Malika : ମା ସମଲେଶ୍ବରୀଙ୍କ ପାଖରୁ ମିଳିଚି ସଙ୍କେତ ,ଆସିଗଲାଣି କଳିଯୁଗର ଶେଷ ସମୟ ,ଯାହା ଲେଖା କହିଲେ ମହାପୁରୁଷ ସବୁ ହେଉଛି ସତ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆଲୋଚନା କରିବା ସମ୍ବଲପୁରର ମା ସମଲେଇଙ୍କ ବିଷୟରେ କଳି ଶେଷରେ ମା ସମଲେଇ ସ୍ୱରୀଙ୍କ ରୂପ କେମିତି ହେବ ପାପୀଙ୍କୁ କେମିତି ସଂହାର କରିବେ କେଉଁ ଭଳି ସଂହାର କରିବେ ଆଜି ଆମେ ଜାଣିବା | ଆଜି ଆମେ ଆଲୋଚନା କରିବା ମାଳିକାର ସମ୍ବଲପୁରର ମା ସମଲେଇଙ୍କ ବିଷୟରେ କଳିଶେଷରେ ମା ସମଲେଇ ସ୍ଵରୀଙ୍କ ରୂପ କେମିତି ହେବ ପାପୀଙ୍କୁ କିପରି ସଂହାର କରିବେ ଆଜି ଆମେ ଜାଣିବା |

ମାଳିକାରେ ଲେଖା ଅଛି ଯେଉଁ ମାନେ ଚେତିଲା ପୁରୁଷ ସେମାନେ ଚେତି ଯିବେ ଯାହାର ଅର୍ଥ ହେଉଛି କିଛି ଲୋକ ମାଳିକାକୁ ବିଶ୍ୱାସ କରିବେ ନାହିଁ କହିବେ ମାଳିକା ଭବିଷ୍ୟବାଣୀ ସତ୍ୟ ନୁହଁ ଯେତେବେଳେ ବିପଦରୁ ସାମ୍ନାରେ ଦେଖିବେ ସେହି ସମୟରେ ରଡ଼ି ଛାଡ଼ିବେ କହିବେ ହେ ଭଗବାନ ରକ୍ଷା କର ଆଉ ଯେଉଁ ଭକ୍ତ ମାନେ ମାଳିକାର କଥାକୁ ମାନି ଭଗବାନଙ୍କ ଶରଣ ନେବେ

ସେମାନେ ବିପଦରୁ ଆଡ଼ମ୍ବର ସାମ୍ନାରୁ ଦେଖି ଭଗବାନଙ୍କ ନାମ ଦେଖି ପାରି କରିଯିବେ | ମହାପୁରୁଷଙ୍କ କହିବା କଥା ସାତ ଦିନ ସାତ ରାତି ଅନ୍ଧାର ହେବ ସୂର୍ଯ୍ୟ ସାତ ଦିନ ଧରି ଦେଖା ଦେବେ ନାହିଁ ନା ଥିବ କରେଣ୍ଟ ନା ଥିବ କୌଣସି ବିଦ୍ୟୁତ ଜଳତ ଯନ୍ତ୍ର ଆପଣ ମାନଙ୍କୁ କହିଦେଲୁ ଆଗକୁ ସୌର ଝଡ଼ ହେବାକୁ ଯାଉଛି ବୈଜ୍ଞାନିକ ମାନେ କହିଛନ୍ତି

ସୌର ଝଡ଼ ହେଲେ ଆକାଶରେ ଥିବା ସାଟେଲାଇଟ ସିଷ୍ଟମ ପୁରା ଧ୍ବଂସ ହୋଇଯିବ ଯାହା ଫଳରେ ଟିଭି ମୋବାଇଲ କାମ କରିବ ନାହିଁ ସେସବୁ ଅକାମି ହୋଇଯିବ | ମହାପୁରୁଷ କହିଛନ୍ତି ଯେତେବେଳେ କଳିର ଆତଙ୍କ ହେବ ସେହି ସମୟରେ ସମ୍ବଲପୁରର ମା ସମଲେଇ ଭକ୍ତକୁ କୋଳାଇ ନେବେ ମାନେ ତାଙ୍କ ପଣତ କାନିରେ ରକ୍ଷା କରିବେ |

Leave a Reply

Your email address will not be published. Required fields are marked *