ଅକ୍ଷୟ ତୃତୀୟା ଅବସରରେ ଚାଷୀ ଭାଇ ମାନଙ୍କୁ ବଡ଼ ଉପହାର ଦେବେ ସରକାର ,ସବୁ ହିତାଧିକାରୀ ମାନଙ୍କୁ ମିଳିବ କାଳିଆ ଯୋଜନାର ଟଙ୍କା

ନମସ୍କାର ଦର୍ଶକବନ୍ଧୁ କାଳିଆ ଯୋଜନାକୁ ନେଇ ଆସିଲା ଆଉ ଏକ ବଡ଼ ଖବର ଯାହା ପାଇଁ ଆଗକୁ ଆପଣଙ୍କୁ ମିଳିବାକୁ ଯାଉଛି ଟଙ୍କା ଯଦି ଆପଣ ଜଣେ କାଳିଆ ଯୋଜନା ହିତାଧିକାରୀ ଅଟନ୍ତି ଆପଣଙ୍କ ପାଇଁ ଆଉ ଏକ ନୂଆ ଖବର ଖୁବ କମ ଦିନ ମଧ୍ୟରେ ଆପଣଙ୍କ ଖାତାରେ ଜମା ହେବାକୁ ଯାଉଛି 2,000 ଟଙ୍କା ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର |

ଆପଣମାନେ ଜାଣିଥିବେ ଗତ କିଛିଦିନ ତଳେ ରାଜ୍ୟ ସରକାର କାଳିଆ ଯୋଜନା ହିତାଧିକାରୀଙ୍କ ଖାତାକୁ ଦୁଇ ହଜାର ଟଙ୍କା ପଠାଇ ଥିଲେ ଖାସ ସେହି ଲୋକ ମାନଙ୍କୁ ଯେଉଁ ମାନଙ୍କ ନାମ ଭୂମିହୀନ ତାଲିକାରେ ରହିଛି ସେମାନେ ପାଇଛନ୍ତି କାଳିଆ ଯୋଜନାର ଦୁଇ ହଜାର ଟଙ୍କା ଏହାରି ମଧ୍ୟରେ ଆଉ ଏକ କିସ୍ତି ଆସିବାକୁ ଯାଉଛି |

ରାଜ୍ୟ ସରକାର ପ୍ରତିବର୍ଷ ଦୁଇ ହଜାର ଲେଖାଏ ଚାରି ହଜାର ଚାଷୀଙ୍କ ଆକାଉଣ୍ଟକୁ ପଠାଇ ଥାଆନ୍ତି ହେଲେ ଏହି ମେ ମାସ 10 ତାରିକରେ ଅକ୍ଷୟ ତୃତୀୟା ପଡୁଥିବାରୁ ରାଜ୍ୟ ସରକାର ଏହି ଅବସରରେ କାଳିଆ ଯୋଜନା ଟଙ୍କା ପଠାଇବେ ବୋଲି ସୂଚନା ମଧ୍ୟ ରହିଛି

ଯଦି ଆପଣଙ୍କ ନାମ ଏବେ ଯାଏ କାଳିଆ ଯୋଜନାରେ ନାହିଁ ତେବେ ଆପଣ କାଳିଆ ପୋର୍ଟାଲରେ ଆବେଦନ କରିନିଅନ୍ତୁ | ଏହି ଖବରଟିକୁ ସମସ୍ତ ଚାଷୀ ଭାଇ ମାନଙ୍କ ପାଖକୁ ସେୟାର କରିଦିଅନ୍ତୁ

Leave a Reply

Your email address will not be published. Required fields are marked *