Malika Bachana : 2025 ରେ ସତ ହେବାକୁ ଯାଉଛି ମାଳିକା ବାଣୀ ,ବିଶ୍ୱର ସବୁଠାରୁ ବଡ଼ ରିସର୍ଚ୍ଚ ସେଣ୍ଟର ନାସା ଦେଲା ବଡ଼ ଚେତାବନୀ

ଦର୍ଶକବନ୍ଧୁ ବିଶ୍ୱର ସବୁଠାରୁ ବଡ଼ ରିସର୍ଚ୍ଚ ସେଣ୍ଟର ନାସା ମଧ୍ୟ ମାନିଲା ଭବିଷ୍ୟ ମାଳିକାକୁ ନାସା ମଧ୍ୟ ମାନିଛି ଏବଂ ଦେଇଛି ବଡ଼ ଚେତାବନୀ ସାତ ଦିନ ସାତ ରାତି ଅନ୍ଧାର ହେବାକୁ ଯାଉଛି 2025 ରେ ଘଟିବାକୁ ଯାଉଛି ବଡ଼ ଅଘଟଣ ଆପଣମାନେ ୟୁଟୁବରେ ଅନେକ ଭିଡିଓ ଦେଖିଥିବେ ମାଳିକାକୁ ନେଇ ମାଳିକା ଅନୁଯାଇ ସାତ ଦିନ ସାତ ରାତି ଅନ୍ଧାର ହେବାକୁ ଯାଉଛି

ମହାପୁରୁଷ ଅଚ୍ୟୁତାନନ୍ଦ କହିବା ଅନୁସାରେ ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି ମାଳିକାରେ ଯାହା ଲେଖା ଥିଲା ଏବେ ନାସାର ବୈଜ୍ଞାନିକ ମାନେ ସେହ କଥା କହିବାକୁ ଲାଗିଲେଣି ନାସାଙ୍କ କହିବା କଥା ସୂର୍ଯ୍ୟଙ୍କ ଦେହରେ କଳା ଚିହ୍ନ ଆଶାତୀତ ହେବାକୁ ଯାଉଛି ସାରା ସୌର ଝଡ଼ର ମୁଖ୍ୟ କାରଣ |

ତେବେ ବର୍ତ୍ତମାନ ବାର ବାର ସୌର ଝଡ଼ ପୃଥିବୀ ଆଡ଼କୁ ମାଡ଼ି ଆସୁଛି କିନ୍ତୁ ଆମେ ତାକୁ ଜାଣି ପାରୁ ନାହାଁନ୍ତି କିନ୍ତୁ ଦୁଇରୁ ତିନି ବର୍ଷ ଭିତରେ ସୌର ଝଡ଼ ଭୟଙ୍କର ରୂପ ଧାରଣ କରିବ ଯାହା ସାଟେଲାଇଟ ସିଷ୍ଟମକୁ ଧ୍ବଂସ କରିଦେବ ଆଉ ଯଦି ସାଟେଲାଇଟ ସିଷ୍ଟମ ଧ୍ବଂସ ହୁଏ ଫୋନ ଇଣ୍ଟରନେଟ ସିଷ୍ଟମ ସବୁ ଅକାମି ହୋଇଯିବ ବୋଲି ବିଜ୍ଞାନ କହିଛି |

ଚାଲିବନି ମୋବାଇଲ ଟିଭି ଇଣ୍ଟରନେଟ ସବୁ ବନ୍ଦ ହୋଇଯିବ ବିଜ୍ଞାନ ଯାହା କହୁଛି ମାଳିକା ମଧ୍ୟ ତାହା କହୁଛି ପୁଣି ସେହି ପୁରୁଣା ଯୁଗକୁ ଫେରିଯିବେ ଲୋକମାନେ ଯେଉଁଠି ଫୋନ ଥିଲା ନା ସାଟେଲାଇଟ ଥିଲା ବିଜ୍ଞାନ ପୁଣି ଥରେ ହାର ମାନିଛି ମାଳିକା ଆଗରେ ସାରା ବିଶ୍ୱ ଅନ୍ଧାର ହୋଇଯିବ ଏଥିପାଇଁ ଆମେ ମଧ୍ୟ ଦାୟୀ ଜଙ୍ଗଲ ଜନ୍ତୁ ମାଳିକା ଅନୁସାରେ ଘରେ ଘରେ ପଶିବେ

ଇଂରାଜୀ କ୍ୟାଲେଣ୍ଡର ହିସାବରେ ଗଣନା କଲେ 28 ମାର୍ଚ୍ଚ 2025 ରେ ହେଉଛି ସେହି ଦିନ ସାତ ରାତି ଅନ୍ଧାର ହେବ ପ୍ରଥମେ ପଶ୍ଚିମ ଦିଗରୁ ଅନ୍ଧାର ମାଡ଼ି ଆସିବ ବହୁ ଦେଶ ଜଳମଗ୍ନ ହେବ ଏହି ସମୟରେ ଆକାଶରେ ଅଗ୍ନି ବର୍ଷା ହେବ ସମୁଦ୍ର ମାଡ଼ି ଆସିବ ବିଜ୍ଞାନ ଅନୁଯାଇ ସାରା ବିଶ୍ୱ ଅନ୍ଧକାର ହେବାକୁ ଯାଉଛି ମାଳିକା ଅନୁସାରେ ଏହା ହେଉଛି ସାତ ଦିନ ସାତ ରାତି ଅନ୍ଧକାର

Leave a Reply

Your email address will not be published. Required fields are marked *