ମନ୍ଦିର ବାହାରେ ନନ୍ଦୀଙ୍କୁ କାହିଁକି ପୂଜା କରାଯାଏ ,ନନ୍ଦୀ କିଏ ଜାଣନ୍ତୁ ପ୍ରକୃତ ରହସ୍ୟ ଭକ୍ତ ଯିଏ ସିଏ ନିଶ୍ଚୟ ଦେଖିବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ମହାଦେବଙ୍କ ବାହାନ ନନ୍ଦୀଙ୍କ ବିଷୟରେ ଏପରି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ପୁରାତନ ଯୁଗର କଥା ଜଣେ ମୁନି ସବୁ ସମୟରେ ତପସ୍ୟାରେ ଲୀନ ରହିବାକୁ ପସନ୍ଦ କରୁଥିଲେ ଧିରେ ଧିରେ ସେ ବୃଥା ହେଇ ହେଇ ଯାଉଥିଲେ ଏବଂ ତାଙ୍କ ମନରେ ଦୁଃଖ ସୃଷ୍ଟି ହେବାକୁ ଲାଗିଲା ସେ ଭାବିଲେ ଯଦି ମୁଁ ମରିଯାଏ ମୋର ବଂଶ ନିପାତ ହୋଇଯିବ ତାଙ୍କ ପୂର୍ବ ପୁରୁଷଙ୍କ ଆଜ୍ଞା ଅନୁସାରେ ସେ ଏକ ଆମର ପୁତ୍ର ପାଇବା ପାଇଁ ଇନ୍ଦ୍ରଙ୍କ ତପସ୍ୟା କରି ସନ୍ତୁଷ୍ଟ କଲେ

ହେଲେ ଇନ୍ଦ୍ର କହିଲେ ମୁ ଯଦି ଆପଣଙ୍କୁ ଏପରି ବର ଦେବାକୁ ଅକ୍ଷମ ଅଟେ ସେଥି ପାଇଁ ଆପଣ ମହାଦେବଙ୍କ ଉପାସନା କରନ୍ତି ତାପରେ ସେ କଠିନ ତପସ୍ୟା କରି ଶିବଙ୍କୁ ପର୍ସନ କଲେ ବ୍ରବୁ ଶିବଶଙ୍କର ତାଙ୍କୁ ସେହି ବରଦାନ ଦେଲେ ଗୋଟେ ଦିନ ମୁନି ଯଜ୍ଞ କରିବା ସମୟରେ ତାଙ୍କ କୁଣ୍ଡରୁ ଅଗ୍ନି ସ୍ୱର୍ପ ଏକ ପୁତ୍ର ଶିଶୁ ପ୍ରାପ୍ତି ହେଲା ସମସ୍ତ ପୂଜା ବିଧି ଅନୁସାରେ ପୁତ୍ରର ନାମ ନନ୍ଦି ରଖିଲେ ଓ ସେ ବଡ଼ ହୋଇ ତାଙ୍କ ପିତାଙ୍କ ଠାରୁ ସମସ୍ତ ବେଦ ବେଦାନ୍ତର ଜ୍ଞାନ ଆହରଣ କଲେ ଓ ଦିନେ ମହା ଦେବ ଦୁଇଜଣ ମୁନିଙ୍କୁ ନନ୍ଦିଙ୍କ ପରୀକ୍ଷା ନେବାକୁ ପଠାଇଲେ

ହେଲେ ଯେବେ ସେ ପରୀକ୍ଷା ନେଇ ମୁନି ନିଜ ଘରକୁ ଫେରିବା ସମୟରେ ମୁନି ଓ ମୁନିଙ୍କ ପୁତ୍ର ନନ୍ଦି ଆଶୀର୍ବାଦ ପାଇବା ପାଇଁ ମୁନିଙ୍କ ପାଦ ଛୁଇଁଲେ ହେଲେ ସେ ଦୁହେଁ ନନ୍ଦୀଙ୍କୁ କୌଣସି ଆଶୀର୍ବାଦ ଦେଲେ ନାହିଁ କାରଣ ନନ୍ଦୀଙ୍କୁ ଜୀବନ ବହୁତ୍ କମ୍ ଦିନର ସେଥି ପାଇଁ ଯଦି ଆପଣ ଆପଣଙ୍କ ପୁଅକୁ ବଞ୍ଚାଇବାକୁ ହେଲେ ଆପଣଙ୍କୁ ଏକ ବୃଷ ମୃ-ତ ସରିରରୁ ତାର ମୁଣ୍ଡ କାଟି ଆପଣଙ୍କ ପୁତ୍ର ମୁଣ୍ଡ କାଟି ଲଗାଇବାକୁ ହେବ

ତାହେଲେ ସେ ଅମର ହୋଇ ପାରିବେ ଓ ମୁନି ମଧ୍ୟ ଏହା କଲେ ଏହା ପରେ ମୁନିଙ୍କ ମୃ-ତୁ ପରେ ନନ୍ଦି ମହା ଦେବଙ୍କ ନିକଟରେ ପ୍ରତାହାନ କରି ଏକ ବରଦାନ ମାଗିଲେ ଯେ ମୁଁ ନନ୍ଦି ଆପଣଙ୍କ ସବୁଠାରୁ ବଡ଼ ଭକ୍ତ ଆପଣଙ୍କ ବାହାନ ହେବାର ବରଦାନ ମାଗୁଛି ଏହାକୁ ଶୁଣି ମହାଦେବ ପ୍ରସନ୍ନ ହୋଇ ତାଙ୍କୁ ଏହି ବରଦାନ ଟି ଦେଇଥାଏ ଓ ସେବେ ଠାରୁ ମହାଦେବଙ୍କ ବାହାନ ନନ୍ଦି ହୋଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *