Anuchinta : ନାରୀ ମାନଙ୍କର କେଉଁ ଅଙ୍ଗରେ ଅଧିକ କେଶ ଉଠିଲେ ଚରିତ୍ର ଖରାପ ହୋଇଥାଏ ,ସବୁ ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ସ୍ବାମୀ – ସ୍ତ୍ରୀ ନିଜ ରୂମରେ ପୂର୍ବ ଦିଗରେ ଭୁଲରେ ବି ଦର୍ପଣ ଲଗାନ୍ତୁ ନାହିଁ,ସବୁବେଳେ ଲାଗିରହିବ ଝ-ଗଡା ଆଜିର ଭିଡିଓରେ ଆମେ ଆପଣମାନଙ୍କୁ କହିବୁ ସ୍ବାମୀ ସ୍ତ୍ରୀ ନିଜ ରୁମରେ ଏହି ଦିଗରେ ଲଗାନ୍ତୁ ନାହିଁ ଦର୍ପଣ ଝ-ଗଢା ଲାଗି ରହିବ ।

୨. ଛିଡ଼ା ହୋଇ କେବେବି ପରିସ୍ରା କରିବା ଉଚିତ୍ ନୁହେଁ ଏହା ଦ୍ବାରା ଅଣ୍ଡକୋଷ ଉପରେ ପ୍ରଭାବ ପଡିଥାଏ ।

୩. ସକାଳୁ ଉଠିଲା ପରେ ସର୍ବପ୍ରଥମେ ନିଜ ଦୁଇ ହାତ ପାପୁଲିକୁ ଚାହିଁବା ଉଚିତ୍ ଏହା ଶୁଭ ହୋଇଥାଏ ଏବଂ ମଙ୍ଗଳକାରୀ ହୋଇଥାଏ ।

୪. ମହିଳା ମାନେ ସକାଳୁ ଡେରିରେ ଉଠିବା ଉଚିତ୍ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

୫. ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠାଖାଦ୍ୟଖାଇବା ଉଚିତ୍ ଏହାଦ୍ବାରା ଦାମ୍ପତ୍ୟ ଜୀବନ। ସୁଖମୟ ହୋଇଥାଏ ।

୬. ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଏବଂ ବେଡ଼ରୁମ୍ ଭଲଭାବେ ସଫାକରିବା ଉଚିତ୍ ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂରହୋଇଥାଏ ।

୭. ସ୍ତ୍ରୀଲୋକ ମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳା ମାନେ ଶିବଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେ ।

୮. ମହିଳାମାନେ କେବେବି ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତୁ ନାହିଁ ଏହାଦ୍ବାରା ଦାରିଦ୍ର୍ୟତା ଆସେ ।

୯. ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୧୦. ଯେଉଁ ଲେ।କଙ୍କ ମୁହଁର ଡାହାଣ ପାଖରେ କଳାଯାଇ ଥାଏ ସେ ପର ଉପକାରୀ ଏବଂ ମାନ ଓ ସମ୍ମାନର ଅଧୁକାରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *