ଚନ୍ଦନପୁରରେ ଛାତି ଥରା ଦୃଶ୍ୟ ରାତି ଅଧରେ ଦର୍ଶନ ଦେଲେ ମହାପ୍ରଭୁ ,ପ୍ରକୃତ ଘଟଣା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

ସେଡିନର ସେହି ଅନ୍ଧାର ରାତି ରାତି ଅଧରେ ଘଟିଥିବା ସେହି ଲୋମଟାଙ୍କୁରା ଘଟଣା ଆଜିବି ଭୂଳି ପରିନାହାନ୍ତି ସାଇ ପ୍ରସାଦ ଓ ତାଙ୍କ ପରିବାର ଲୋକେ !ନୟାଗଡ଼ ଜିଲ୍ଲାର ମାଛିପଦା ଗ୍ରାମର ପ୍ରମୋଦ କୁମାର ସାହୁ ବୟସ ୪୩ବର୍ଷ ତାଙ୍କ ପରିବାରରେ ସମସ୍ତେ କଳାଠାକୁରଙ୍କର ଭକ୍ତ ତାଙ୍କ ପୁଅ ସାଇ ପ୍ରସାଦ କଲେଜରେ ପାଠ ପଡେ ଖେଳ ବୁଲାଠୁ ଅଧିକ ସମୟ ସେ ଠାକୁରଙ୍କ କାମରେ ଲାଗିଥାଏ ଗଣେଶ ପୂଜା ହେଉ କି ସରସ୍ଵତୀ ପୂଜା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ହେଉ କି ବାହୁଡ଼ାଯାତ୍ରା ସେ ତାଙ୍କ ଘରେ ଠାକୁରଙ୍କ ମୂର୍ତ୍ତି ତିଆରି କରି ସାଙ୍ଗମାନଙ୍କୁ ଡାକି ବହୁତ୍ ଭକ୍ତିର ସହିତ ପାଳନକରିଥାଏ ।ପ୍ରମୋଦ ବାବୁ ପ୍ରତିମାସ ଥରେ ବା ଦୁଇଥର ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥାଆନ୍ତି ୨୦୨୩ ମସିଆ ଜୁଲାଇ ୨ ତାରିଖ ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପରଦିନ କଥା ପ୍ରମୋଦ ବାବୁ ନିଜ କାରରେ ସପରିବାର ଧରି ଯାଇଥିଲେ

ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସକାଳୁ ବାହାରି ଦିନ ୧୧ ରେ ପହଞ୍ଚିଲେ ପ୍ରଥମେ ଯାଇ ସମୁଦ୍ର କୂଳରେ ବୁଲିବେ ଓ ସନ୍ଧ୍ୟାବେଳେ ଯାଇ ଦର୍ଶନ କରିବେ ବୋଲି ଯୋଜନା କରିଥିଲେ ।ହେଲେ ସେଦିନ ବହୁତ ଜୋର୍ ବର୍ଷା ହେଲା ତେଣୁ ସେମାନେ ସନ୍ଧ୍ୟାରେ ନପହଞ୍ଚି ୭ଟା ୩୦ମିନିଟରେ ଯାଇ ପହଞ୍ଚିଲେ ମନ୍ଦିରରେ ସେଠାରୁ ଦର୍ଶନ କରି ଆନନ୍ଦ ବଜାରରେ ଅବଢ଼ା ପ୍ରସାଦ ଖାଇ ଘରକୁ ଫେରୁ ଫେରୁ ରାତି ପ୍ରାୟ ୧୧ଟା କାରଟି ଚନ୍ଦନପୁରା ଦେଇ ଗଲାବେଳେ ରାସ୍ତା ମଝିରେ କାର ଷ୍ଟାର୍ଟ ବନ୍ଧ ହୋଇଗଲା ପ୍ରମୋଦ ବାବୁ ବହୁତ ଚେଷ୍ଟାକଲେ କିନ୍ତୁ ଗାଡ଼ି ଷ୍ଟାର୍ଟ ହେଲା ନାହିଁ

