Anuchinta : ଘରର ବେଡ୍ ରୁମରେ ରଖନ୍ତୁ ନାହିଁ ଏହି ଜିନିଷ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଥାଏ ,ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନଙ୍କ ଜୀବନ ସମ୍ପୁର୍ଣ୍ଣ ଭାବେ ବଦଳି ଯିବ।

୧. ଯେଉଁ କନ୍ୟାର ହାତ ଓ ଗୋଡରେ ଅଧୂକ କେଶ ରହିଥାଏ ସେ କନ୍ୟା କ୍ରୋଧୀ, କ୍ରୂର ଓ ଇର୍ଷାପରାୟଣୀ ହୋଇଥାଏ ।

୨. ଯେଉଁ କନ୍ୟାର ନାକ ତଳକୁ କେଶ ରହିଥାଏ ସେ କନ୍ୟା ଉଚ୍ଚଅଭିଳାଶି ହୋଇଥାଏ ।

୩. ଯେଉଁ କନ୍ୟାର ପେଟରେ କେଶ ରହିଥାଏ ସେ କନ୍ୟା କଳହପ୍ରୀୟ ଓ ଚରିତ୍ରାହିନ ହୋଇଥାଏ ।

୪. ଯେଉଁ କନ୍ୟାର ଛାତି ରେ କେଶ – ରହିଥାଏ ସେ କନ୍ୟା ସାର୍ଥପର ଓ ଲଜ୍ମାହିନା ହୋଇଥାଏ ।

୫. ଯେଉଁ କନ୍ୟାର ଆଇବ୍ରୋ। କେଶ ପରସ୍ପର ଲଗାଲଗି ହୋଇ ରହିଥାଏ ସେ କନ୍ୟାଙ୍କୁ କେବେବି ଧନର ଅଭାବ ହୋଇନଥାଏ ।

୬. ଯେଉଁ କନ୍ୟାର ଆଖୁ ପଲକରେ ଛୋଟ ଓ କଳା କେଶ ହୋଇଥାଏ ସେ କନ୍ୟା ସୌଭାଗ୍ୟଶାଳୀ ହୋଇଥାଏ ।

୭. ଯେଉଁ କନ୍ୟାର କେଶ ଲମ୍ବା ଓ ଘନ ହୋଇଥାଏ ସେ କନ୍ୟା ସୌଭାଗ୍ୟବତି ହୋଇଥାଏ ।

୮. ଯେଉଁ ଲୋକଙ୍କର ଡାହାଣ ପାଦରେ ତିଳଚିହ୍ନ ଥାଏ ସେ ଜ୍ଞାନବନ୍ଧ ଓ ଧର୍ମ ପରାୟଣ ହୋଇଥାଏ।

୯. କାନ ମଧ୍ୟରେ ଯେଉଁ ଲୋକର କଳାଜାଇ ରହିଥାଏ ସେ ଲୋକ ସୁଖସମ୍ପଦ ପ୍ରାପ୍ତ କରିଥାଏ ।

୧୦. ଯେଉଁ ଲୋକ ବାମ ବକ୍ଷରେ କଳାଯାଇ ଥୂଲେ ସେ ଲୋକ ଗର୍ବୀ ହୋଇଥାଏ ଏବଂ ପର ଧନ ପ୍ରାପ୍ତିକରିଥାଏ ।

Leave a Reply

Your email address will not be published. Required fields are marked *