Anuchinta : ଜୀବନରେ ସଫଳତା ହାସଲ ପାଇଁ ଅକ୍ଷୟ ତୃତୀୟା ଶୁକ୍ରବାର ଦିନ କେଉଁ କାମ କରିବା ଉଚିତ୍

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି କିଛି ଅନୂଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜିବନଙ୍କୁ ବଦଳାଇ ଦେବା ।

୧. ଅକ୍ଷୟ ତୃତୀୟା ଦିନ କରନ୍ତୁ ଏହି କାମ, ଆପଣଙ୍କ ଜୀବନରେ ନିଚିନ୍ତ ଆସିବ ବଡ ପରିବର୍ତ୍ତନ ।

୨. ଏହି ବର୍ଷ ଅକ୍ଷୟ ତୃତୀୟା ୧୦ ମଇ ୨୦୨୪ ଅର୍ଥାତ୍ ଶୁକ୍ରବାର ଦିନ ପଡୁଛି ! ଅକ୍ଷୟ ତୃତୀୟା ହେଉଛି ସମସ୍ତ ତାରିଖ ମଧ୍ଯରେ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ ।

୩. ଅକ୍ଷୟ ତୃତୀୟା ପରି ଶୁଭ ଦିନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ନିୟମ ରହିଛି ।

୪. ଏହି ଅକ୍ଷୟ ତୃତୀୟା ଦିନ ପ୍ରଭୁ ନର-ନାରାୟଣଙ୍କ ସମେତ ପରର୍ଶୁରାମ ଏବଂ ହୟଗ୍ରୀବଙ୍କର ଏକ ଅବତାର ସୃଷ୍ଟି ହୋଇଥିଲା ।

୫. ଏହା ବ୍ୟତୀତ ବ୍ରହ୍ମାଙ୍କ ପୁଅ ଅକ୍ଷୟ କୁମାର ମଧ୍ଯ ଏହି ଦିନ ଜନ୍ମ ହୋଇଥିଲେ । ଏହି ଦିନ ବଦ୍ରିନାରାୟଣଙ୍କ ଦ୍ବାର ମଧ୍ଯ ଖୋଲା ହୋଇଥାଇଥାଏ ।

୬. ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଗଙ୍ଗା ମାତା ପୃଥ‌ିବୀକୁ ଆସିଥିଲେ ।
୭. ଅକ୍ଷୟ ତୃତୀୟା ଦିନ ଭଗବାନ କୃଷ୍ଣ ଯୁଧୂଷ୍ଠିରଙ୍କୁ କହିଥିଲେ ଯେ ଏହି । ଦିନ ତୁମେ ଯାହା ବି ସୃଜନଶୀଳ କିମ୍ବା ସାଂସାରିକ କାର୍ଯ୍ୟ କର, ତୁମେ ଆଶୀର୍ବାଦ ପାଇବ ।

୮. ଘରର ମୁଖ୍ୟଦ୍ବାରରେ ସ୍ବସ୍ତିକଚିହ୍ନ କିମ୍ବା ତ୍ରିଶୂଳଚିହ୍ନ ଲଗାଇବା ଦ୍ବାରା ବହୁତ ଶୁଭହୋଇଥାଏ ଏବଂ ଘରେ ସୁଖସୌଭାଗ୍ୟ ବୃଦ୍ଧିହୋଇଥାଏ ।

୯. ଘରର ମୁଖ୍ୟ ଦ୍ବାରରେ ରଙ୍ଗୋଲି କରିବାଦ୍ବାରା ଏବଂ ଫୁଲରେ ସଜାଇବା ଦ୍ବାରା ସକାରତ୍ମକ ଶକ୍ତି ବୃଦ୍ଧିହୋଇଥାଏ ও ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୧୦. ୧୦.ପ୍ରତି ଗୁରୁବାର ଦିନ ଓ ଗଛରେ ଜଳଦାନ କରିବା ଦ୍ବାରା ଏବଂ ମଥାରେ କେଶର ତିଳକ ଲଗାଇବା ଦ୍ବାର ଧନପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *