ଅଣ୍ଟା ବିନ୍ଧା ପ୍ରବଳ ହେଉଥିଲେ ଥରକରେ ଭଲ ହେବ ଥରେ କରିକି ଦେଖନ୍ତୁ ଏହି ଚମତ୍କାରୀ ଉପାୟ ତାପରେ ଦେଖିବେ ଫାଇଦା

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଚମତ୍କାରି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ଅଣ୍ଟା ବିନ୍ଦା ଭଳି ସମସ୍ୟା ସମ୍ପୂର୍ଣ୍ଣ ଶେଷ ହୋଇଯିବ ଓ ଆପଣଙ୍କ ଅଣ୍ଟା ବିନ୍ଦା ବନ୍ଦ ହୋଇଯିବ । ଏହି ଘରୋଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ ୪ ପାଖୁଡ଼ା ରସୁଣର ଚୋପା ଛଡ଼ାଇ ଏହାକୁ ଛେଚି ଏହାକୁ ପେଷ୍ଟ କରି ଦିଅନ୍ତୁ

ତାପରେ ଏବେ ଆପଣ ଏହାକୁ ଛାଣି ଏହାର ରସ ବାହାର କରି ଦିଅନ୍ତୁ ଶେଷରେ ଆପଣଙ୍କୁ ଆବଶ୍ୟକତା ପଡ଼ିବ ଫଳେ ଲେମ୍ବୁ ରସ ଏହି ରସୁଣ ରସରେ ମିଶାଇ ଦିଅନ୍ତୁ ତାପରେ ଆପଣ ଅଧା କପ୍ ପାଣି ମିଶାଇ ଦିଅନ୍ତୁ ତାପରେ ଏହି ଉପଚାର ଟିକୁ ଆପଣ ୧ ଘଣ୍ଟା ପର୍ଯ୍ୟନ୍ତ ମିଶିବାକୁ ଛାଡ଼ି ଦିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚମତ୍କାରି ଉପଚାର

ଏବେ ଆସନ୍ତୁ ଜାଣିବା ଆପଣ ଏହାର ସେବନ କିପରି କରି ପାରିବେ ଆପଣ ଏହାକୁ ସପ୍ତାହରେ ଚାରି ଦିନ ଅର୍ଥାତ୍ ଦିନ ଛାଡ଼ି ଦିନେ କରି ପାରିବେ କାରଣ ଏହାର ଅଧିକ ସେବନ ଦ୍ଵାରା ଆପଣଙ୍କ ପେଟ ଗରମ ହେବା ସମ୍ଭାବନା ମଧ୍ୟ ବହୁତ୍ ଅଛି ସେଥି ପାଇଁ ଏହାର ସେବନ ଦିନେ ଛାଡ଼ି ଦିନେ କରନ୍ତୁ ।

Leave a Reply

Your email address will not be published. Required fields are marked *