T20 WC 2024 ପୁଣି ଥରେ ଟିମ ଇଣ୍ଡିଆକୁ ଫେରିବେ ଧୋନୀ ,ବିଶ୍ୱକପ ଦଳରେ ହେବେ ସାମିଲ ବଡ଼ ନିଷ୍ପତି ନେଲା ICC

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କ୍ରୀଡା ଜଗତକୁ ନେଇ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଖୁସିରେ ପାଗଳ ମଧ୍ୟ ହୋଇପାରନ୍ତି । ୱାଇଲ୍ଡ୍ କାର୍ଡ ଏଣ୍ଟ୍ରି କରି T20 ବିଶ୍ୱକପ୍ ଖେଳିବେ ଧୋନି ଟିମ୍ ଇଣ୍ଡିଆରେ ଖେଳିବାକୁ ମିଳିବ ସୁଯୋଗ IPL ୨୦୨୪ ବିସ୍ଫୋରକ ବ୍ୟାଟିଂ ଜରି ରଖିଛନ୍ତି ଚେନ୍ନାଇ ଟିମ୍ ର ପୂର୍ବତନ ଅଧିନାୟକ ଧୋନି |

ବର୍ତ୍ତମାନ ସେ ୨୬୦ ରୁ ଅଧିକ ସ୍ତ୍ରାଇକ ରେଟ୍ ସହିତ ବ୍ୟାଟିଂ କରି ଧୋନି ନିଜର ପୁରୁଣା ରୂପ ଦେଖାଇଛନ୍ତି ଚଳିତ IPL ରେ ମାହିଙ୍କ ବ୍ୟାଟିଂ ଦେଖି ତାଙ୍କୁ T20 ବିଶ୍ୱକପ୍ ଖେଳିବାକୁ ମଧ୍ୟ ଦାବି କରିଛନ୍ତି ବହୁତ୍ ଗୁଡ଼ିଏ କ୍ରୀଡା ପ୍ରେମୀ ଓ କ୍ରିକେଟ୍ ସମୀକ୍ଷକ ମାନେ ମଧ୍ୟ କହିଛନ୍ତି ଧୋନି ଙ୍କୁ ଅବସର ରୁ ଫେରି ବିଶ୍ୱକପ୍ ଖେଳିବାକୁ କହିଛନ୍ତି |

T20 ବିଶ୍ଵକପ୍ ରେ ଧୋନି ଙ୍କୁ ଫେରିବା ଉଚିତ୍ ଏହି ବର୍ଷ IPL ରେ ଧୋନିଙ୍କ ବ୍ୟାଟିଂ ଦେଖି ସମସ୍ତଙ୍କୁ ପୁରୁଣା ଧୋନି ମାନେ ପଡିଛନ୍ତି ଏନେଇ ଇର୍ଫନ୍ କହିଛନ୍ତି ଯେ ମୁମ୍ବାଇ ଟିମ୍ ଅଧିନାୟକ ହାର୍ଦ୍ଧିକ ଙ୍କ ଓଭର ରେ ଧୋନି ଖୁବ୍ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଏହା ପରେ ସେ କହିଛନ୍ତି ଯେ ଯଦି ଧୋନି ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି |

ତାହେଲେ ତାଙ୍କ ଖେଳିବାର ସୁଯୋଗ ଦେବା ଉଚିତ୍ ୱାଇଲ୍ଡ୍ କାର୍ଡ ଏଣ୍ଟ୍ରି ଏଥର ଧୋନି ବିଶ୍ୱକପ୍ ରେ କରିବେ ବୋଲି କହିଛନ୍ତି ବରୁନ୍ ଏହା ସହିତ ରୋହିତ ଶର୍ମା ମଧ୍ୟ ଧୋନିଙ୍କ ବ୍ୟାଟିଂ ଦେଖି ଖୁବ୍ ପ୍ରଭାବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *