Anuchinta : ସ୍ତ୍ରୀ ଏହି କାରଣରୁ ପର ପୁରୁଷ ସାଙ୍ଗରେ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥାଏ ,ସବୁ ବିବାହିତା ପୁରୁଷ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବ୍ଦଳାଇଦେବ ।

୧. ପୂଜା କରିବା ସମୟର ଯଦି ଆପଣ ଜଳେଇ ଥୂବା ଦୀପଟିର ଶିଖା ଉପରକୁ ଉଠିବାକୁ ଲାଗିଥାଏ ତେବେ ଆପଣଙ୍କ ଉପରେ ଭଗବାନଙ୍କର କୃପା ଦୃଷ୍ଟି ରହିଥ‌ିବା ସୂଚନା ହୋଇଥାଏ ।

୨. ଗାଧୁଆ ଘର ସବୁବେଳେ ସଫା ସୁତୁରା ରଖୁବା ଉଚିତ କେବେବି ଅଳିଆ ଆବର୍ଜନା କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରି ହେବା ସହିତ ରାହୁ, କେତୁ ଏବଂ ଶନିଙ୍କ ଖରାପ ପ୍ରଭାବ ପଡ଼ି ସୁଖସମୃଦ୍ଧି କମ ହୋଇଥାଏ ।

୩. ବାସ୍ତୁ ଅନୁସାରେ କେବେବି ଫଟା ଏବଂ ମଇଳା ହୋଇଥୂବା କପଡା ପିନ୍ଧିବା ଉଚିତ ନୁହେଁ, ଏହାଦ୍ବାରା ଦରିଦ୍ରତା ଦେଖା ଦେଇଥାଏ, ତେଣୁ ଗାଧୋଇବା ପରେ ସଫା ସୁତୁରା କପଡା ପିନ୍ଧିବା ଦ୍ବାରା ଶୁଭ ଏବଂ ମଙ୍ଗଳକାରି ହୋଇଥାଏ ।

୪. ଦୁଆର ମୁହଁରୁ କୌଣସି ଅସହାୟ ଲୋକଙ୍କୁ ଖାଲି ହାତରେ ଫେରାଇବା ଉଚିତ ନୁହେଁ, ନିଜ ସାମର୍ଥ୍ୟଅନୁସାରେ ତାଙ୍କୁ ସାହାଯ୍ୟ କରିବା ଦରକାର,ଏହାଦ୍ବାରା ପ୍ରଭୁଙ୍କକୃପା ମିଳେ ବୋଲି ମାନ୍ୟତା ରହିଛି ।

୫. ଘର ଭିତରେ କିମ୍ବା ବାହାରେ କେ କଣ୍ଟାଯୁକ୍ତ ଗଛ ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହେବାସହିତ ଆର୍ଥକ ସଙ୍କଟ ଥାଏ ଏବଂ ସମ୍ପର୍କ ଖରାପ୍ ଦେଖାଦେଇଥାଏ ହୋଇଥାଏ ।

୬. ୯.ଘରର ମୁ ମୁଖ୍ୟଦ୍ବାର ସଡକଠାରୁ ନୀଚା ହେବା ଦ୍ବାରା ଅଶୁଭ ହୋଇଥାଏ ଏବଂ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେବା ସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

୭. ପ୍ରତ୍ୟେକ କଥାରେ ମିଛ କହିବା ଅଥବା ମିଛର ସାହାରା ନେବାଦ୍ବାରା ଅମଙ୍ଗଳକାରୀ ହୋଇଥାଏ ଏବଂ ବଂ ଆକ ସଙ୍କଟ ଦେଖାଦେବା ସହିତ ଧନହାନି ହୋଇଥାଏ ।

୮. ଘରେ କେବେବି କୌଣସି ପ୍ରକାର ବଡ଼ ବଡ଼ ପଥର ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହେବାସହିତ ଉନ୍ନତି ବାଧାପ୍ରାପ୍ତ ହୋଇଥାଏ ।

୯. ସୂର୍ଯ୍ୟ ଉଦୟ ହେଲାପରେ ଶୋଇରହି ଇରହିବା ଉଚିତ୍ ନୁହେଁ କିମ୍ବା ପରିବାରରେ କାହାକୁ ଶୋଇରହିବାକୁ ଦେବା ଅନୁଚିତ୍ ଏହା ଅଶୁଭ ହୋଇଥାଏ ଏବଂ ଧନହାନିର ସମ୍ଭାବନା ଦେଖାଦେଇଥାଏ ।

୧୦. ହାତର ଆଙ୍ଗୁଠିରେ କଳାଯାଇ ଚିହ୍ନ ରହିଥୂବା ଲୋକମାନେ କର୍ମବୀର ହୋଇଥାନ୍ତି ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି ।

Leave a Reply

Your email address will not be published. Required fields are marked *