ମୃ-ତ୍ୟୁ ପରେ ୪୭ ଦିନ ଆ-ତ୍ମା ସହ କଣ ହୋଇଥାଏ ,ଜୀବନର କିଛି ରହସ୍ୟମୟ କଥା ଜାଣିଲେ ହଟାତ ଆପଣ ଚମକି ପଡ଼ିବେ

ମୃ-ତ୍ୟୁ ଜୀବନର ସତ୍ୟ ଅଟେ କିନ୍ତୁ ମୃ-ତୁକୁ ନେଉକି ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ଥାଏ ବହୁତ ଲୋକଙ୍କ ମନରେ ପ୍ରଶ୍ନ ଥାଏ କଣ ସତରେ ମୃ-ତୁ ପରେ କଣ ଆ-ତ୍ମାକୁ ଯମ ଲୋକକୁ ଜଯିବାକୁ ପଡିଥାଏ ନା ଏହିସବୁ ମିଥ୍ୟା ଅଟେ | ଯଦି ସତ୍ୟ ତାହେଲେ ମୃ-ତୁ ପରେ ଯମଲୋକରେ ସେ କେମିତି ପହଁଚେ ଆଉ ତାକୁ କେତେଦିନ ସମୟ ଲାଗିଥାଏ | ଏହି ସବୁ ପ୍ରାଚୀନ କାଳରେ ଏହି ସବୁ ପ୍ରଶ୍ନ ଶ୍ରୀହରି ବିଷ୍ଣୁଙ୍କୁ ତାଙ୍କ ବାହନ ଗରୁଡ ପଚାରିଥିଲେ | ଭଗବାନ ବିଷ୍ଣୁ ମନୁଷ୍ୟ ଜୀବନର ଅର୍ଥ ମୃ-ତୁ ପରେ ଜୀବନ ଅନ୍ତିମ କ୍ରିୟା କର୍ମ ଆଉ ପୁର୍ଣଜନ୍ମ ପରି ସବୁ କଥା ଗରୁଡଙ୍କୁ ଗୋଟି ଗୋଟି କରି କହିଥିଲେ ଯାହା ଗରୁଡ଼ ପୁରାଣ ନାମରେ ନାମିତ ଅଛି |

ଗରୁଡ଼ ପୁରାଣ ଅନୁସାରେ ମୃ-ତୁ ପରେ ଆତ୍ମାକୁ ଯମଲୋକରେ ପହଁଚିବା ପାଇଁ ୪୭ଦିନର ସମୟ ଲାଗିଥାଏ | ତାହେଲେ ୪୭ଦିନ ଆତ୍ମା ସହିତ କଣ ହୋଇଥାଏ କଣ କଣ କଷ୍ଟ ଦେଇ ଆତ୍ମା ଯମଲୋକରେ ପହଁଚି ଥାଏ ଆସନ୍ତୁ ଜାଣିବା | ଯେତେବଳେ ଗୋଟିଏ ମଣିଷର ମୃ-ତ୍ୟୁ ସମୟ ପାଖେଇ ଆସିଥାଏ ସେତେବଳେ ସେହି ମଣିଷର କଥା କହିବା ଶକ୍ତି କମିଯାଇଥାଏ । ଅନ୍ତିମ ସମୟ ଆସିବା ସମୟରେ ସେହି ମଣିଷକୁ ଦିବ୍ୟ ଦୃଷ୍ଟି ମିଳିଥାଏ । ଏହି ସମୟରେ ସେ ସାରା ସଂସାରକୁ ସମାନ ନଜରରେ ଦେଖିଥାଏ । ଏବଂ ଶରୀରର ୫ ଇନ୍ଦ୍ରିୟ ଶୀତଳ ପଡିଯାଏ । ମୃ-ତ୍ୟୁ ପରେ ଯମଲୋକରୁ ଦୁଇ ଭୟଙ୍କର ଦେଖା ଯାଉଥିବା ଯମଦୂତ ଆସନ୍ତି ।

