ଓଡ଼ିଶାକୁ ମାଡ଼ି ଆସୁଛି ଭୟଙ୍କର ବର୍ଷା ପବନ ,ଆସନ୍ତା କାଲି ଠାରୁ ଏହି ସବୁ ଜିଲ୍ଲାରେ କୁଆପଥର ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ ସତର୍କ ଜାରି କଲା SRC

ବର୍ତ୍ତମାନର ସବୁଠାରୁ ବଡ଼ ଖବର ପାଣି ପାଗକୁ ନେଇ ମିଳିଲା ଆଉ ଏକ ବଡ଼ ସୂଚନା ସଖଳେ ଖରା ଓ ସନ୍ଧ୍ୟା ବେଳେ ବର୍ଷା କୁ କାଳବୈଶାଖୀ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା । ତେବେ ତାଟି ଭିତରେ ମିଳିଲା ଆସୁସ୍ତି ସଖାଳେ ଖରା ଏବଂ ସନ୍ଧ୍ୟାରେ ଭୟଙ୍କର କାଳବୈଶାଖୀ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଏହି ଭଳି ପାଗ ଲଗି ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦେଶିକା

ଉପକୂଳ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଭୟଙ୍କର ବର୍ଷା ଏବଂ କାଳବୈଶାଖୀ ହେବାର ସମ୍ଭାବନା ରହିଛି ତେବେ ଏହାକୁ ନଜରରେ ରଖି ପାଣିପାଗ ବିଭାଗ ପାଞ୍ଚଦିନ ପାଇଁ ୟେଲୋ ୱର୍ଣିଂ ଜାରି କରିଛନ୍ତି ଏହି ସବୁ ଜିଲ୍ଲା ଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ , ଯାଜପୁର , ଭଦ୍ରକ , ବାଲେଶ୍ଵର ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି

ତେବେ ଗତକାଲି ଢେଙ୍କାନାଳ ଜିଲ୍ଲା ରେ ବଜ୍ରପାତ ସହିତ ବର୍ଷା ଦେଖିବାକୁ ମିଳିଛି ସେଥି ପାଇଁ ଜିଲ୍ଲାର ଲୋକଙ୍କୁ ଅସଜ୍ୟ ଗରମରୁ ମୁକ୍ତି ମିଳିଛି ଅନ୍ୟ ପକ୍ଷରେ ସନ୍ଧ୍ୟା ସମୟରେ ଯାଜପୁର କିଛି ସ୍ଥାନରେ ବର୍ଷା ସହିତ ବଜ୍ରପାତ ଦେଖିବାକୁ ମିଳିଛି । ଏହାରି ସହିତ ପୁରୀର କିଛି ସ୍ଥାନରେ କୁଆପଥର ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *