ପୁଣି ଶସ୍ତା ହେଲା ସୁନାର(Gold ) ଦର ଏବେ ହୋଇଗଲା ଏତେ କମ ଜାଣିଲେ ଖୁସିରେ ନାଚି ଉଠିବେ

ନମସ୍କାର ଦର୍ଶକବନ୍ଧୁ ହ୍ରାସ ପାଇଛି ସୁନା ଦର କେତେ ଟଙ୍କା ହ୍ରାସ ପାଇଛି ଆଉ ନୂଆ ଦର କେତେ ରହିଛି ଯଦି ଆପଣମାନେ ସୁନା କିଣିବାକୁ ଯାଉଛନ୍ତି ତେବେ ସେତିକି ଟଙ୍କା ଦେଇ ମଧ୍ୟ ସୁନା କିଣିପାରିବେ | ଏହା ଛଡ଼ା ଭୁବନେଶ୍ୱରରେ 10 ଗ୍ରାମ ପିଛା ସୁନା ଦର କେତେ ରହିଛି ଆସନ୍ତୁ ଜାଣିବା ସୁନା ଦର ଗତ କାଲି ହ୍ରାସ ପାଇଛି 10 ଗ୍ରାମ 24 କ୍ୟାରେଟର ଶୁଦ୍ଧ ସୁନା 1500 ଟଙ୍କା ହ୍ରାସ ହୋଇ 70,670 ଟଙ୍କାରେ ପହଁଚିଛି |

ସେହିପରି ରୂପା ଦାମ ସାମାନ୍ୟ ମଧ୍ୟ ବୃଦ୍ଧି ପାଇଛି ତେବେ ରୂପା ଆଜି ଏକ କିଲୋଗ୍ରାମ ଦାମ ପିଛା 80,250 ଟଙ୍କାରେ ପହଁଚିଛି | ସେହିପରି ଦିଲ୍ଲୀରେ 10 ଗ୍ରାମ 22 କ୍ୟାରେଟ ସୁନା ଦାମ 65,400 ଟଙ୍କା ରହିଥିବା ବେଳେ ଶୁଦ୍ଧ ସୁନା 24 କ୍ୟାରେଟ 71,420 ଟଙ୍କାରେ ପହଁଚିଛି

ଏହା ଛଡ଼ା ଆମ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତଥା ଓଡ଼ିଶା ଦରରେ 10 ଗ୍ରାମ ପିଛା 22 କ୍ୟାରେଟ ଦରରେ 65 ,450 ଟଙ୍କା ରହିଥିବା ବେଳେ 10 ଗ୍ରାମ ପିଛା ସୁଦ୍ଧ ସୁନା 24 କ୍ୟାରେଟ ଦାମରେ 71,200 ଟଙ୍କାରେ ରହିଛି |

ସେହିପରି ମୁମ୍ବାଇରେ 10 ଗ୍ରାମ ସୁନାର ଦର 22 କ୍ୟାରେଟରେ 66,250 ଟଙ୍କା ରହିଥିବା ବେଳେ 10 ଗ୍ରାମ 24 କ୍ୟାରେଟରେ ସୁଦ୍ଧ ସୁନା 10 ଗ୍ରାମ ପିଛା 71,270 ଟଙ୍କାରେ ରହିଛି | ତେବେ ଏହା ଥିଲା ଆଜିର ସୁନା ରୂପା ଦରକୁ ନେଇ ସମ୍ପୂର୍ଣ୍ଣ ଖବର

Leave a Reply

Your email address will not be published. Required fields are marked *