ଯମଦୂତଙ୍କୁ ଦେଖି ସେହି ଆ-ତ୍ମା ଡରିବାକୁ ଲାଗିଥାଏ । ଏହି ଡରରେ ଆ-ତ୍ମା ଶରୀରରୁ ବାହାରି ଆସିଥାଏ । ଏହାପରେ ସଙ୍ଗେ ସଙ୍ଗେ ଯମଦୂତମାନେ ସେହି ଆ-ତ୍ମାର ବେକରେ ଫାଶ ପକାଇ ଯମଲୋକକୁ ନେଇଯାନ୍ତି । ଯଦି ମୃ-ତ ଆ-ତ୍ମା ପବିତ୍ର ହୋଇଥାଏ ତେବେ ତାକୁ ନେବା ପାଇଁ ପରମାତ୍ମା ନିଜ ବାହନ ନେଇ ଆସିଥାନ୍ତି । ଯଦି ଆ-ତ୍ମା ପାପୀ ହୋଇଥାଏ ତେବେ ତାକୁ ଗରମ ବାୟୁ ଏବଂ ଅନ୍ଧାର ରାସ୍ତା ଦେଇ ଯିବାକୁ ପଡିଥାଏ । ବହୁତ ନିର୍ଯାତନା ଦିଆଯାଇ ଯମଲୋକକୁ ନିଆ ଯାଇଥାଏ । ଏହାପରେ ଯମରାଜଙ୍କ ଆଦେଶ ଅନୁଯାୟୀ ନିଜର ଶୁଦ୍ଧିକ୍ରିୟା ନିମନ୍ତେ ୧୩ଦିନ ପାଇଁ ମର୍ତ୍ତ୍ୟ ଲୋକକୁ ନିଜ ପରିଜନଙ୍କ ଗହଣକୁ ଛାଡିଦେଇଥାନ୍ତି । ଘରକୁ ଆସିବା ପରେ ଆ-ତ୍ମା ପୁଣି ଥରେ ନିଜ ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥାଏ ।

ଯେତେଦିନ ପର୍ଯ୍ୟନ୍ତ ଆ-ତ୍ମାର ପୁତ୍ର ପିଣ୍ଡଦାନ କାର୍ଯ୍ୟ ନ କରିଥାନ୍ତି ସେତେଦିନ ପର୍ଯ୍ଯନ୍ତ ଆ-ତ୍ମା ଭୋକିଲା ଶୋଷିଲା ହୋଇ ଘୁରି ବୁଲୁଥାଏ । ଦଶ ଦିନ ଦିଆଯାଉଥିବା ପିଣ୍ଡ ଦାନରୁ ଆ-ତ୍ମାକୁ ଚାଲିବା ପାଇଁ ଶକ୍ତି ମିଳିଥାଏ । ତେର ଦିନ ହେବାପରେ ଯମଦୂତ ମାନେ ପୁଣି ଆ-ତ୍ମା ନିଜ ସହ ଯମଲୋକ ନେଇଯାଇଥାନ୍ତି । ଯମଲୋକକୁ ଯାତ୍ରା କରିବା ସମୟରେ ଆ-ତ୍ମାକୁ ବାଇତରଣି ନଦୀକୁ ପାର କରିବା ପାଇଁ ପଡିଥାଏ । କୁହାଯାଏ ଯଦି ମୃତ ବ୍ୟକ୍ତି ବଞ୍ଚିଥିବା ସମୟରେ ଗୋଦାନ କରିଥାଏ ତେବେ ସେହି ଗାଈର ଲାଞ୍ଜ ଧରି ନଦୀ ପାର ହୋଇଥାଏ । ନଚେତ ଏହି ନଦୀକୁ ପାର କରିବା ପାଇଁ ପାପୀ ଆତ୍ମାକୁ ବହୁତ କଷ୍ଟ କରିବାକୁ ପଡିଥାଏ । ଏହି ନଦୀକୁ ପାର କରିବା ପାଇଁ ୩୪ ଦିନ ସମୟ ଲାଗିଥାଏ ।ଯମଲୋକରେ ଆ-ତ୍ମା ପହଞ୍ଚିବା ପରେ କରିଥିବା ପାପ ଅନୁଯାୟୀ ଯମ ମହାରାଜ ଆତ୍ମାକୁ ନର୍କ କିମ୍ବା ସ୍ଵର୍ଗ କୁ ଯିବା ପାଇଁ ଆଦେଶ ଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *