କ୍ରିକେଟ୍ ଜଗତରୁ ଆସିଲା ବହୁତ ବଡ଼ ଦୁଃଖ ଖବର ପୁରା IPL ରୁ ବାଦ୍ ପଡ଼ିଲେ ରୋହିତ ୱାଲ୍ଡ କପ୍ ଖେଳିବା ଏଇ ବଢ଼ିଲା ସନ୍ଦେହ

T20 ବିଶ୍ୱକପ୍ ପୂର୍ବରୁ କ୍ରିକେଟ୍ ଜଗତରୁ ଆସିଲା ବହୁତ୍ ବଡ଼ ଦୁଃଖ ଖବର ଅଭ୍ୟାସ କରୁଥିବା ବେଳେ ରୋହିତ ଶର୍ମା ହେଲେ ଆହତ ହେଲେ ଡାକ୍ତର ଖାନାରେ ଭର୍ତ୍ତି ! ତେବେ ଏହି ଖବର ମୁତାବକ ବିଶ୍ୱକପ୍ ୨୦୨୪ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପ୍ରସଂଶକଙ୍କ ପାଇଁ ଏକ ବହୁତ୍ ବଡ଼ ଖବର ସାମ୍ନାକୁ ଆସିଛି

ଭାରତୀୟ ଦଳର ଅଧିନାୟକ ରୋହିତଙ୍କ ପିଠିରେ ଗଭୀର ଆଘାତ ଲାଗିବାରୁ ସେ T20 ବିଶ୍ଵକପ୍ ରେ ଅଂଶ ଗ୍ରହଣ କରିବା ନେଇ ବିପଦ ଭରି ରହିଛି ତେବେ IPL ରେ KKR ବିରୁଦ୍ଧରେ ଖେଳୁଥିବା ମ୍ୟାଚରେ ରୋହିତ ଶର୍ମା ଖେଳୁଥିବା ୧୧ ଖେଳାଳିଙ୍କ ମଧ୍ୟରେ ରୋହିତ ଅଂଶ ନଥିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ

ଯିଏକି ବର୍ତ୍ତମାନ IPL ୨୦୨୪ ରେ MI ପାଇଁ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ ସେ ଗତ କାଲି ମ୍ୟାଚ୍ ରେ ଇମ୍ପାକଟ ଖେଳାଳି ଭାବରେ ଖେଳିଥିଲେ ଓ ଦ୍ୱିତୀୟ ଇନିଗ୍ସ ରେ ରୋହିତ ଶର୍ମା ୧୨ ବଲ ଖେଳି ୧୧ ରନ୍ ସଂଗ୍ରହ କରି ଫେରିଥିଲେ

ତେବେ ମ୍ୟାଚ୍ ପରେ ପିଉଶ୍ ଏକ ବଡ଼ ବୟାନ ଦେଇଥିଲେ ଯେ ରୋହିତ ବର୍ତ୍ତମାନ ସମୟରେ ଆହତ ଅଛନ୍ତି ତାଙ୍କ କହିବା ଅନୁସାରେ ରୋହିତ ଶର୍ମା ଙ୍କ ପିଠିରେ ଆଘାତ ଲାଗିଛି ସେଥି ପାଇଁ ସେ ଗତ କାଲି ମ୍ୟାଚ୍ ରେ ଫିଲଡିଂ କରିବାକୁ ଆସିନଥିଲେ ।

Leave a Reply

Your email address will not be published. Required fields are marked *