ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା, ଦୁଇ ମହାରଥୀ ପଡ଼ିଲେ ବାଦ BCCI ନେଲା ବଡ଼ ନିଷ୍ପତି କହିଲା ଏମାନେ ଯୋଗ୍ୟ ନୁହେଁ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଚୟନ ଶେଷ ହୋଇଛି ଓ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରା ସାରିଛି ଆସନ୍ତୁ ଜାଣିବା କେଉଁ କେଉଁ ଖେଳାଳି ମାନେ ଖେଳିବାକୁ ଯାଉଛନ୍ତି T20 ବିଶ୍ଵକପ୍ ରେ ଭାରତୀୟ ଟିମ୍ ତରଫରୁ । ବହୁ ଅପେକ୍ଷା ପରେ ଜୁନ ମାସରେ ଆରମ୍ଭ ହେବାକୁ ଯାଉଥିବା T20 ବିଶ୍ଵକପ୍ ପାଇଁ ଦଳ ଘୋଷଣା କରାଯାଇଛି |

ଯେଉଁଥିରେ ରୋହିତ ଶର୍ମା ଅଧିନାୟକ ଭାବରେ ଓ ହାର୍ଦ୍ଧିକ ଉପାଧିନାୟକ ଭାବରେ ଦେଖିବାକୁ ମିଳିବେ ଓ ୱିକେଟ୍ କିପର ଭାବରେ ରିସବ ଓ ସଞ୍ଜୁ ସଂସନ୍ ଙ୍କୁ ଦଳରେ ସାମିଲ କରିଛନ୍ତି ସପ୍ଲିମେଣ୍ଟ ଖେଳାଳି ଭାବରେ ୪ ଜଣ ଖେଳାଳିଙ୍କୁ ରଖା ଯାଇଛି । ଭାରତୀୟ ଟିମ୍ ବ୍ୟାଟ୍ସମ୍ୟାନ୍ ଭାବରେ ରୋହିତ ଓ ଜେଶ୍ୱାଲ , ବିରାଟ କୋଇଲି , ସୂର୍ୟକୁମାର , ରିଶବ୍ ଏବଂ ସଞ୍ଜୁ ଙ୍କୁ ସ୍ଥାନ ମିଳିଛି |

ଏହା ଛଡା ସୁମନ ଗିଲ ମଧ୍ୟ ଦଳରେ ବ୍ୟାଟ୍ସମ୍ୟାନ୍ ଭାବରେ ଦେଖିବାକୁ ମିଳିବେ ଚୟନ କର୍ତ୍ତା ସିବମ ଦୁବେଙ୍କ ଉପରେ ଭରସା କରିଛାତି ରବୀନ୍ଦ୍ର ଯାଡେଯା ନିଜର ସ୍ଥାନ ବଞ୍ଚାଇ ରଖିଛନ୍ତି ଏହି ଖେଳାଳିଙ୍କ IPL ରେ ଦମଦାର ପ୍ରଦର୍ଶନ ଦେଖି ଏମାନଙ୍କୁ ଦଳରେ ସ୍ଥାନ ମିଳିଛି |

ଶେଷ କରି ହାର୍ଦ୍ଧିକଙ୍କ ଉପରେ ଭରସା କରି ଉପଅଧିନୟକ ଦାୟିତ୍ଵ ଦେଇଛନ୍ତି ଏହା ଛଡା ସିବମ୍ ଓ ଅକ୍ସର୍ ଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି ସ୍ପିନର ଭାବରେ କୁଲଦୀପ ଏବଂ ଚହଲ ଙ୍କୁ ଦଳରେ ସ୍ଥାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *