋଧୂ ବିଜେପି ପାଇଁ ଏହା ହୋଇପାରେ କଣ୍ଟା । SSG ଗ୍ରୁପ ଜରିଆରେ ରାଜ୍ୟର ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସ୍ବାବଲମ୍ବୀ କରିଛି BJD ନିଜ ଇସ୍ତହାରରେ ଏକ ବହୁତ୍ ବଡ ଘୋଷଣା କରିଛି ଯେଉଁ ଥିରେ ଘୋଷଣା କରିଛି ମିଶନ ଶକ୍ତି ମହିଳାମାନଙ୍କ ପେନସନ ନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଖାଲି ପେନସନ ନୁହଁ ମିଶନ ଶକ୍ତି ମାଆ ମାନେ ପେନସନ ପାଇବେ ବୋଲି କହିଛନ୍ତି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲି ପେନସନ ନୁହେଁ ୧୫ ଲକ୍ଷ ଟଙ୍କାର ସୁଧ ମୁକ୍ତ ଋଣ ଯୋଗାଇ ଦେବେ ନବୀନ ସରକାର । ବିଜେଡି ସରକାର ଗଠନ କରିବା ପରେ ତୁରନ୍ତି ଏହା କ୍ୟାବିନେଟରେ ମୋହର ମାରି ବିଧୂବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ ।

ଇସ୍ତାହାର ପରେ ନବୀନଙ୍କ ଭିଡିଓ ବାର୍ତ୍ତା ବିରୋଧୀଙ୍କୁ କଷ୍ଟରେ ପକାଇଛି । BJD ସରକାର ଆସିବ ମାତ୍ରେ ନବୀନ ପଟ୍ଟନାୟକ ଏହି ଯୋଜନାକୁ ବିଧି ମତ ଭାବରେ କାର୍ଯ୍ୟ କରି କରିବେ ବୋଲି ଇସ୍ତହାରରେ ସଂକଳ୍ପ ରୂପରେ ଦର୍ସେଇ ଛନ୍ତି ।

Leave a Reply

Your email address will not be published. Required fields are marked *