+ 2 ଫାଇନାଲ ରେଜଲ୍ଟକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ,ଏହି ତାରିକରେ ପ୍ରକାଶ ପାଇପାରେ ଫଳାଫଳ ,ସବୁ Student ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଯୁକ୍ତଦୁଇ ପରୀକ୍ଷା ଫଳ କେବେ ବାହାରିବ ଏନେଇ ବର୍ତ୍ତମାନ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି ଶେଷ ହେଲା ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଦୟାକରି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଏହି କିଛି ଦିନ ହେବ ମୂଲ୍ୟାୟନ ଶେଷ ହୋଇଥିବା ବେଳେ ଏହାର ଭେରିଫିକେସନ ପ୍ରକ୍ରିୟା ଚାଲୁ ହେବ ଭେରୀ ଫିକେସନ ପ୍ରକ୍ରିୟା ଚାଲୁ ହେବାର କିଛି ଦିନ ପରେ ପ୍ଲସ ଟୁ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି |

CHSE ଓଡିଶା nic .in ଅଫିସିଆଲ ୱେବସାଇଟରେ ଆସି ଯେତେବେଳେ ରେଜଲ୍ଟ ବାହାରିବ ଆପଣ ଚେକ ନେଇପାରିବେ |ଯେତେବେଳେ ରେଜଲ୍ଟ ଆସିବ ସେହି ଜାଗା ଖୋଲିଯିବ ସେତେବେଳେ ନିଜ ରୋଲ ନମ୍ବର ଦେଇ ଆପଣ ନିଜ ରେଜଲ୍ଟ ଚେକ କରି ନେଇପାରିବେ

ନଚେତ ଡାଇରେକ୍ଟ orrisaresult .nic .in ସର୍ଚ୍ଚ କରି ଆପଣ ନିଜ ରେଜଲ୍ଟ ଦେଖିପାରିବେ ତେବେ ମେ 10 ରୁ 15 ତାରିକ ଭିତରେ ପରିଷଦ ରେଜଲ୍ଟ ପ୍ରକାଶ ପାଇବା ପାଇଁ ଲକ୍ଷ କରିଥିବା ବେଳେ ମେ 13 ରେ ପ୍ରକାଶ ପାଇଁ ପ୍ରୟାସ ଚାଲିଥିବା ସୂଚନା ମିଳିଛି

Leave a Reply

Your email address will not be published. Required fields are marked *