Health : ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଦୁଇ ମିନିଟରେ ଭଲ କରିବ ଏହି ଚମତ୍କାରି ପତ୍ର ,ଥରେ ନିଶ୍ଚୟ କରିକି ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ଆଣ୍ଠୁ ଗଣ୍ଠି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ ତେବେ ଆସନ୍ତୁ ଜାଣିବା ସେହି ସେହି ଚମତ୍କରୀ ପତ୍ର ବିଷୟରେ । ଏହି ଉପଚାର କୁ ପ୍ରସ୍ତୁତ କରିବାକୁ ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ ଏକ ପାନ ପତ୍ରର ନିଅନ୍ତୁ

ତାପରେ ଆପଣଙ୍କୁ ଆବଶ୍ୟକତା ପଡିବ ଏକ ଚାଉଳ ସଦୃଶ ଚୁନ ଏକ ମିଠା ପାନ ପତ୍ରରେ ଲଗାନ୍ତୁ ଧିରେ ଧିରେ ଏହାକୁ ଚୋବେଇ ଢ଼ୋକି ଦିଅନ୍ତୁ ଏହାର ପ୍ରୟୋଗ ପ୍ରତିଦିନ ନକରି ଆପଣ ଏହାର ସେବନ ସପ୍ତାହ ରେ ତିନିଥର ଦିନେ ଛାଡ଼ି ଦିନେ କରିପାରିବେ

ଧ୍ୟାନ ରଖିବେ ଏହାର ସେବନ ଏକ ମାସ ପଯ୍ୟନ୍ତ ହିଁ କରନ୍ତୁ ଏହାର ଏକ ମାସ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ବହୁତ୍ ଦୁର୍ବଳତା ଓ ଶରୀରରେ କୌଣସି ସ୍ଥାନରେ କଷ୍ଟ ହୋଇଥାଏ ତାହେଲେ ଏହାର ସେବନ ଦ୍ଵାରା ଆପଣଙ୍କୁ

ଏହି ସବୁ ଅସୁବିଧାରୁ ସବୁଦିନ ପାଇଁ ଆରାମ ମିଳିଯିବ କାରଣ ଏହାର କ୍ୟାଲସିୟମ ଆପଣଙ୍କ ଶରୀରର ସମସ୍ତ କ୍ୟାଲସିୟମ ଅଭାବକୁ ଶେଷ କରିଦେବ ଓ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ମଧ୍ୟ ସବୁଦିନ ପାଇଁ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *