Vastu : ବିବାହିତ ନାରୀ ମାନେ ଭୁଲରେ ପିନ୍ଧନ୍ତୁ ନାହିଁ ଏହି 5 ଟି ଜିନିଷ ,ମାଡ଼ି ଆସିବ ଦାରିଦ୍ରତା ଆପଣଙ୍କ ସ୍ୱାମୀ ହୋଇଯିବେ ଦାଣ୍ଡର ଭିକାରି

ନମସ୍କାର ବନ୍ଧୁଗଣ ଆପଣ ଯଦି ପୁଅ ତେବେ ବାହାଘର ପରେ ସ୍ତ୍ରୀଙ୍କୁ ଶରୀରରେ ପିନ୍ଧିବାକୁ ଦିଅନ୍ତୁ ନାହିଁ ଏହି ଗୋଟିଏ ଜିନିଷ ଆଜି ଆମେ ଜାଣିବା ଝିଅ ମାନେ ବାହାଘର ପରେ କେଉଁ ପାଞ୍ଚୋଟି ଜିନିଷ ପିନ୍ଧିବା ବା ନାଇବା ଦ୍ୱାରା ସେମାନଙ୍କ ସ୍ୱାମୀଙ୍କୁ କରିଦିଏ ବର୍ବାଦ | ବନ୍ଧୁଗଣ ଜାଣିରଖନ୍ତୁ ଯେ ଗୋଟିଏ ପୁଅ ଗୋଟିଏ ଝିଅ ପାଇଁ ବାହାଘର ଦିନ ଠାରୁ ବଡ଼ ଦିନ ଆଉ କିଛି ହୋଇନଥାଏ ଏହି ଦିନ ଗୋଟିଏ ଝିଅ ନିଜ ଘର ଛାଡ଼ି ଗୋଟିଏ ଅଜଣା ପୁଅକୁ ନିଜର କରି ସବୁଦିନ ପାଇଁ ଚାଲି ଆସେ ଏବଂ ବାହାଘର ପରେ ସେ ଝିଅ ସବୁ କିଛି ହୋଇଯାଏ ଏବଂ ତାର ଅର୍ଦ୍ଧାଙ୍ଗିନୀ ସାଜି ଦୁଃଖ ସୁଖର ସାଥି ହୋଇଥାଏ | ବାହାଘର ପରେ ଝିଅ ପିନ୍ଧୁଥିବା କେତୋଟି ଜିନିଷ ତାଙ୍କ ସ୍ୱାମୀଙ୍କୁ ବରବାଦ କରିଥାଏ ନଷ୍ଟ କରିବା ସହିତ ଦୁହେଁଙ୍କୁ ଅଲଗା ମଧ୍ୟ କରି ଦେଇଥାଏ ଘର ପରିବାର ଏବଂ ସ୍ୱାମୀଙ୍କ ଜୀବନ ପ୍ରତି ମଧ୍ୟ ସମସ୍ୟା ଆଣିଥାଏ ତେବେ ଚାଲନ୍ତୁ ଜାଣିବା ସେହି ପାଞ୍ଚୋଟି ଜିନିଷ ଯାହା ଗୋଟେ ଝିଅ ବାହାଘର ପରେ ପିନ୍ଧିବା ଉଚିତ ନୁହେଁ |

ନମ୍ବର 1 ପ୍ରତ୍ୟକ ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ହୁଅନ୍ତୁ ସେମାନଙ୍କର ମନ ସୁନା ପ୍ରତି ଅଧିକ ଲୋଭ ହୋଇଥାଏ ଏବଂ ବିବାହ ପରେ ନୂଆ ବୋହୁ ସୁନା ଅଳଙ୍କାରରେ ସଜାଇ ହୋଇଥାଏ | ସୁନା ଝିଅ ମାନଙ୍କ ପାଇଁ ଯେତିକି ଶୁଭ ହୋଇଥାଏ ସେତିକି ଅଶୁଭ ମଧ୍ୟ ହୋଇଥାଏ ତାହା ମଧ୍ୟରୁ ସୁନା ପାଉଁଜି ଏବଂ ସୁନା ଝୁଣ୍ଟିଆ ଗୋଡ଼ରେ ପିନ୍ଧିବା ବିବାହିତ ଝିଅ ପାଇଁ ବହୁତ ଅଶୁଭ ହୋଇଥାଏ |

ନମ୍ବର 2 ଆଜି କାଲିର ଆଧୁନିକ ଯୁଗରେ ବିବାହିତ ନାରୀ ମାନେ ଧଳା ରଙ୍ଗର କପଡ଼ା ବା ଡ୍ରେସ ପିନ୍ଧୁଛନ୍ତି ଏପରି କରିବା ଦ୍ୱାରା ବାସ୍ତୁ ଅନୁସାରେ ସ୍ୱାମୀର ମୃତ୍ୟୁକୁ ସ୍ୱାଗତ କରିବା ସମାନ ହୋଇଥାଏ ଶାସ୍ତ୍ର ଅନୁସାରେ ଧଳା ବସ୍ତ୍ର କେବଳ ବିଧବା ମହିଳା ମାନେ ଧାରଣ କରିଥାଆନ୍ତି |

ନମ୍ବର 3 ବିବାହିତ ମହିଳା ମାନଙ୍କ ମଙ୍ଗଳ ସୂତ୍ର ବନ୍ଧନର ମୂଳ ସୂତ୍ର ହୋଇଥାଏ କିନ୍ତୁ ଆଧୁନିକ ଯୁଗ ଅନୁସାରେ ଆଧୁନିକ ମଙ୍ଗଳ ସୂତ୍ର ଯେଉଁଥିରେ କଳା ମାଳି ନଥାଏ ଏବଂ ଆଧୁନିକ ଉପାୟରେ ମଙ୍ଗଳ ସୂତ୍ର ହାତରେ ଧାରଣ କରିବା ନିଜ ସ୍ୱାମୀ ପ୍ରତି ଅଶୁଭ ବିପଦ ସଙ୍କଟ ଟାଣି ଆଣେ |

ନମ୍ବର 4 ବିବାହିତ ନାରୀ ମାନେ ଭିନ୍ନ ଭିନ୍ନ ପ୍ରକାର ସିନ୍ଦୁର ମୁଣ୍ଡରେ ଧାରଣା କରିବା ଉଚିତ ନୁହେଁ ଯାହାକି ଘରର ବାସ୍ତୁ ଉପରେ ଅନେକ ପ୍ରଭାବ ପକାଇ ଥାଏ ଏହି ଛୋଟ ଛୋଟ ଜିନିଷ ଆଧୁନିକ ଯୁଗ ଅନୁସାରେ ବିବାହିତ ମହିଳା ପିନ୍ଧିବା ଘର ପରିବାର ଏବଂ ସ୍ୱାମୀଙ୍କ ପ୍ରତି ବିପଦ ହୋଇଥାଏ |

Leave a Reply

Your email address will not be published. Required fields are marked *