ସେପଟେ ଝିପି ଝିପି ବର୍ଷା ହେବାକୁ ଲାଗିଲା।ପ୍ରମୋଦ ବାବୁ ବହୁତ୍ ଲୋକଙ୍କୁ ସାହାଯ୍ୟ ମାଗିଲେ ହେଲେ କେହି ରତିଆଧରେ ସାହାଯ୍ୟ କରିବାକୁ ଆସୁଥିଲେ ଶେଷରେ ସେ କିଛି ଉପାୟ ନପାଇ ମୁଣ୍ଡରେ ହାତ ଦେଇ କାର ଭିତରେ ବସିଲେ ଶେଷରେ କିଛି ଉପୟାନପାଇ ମହାପ୍ରଭୁଙ୍କୁ ହତଟେକିଦେଲେ ତାର ଟିକେ ସମୟ ପରେ ଜଣେ ବୃଦ୍ଧ ଲୋକ ଛତା ଧରି ତାଙ୍କ କାର ପକାକୁ ଆସିଲେ ଓ ପଚାରିଲେ କାରଟା ଏତେ ରାତିରେ ରାସ୍ତା ଉପରେ କାହିଁକି ରଖିଛ ।ସେ ବୃଦ୍ଧ ବ୍ୟକ୍ତିଙ୍କ କଥାଶୁଣି ପ୍ରମୋଦ ବାବୁ ବହରି ଆସିଲେ ଓ କହିଲେ ମୋ ପରିବାରକୁ ନେଇ ଆସିଥିଲି

ପୁରୀ ଦର୍ଶନ କରି ଫେରିଲା ବେଳକୁ ବହୁତ ରାତି ହେଇଯାଇଥିଲା ଆଉ ହତଥ୍ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଗଲା ତେଣୁ କିଛି ବୁଦ୍ଧି ବାଟ ନମିଳିବାରୁ କାର ଭିତରେ ବସିଥିଲି ପ୍ରମୋଦ ବାବୁଙ୍କ କଥାଶୁଣି ସେ ବୃଦ୍ଧ ବ୍ୟକ୍ତିକହିଲେ ଯେ ମୁଁ ଜଣେ ମେକାନିକ ଥିଲି ମୁଁ ଟିକେ ଟିକେ ଗାଡ଼ି ବିଷୟରେ ଜାଣିଛି ରୁହ ମୁଁ ଟିକେ ଦେଖୁଛି ।ତାପରେ ସେ ବୃଦ୍ଧ ବ୍ୟକ୍ତି କହିଲେ ପ୍ରମୋଦ ବାବୁଙ୍କୁ ଗାଡ଼ି ଷ୍ଟାର୍ଟ କରିବାପାଇଁ ତାପରେ ସତକୁ ସାତ ଗାଡ଼ି ସତର ହୋଇ ଗଲା |

ତାପରେ ପ୍ରମୋଦ ବାବୁ ସେ ବୃଦ୍ଧ ବ୍ୟକ୍ତିଙ୍କୁ କୁଣ୍ଢାଇ ପକାଇ ଧନ୍ୟବାଦ୍ ଜାଣିଲେ ଓ ତାଙ୍କଠାରୁ ତାଙ୍କ ନମ୍ୱର୍ ଓ ଠିକଣା ନେଇ ପ୍ରମୋଦ ବାବୁ ବହରିଲେ ତାଙ୍କ ଘରକୁ ତାପରଦିନ ଦୋକାନକୁ ଯାଇ ପ୍ରମୋଦ ବାବୁ ସେ ବୃଦ୍ଧ ବ୍ୟକ୍ତିଙ୍କ ନମ୍ବରକୁ ଫୋନ କଲ୍ କିନ୍ତୁ ଫୋନ ଲଗିଲା ନାହିଁ ପ୍ରମୋଦ ବାବୁ ଓ ତାଙ୍କ ପରିବାର ଲୋକେ ଆଜି ଯାଇ ଭାବୁଛନ୍ତି। ଯେ ସେଦିନ ସତରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ଭଗବାନଙ୍କ ଦର୍ଶନ କରି ତାଙ୍କ ପରିବାର ଧନ୍ୟ ହୋଇଗଲେ ।

Leave a Reply

Your email address will not be published. Required fields are marked *