ହାତର ନଖରେ ଏହିପରି ଧଳା ଚିହ୍ନ ଥିଲେ ଆପଣ ବହୁତ ଭାଗ୍ୟଶାଳୀ , କଣ ଆପଣଙ୍କ ନଖରେ ଅଛି କି ଭୟଙ୍କର କଥା ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ହାତର ନଖରେ ଧଳା ଚିହ୍ନ ରହିଥାଏ ହେଲେ ଏହାର କାରଣ କଣ ଏହା ରହିବା ଦ୍ଵାରା ଆମକୁ କିଛି ଶୁଭ ଫଳ ମିଳେ କି ନାହିଁ ଆସନ୍ତୁ ଜାଣିବା । ଯଦି ଆପଣଙ୍କ ନଖରେ ମଧ୍ୟ ଏହି ପ୍ରକାର କିଛି ଚିହ୍ନ ରହିଛି ତାହେଲେ ଏହା ଆପଣଙ୍କ ସ୍ଵଭାଗ୍ୟଶାଳୀ ହେବାର ପ୍ରତୀକ ହୋଇଥାଏ ।

ନଖ ଉପରେ ଧଳା ରଙ୍ଗର ଚିହ୍ନ ରହିଥିଲେ ବ୍ୟକ୍ତିତ୍ଵ ବିଷୟରେ ଜାଣିବାର ବିଧିକୁ ମୁନିକମ୍ନସି କୁହାଯାଏ ଏହି ବିଧିରେ ନଖର ରଙ୍ଗ ଓ ଚିହ୍ନ ଦ୍ଵାରା ବ୍ୟକ୍ତି ବିଷୟରେ କେତେ କଥା ଜାଣି ହୋଇଥାଏ ଏବେ ଜାଣିବା କେଉଁ ଆଙ୍ଗୁଳିରେ ଧଳା ଚିହ୍ନ ରହିବା ଦ୍ଵାରା ଆପଣଙ୍କ ବିଷୟରେ ଜଣା ପଡିଥାଏ।

ଯଦି ଆପଣଙ୍କ ଦର୍ଜନି ଆଙ୍ଗୁଠିର ନଖରେ ଧଳା ଅଂଶ ରହିଥାଏ ତ ଏହାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ନୂଆ ସାଙ୍ଗ କିମ୍ବା ନୂଆ ସାଥି ଆସିବାର ଅଛି । ହେଲେ ଯଦି ଆପଣଙ୍କ ମଧ୍ୟମା ଆଙ୍ଗୁଳିରେ ରହିଛି ତେବେ ଏହାର ଅର୍ଥ ହେଉଛି

କେହି ଜଣେ ନିଜର ଲୋକ ଆପଣଙ୍କ ଶତ୍ରୁ ହେବାକୁ ଯାଉଛି । ଯଦି ଆପଣଙ୍କ ଅନାମିକା ଆଙ୍ଗୁଳିରେ ଧଳା ଅଂଶ ରହିଛି ତାହେଲେ ଆପଣ ବହୁତ୍ ଭାଗ୍ୟ ଶାଳୀ ଅଟନ୍ତି ଓ ଆପଣଙ୍କ ଜୀବନରେ ଭଲପାଇବା ଏବଂ ଖୁବ୍ ଧନ ସମ୍ପତି ଆସିବାର ଯୋଗ ରହିଛି ।

Leave a Reply

Your email address will not be published. Required fields are marked *