ନଦୀରେ ପାଦ ଦେଲେ ହେଇଯାଉଛି ପଥର ଭୟଙ୍କର ନଦୀ ନାଁ ଶୁଣିଲେ ଲୋକମାନଙ୍କ ଦେହ ଶୀତେଇ ପଡ଼େ

ନମସ୍କାର ଦର୍ଶକବନ୍ଧୁ କଣ ଆପଣମାନେ ଜାଣିଛନ୍ତି ଏକ ଏମିତି ନଦୀ ବିଷୟରେ ଯେ ଏହି ନଦୀର ପାଣିକୁ ଯିଏ କେହିବି ଛୁଇଁବ ସେ ପଥର ପାଲଟିଯିବ ସେ ମଣିଷ ହେଉ ବା ପଶୁ ଯିଏ ବି ଏହି ନଦୀର ପାଣିକୁ ଛୁଇଁବ ସେ ପଥର ପାଲଟିଯିବ | ଅସଲରେ ଏମିତି କଣ ଶକ୍ତି ଅଛି ଯାହା ପାଇଁ ଏହି ନଦୀ ସବୁ ପଥର ପାଲଟି ଯାଉଛି ବନ୍ଧୁଗଣ ଏହି ନଦୀର ନାମ ଲେକ ନାଇଟ୍ରନ ଏହି ନଦୀର ପାଣିରେ ପଥର ହୋଇ ରହୁଛନ୍ତି |

ପଶୁ ପକ୍ଷୀ ପ୍ରକୃତରେ ଲେକ ନେଟ୍ରନ ଏହି ନଦୀ କେଉଁଠି ଅଛି ଏହି ନଦୀ ଆଫ୍ରିକାର ନର୍ଥେନ ,ଆଞ୍ଜନିଆ ଆଉ କେନିଆ ବର୍ଡରରେ ରହିଛି ଏହାର ଲମ୍ବା 57 କିଲୋମିଟର ଅସଲରେ କଣ ଏମିତି ଜିନିଷ ରହିଛି ଏହି ନଦୀର ପାଣିରେ ପାଣିରେ ପଶିଲା ମାତ୍ରେ ମଣିଷ ପଥର ପାଲଟି ଯାଇଥାଏ ଏହାର ପାଖରେ ଲେଟ ନାଇଟ ଅଛି ଯାହାର ନାମ ୱେଲଡିଅନ ଲେଗାଇ ସେଠାର ଲୋକାଲ ଲାଙ୍ଗୁଏଜ ମୋଷଇ ଲାଙ୍ଗୁଏଜ ମାଉଣ୍ଟନ ଅଫ ଗଡ କୁହା ଯାଇଥାଏ |

ଏହି ଜ୍ୱାଳାମୁଖୀରୁ ବାହାରୁଥିବା ଲାଭାରୁ ସୋଡିୟମ ଏବଂ କାର୍ବୋନାଇଟର ମାତ୍ର ଅଧିକ ଥାଏ |ସେଥିପାଇଁ ଏହି ନଦୀରେ ଅଧିକ ଲୁଣ ଏବଂ ସୋଡ଼ା ରହିଥାଏ ଲୁଣ ଏବଂ ସୋଡ଼ା ଯୋଗୁ ପାଣିର ଆଲକାହାଇଡ଼ ପରିମାଣ ଏହା ନାଇଟ୍ର ଲେଗର ପାଣିକୁ ବହୁତ ଖାରା କରି ଦେଇଥାଏ |

ଏହି ପାଣି ଭିତରକୁ ଯେଉଁ ପଶୁ ପକ୍ଷୀ ଯାଇଥାଏ ପାଣିର ପେଜ ଭେଲୁ ଅଧିକ ଥିବା କାରଣରୁ ମରି ଯାଇଥାଏ ନଦୀର ପାଣି 60 ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ଗରମ ହୋଇଥାଏ ଏହି ସବୁ କାରଣରୁ ଏହି ପାଣିକୁ ଯେଉଁ ଜୀବ ଯାଇଥାଏ ସେ ପଥର ହୋଇଯାଏ |

Leave a Reply

Your email address will not be published. Required fields are marked *