ଉତ୍ତର ପୂର୍ବ ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ଦାନା ବାନ୍ଧି ସାରିଛି ତାହା ଘନୀଭୂତ ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ସେଥିପାଇଁ ଓଡ଼ିଶାରେ ଗୋପାଳପୁର, ଧାମରା ଓ ପାରାଦ୍ୱୀପ ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆଯାଇଛି ଭାରତୀୟ ପାଣିପାଗ ବିଭାଗ ବା IMD ଏନେଇ ବାତ୍ୟାର ଗତି ପଥ ରିପୋର୍ଟ ସାର୍ବଜନୀନ କରିଛି ।
IMD କହିଛି ଯେ, ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ସନ୍ଧ୍ୟା ସୁଦ୍ଧା ଖେପୁପାରା ଠାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସହ ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି ଅନ୍ୟ ପକ୍ଷରେ ଜଏଣ୍ଟ ଟାଇଫନ ୱାର୍ନିଙ୍ଗ ସେଣ୍ଟର
ବାତ୍ୟା ସମ୍ପଦ ରେ କହିଛି ଯେ ସକ୍ରିୟ ମୌସୁମୀ ଋତୁରେ ପ୍ରଥମ ଅବପାତ |ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ ଏହାରି ପ୍ରବାହ ସ୍ୱରୂପ ଓଡ଼ିଶାର ଉପକୂଳ ବର୍ତ୍ତି ୬ ଟି ଜିଲ୍ଲାରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିବ
ସେହି ଜିଲ୍ଲା ଗୁଡ଼ିକ ହେଉଛି ବଦ୍ରକ , ଯାଜପୁର ,ପୁରୀ , କେନ୍ଦ୍ରାପଡ଼ା ଜଗତସିଂହପୁର ଆଦି ଅଞ୍ଚଳରେ ବର୍ଷା ସହିତ ବଜ୍ରପାତ ଦେଖିବାକୁ ମିଳିବ ସେଠି ପାଇଁ ଏହି ସବୁ ଅଞ୍ଚଳକୁ ସରକାର ୟେଲୋ ୱର୍ଣିଂ ଜରିକରିଛନ୍ତି ।ଅଧିକ ଖବର ପାଇଁ ଯୋଡ଼ି ହୋଇଥାନ୍ତି ଆମ ସହିତ ଧନ୍ୟବାଦ୍ ।