ମହିଳାମାନେ ଏହି ଦିନ ଭୁଲରେ ଧୁଅନ୍ତୁ ନାହିଁ ନିଜର ବାଳ ନଚେତ ଘରକୁ ଆସିବ ଭୟଙ୍କର ଦରିଦ୍ରତା ,ଦାଣ୍ଡର ଭିକାରି ହୋଇଯିବେ

ନମସ୍କାର ବନ୍ଧୁଗଣ ମହିଳାମାନଙ୍କୁ ଏହି ଦିନ ନିଜ ମୁଣ୍ଡର ବାଳ ନ ଧୋଇବା ଉଚିତ୍। ଭାରତରେ କେତେ ଏମିତି ଧାରଣ ପ୍ରଚଳିତ ଅଛି ଯାହାର ସମ୍ବନ୍ଧ ପ୍ରାଚୀନ ହିନ୍ଦୁ ଗ୍ରନ୍ଥ ସହିତ ରହିଛି। ଏହି ପରମ୍ପରା ଆସୁସରେ କିଛି ଏମିତି କାର୍ଯ୍ୟ ଅଛି ଯାହାକୁ କରିବାକୁ ବର୍ଜିତ କରାଯାଇଛି। କାହିଁକି ନା ଆମର ଧର୍ମରେ ପ୍ରତ୍ୟେକ ଦିନର ଅଲଗା ହିଁ ମହତ୍ତ୍ଵ ରହିଥାଏ। ଏହିସବୁ ଦିନମାନଙ୍କର ମହତ୍ତ୍ଵ ଗ୍ରହ ସହିତ ବି ଯୋଡ଼ା ହୋଇ ରହିଥାଏ। ଆମର ପ୍ରାଚୀନ ହିନ୍ଦୁ ଧର୍ମରେ ସମୟର ପରିଣାମ ଦେବତା ଏବଂ ମନୁଷ୍ୟ ପାଇଁ ଅଲଗା ଅଲଗା ହୋଇଥାଏ। ଦେବତାଙ୍କର ଗୋଟେ ଦିନ ମନୁଷ୍ୟଙ୍କର ହଜାର ଦିନ ସହିତ ସମାନ ହୋଇଥାଏ। ଏହି ପ୍ରକାରରେ ଦେବତାଙ୍କର ଆୟୁ ଲମ୍ବା ହୋଇଥାଏ ଏବଂ ମନୁଷ୍ୟଙ୍କ ଆୟୁ କମ୍ ହୋଇଥାଏ। ଏହି ପ୍ରକାରରେ ସୃଷ୍ଟିର ସଞ୍ଚାଳନ ଚାଲିଥାଏ। ତାହା ସହିତ ଆମ ଶାସ୍ତ୍ରରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଦରକାର ଏହା ବିଷୟରେ ମହତ୍ତ୍ଵପୂର୍ଣ୍ଣ କଥା ଦେଖିବାକୁ ମିଳିଥାଏ। ସେଥିପାଇଁ ଆଜି ଆମେ ଜାଣିବା କି ଏମିତି କେଉଁ ଦିନ ଅଛି ଯେଉଁ ଦିନ ମହିଳାମାନଙ୍କୁ ନିଜର ବାଳ ନଧୋଇବା ଉଚିତ୍ ଏବଂ କେଉଁ ବ୍ରତ କରିବା ସମୟରେ ବି ଏହି କଥାର ଧ୍ୟାନ ରଖିବା ଉଚିତ୍।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବାଳ କାଟିବା, ସେଭିଂ ହେବା ଏବଂ ନଖ କରିବା ଅଶୁଭ ମାନାଯାଇ ଥାଏ। ଏହାଦ୍ଵାରା ପୁତ୍ର ଉପରେ ସଙ୍କଟ ଆସିଥାଏ। ଆମର ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅମାବାସ୍ୟା, ଏକାଦଶୀ, ପୂର୍ଣ୍ଣିମା ତିଥିର ଦିନରେ ଚନ୍ଦ୍ରମା ଉଚ୍ଚ ସ୍ଥିତିରେ ରହିଥାଏ, ନୀଚ ସ୍ଥିତିରେ ରହିଥାଏ। ଏହିପରି ପରିସ୍ଥିତିରେ ଯଦି କୌଣସି ସୁହାଗିନି ମହିଳା ନିଜର ବାଳ ଧୋଇଥାଏ ତ ଏହାର ପରିଣାମ ନିଜକୁ ସ୍ଵଂୟ ଭୋଗିବାକୁ ପଡ଼ିଥାଏ। ତାଙ୍କର ଘର ପରିବାରରେ ଅଶାନ୍ତି ଉତ୍ପନ୍ନ ହୋଇପାରେ।

ସୋମବାର ଦିନ ସୂହାଗିନି ସ୍ତ୍ରୀମାନେ ନିଜର ବାଳକୁ ଧୋଇପରିବେ। ଯଦି ସୋମବାର ଦିନ ସୁହାଗିନି ସ୍ତ୍ରୀ ବ୍ରତ ରଖିଥାଏ ତ ବାଳ ନ ଧୋଇବା ଉଚିତ୍। ଏହାର ଅତିରିକ୍ତ ଯଦି ସୁହାଗିନୀ ମହିଳାର ଛୁଆର ଜନ୍ମ ସୋମବାର ଦିନ ହିଁ ହୋଇଥାଏ ତେବେ ଏହି ଦିନ ବି ସୂହାଗିନୀ ସ୍ତ୍ରୀ ନିଜର ବାଳ ନ ଧୋଇବା ଉଚିତ୍। କାହିଁକି ନା ଏମିତି କରିବା ଦ୍ବାରା ତାଙ୍କ ପିଲାର ଅମଙ୍ଗଳ ହୋଇପାରେ। ଏଥିପାଇଁ ଯଦି ଆପଣଙ୍କ ପିଲାର ଜନ୍ମ ସୋମବାରକୁ ହୋଇଥାଏ ତେବେ ବିଲକୁଲ୍ ବି ସୋମବାର ଦିନ ନିଜର ମୁଣ୍ଡର ବାଳ ନ ଧୋଇବା ଉଚିତ୍।

ମଙ୍ଗଳବାର ଦିନ ସୂହାଗିନୀ ସ୍ତ୍ରୀକୁ ବାଳ ନ ଧୋଇବା ଉଚିତ୍। ଏହିଦିନ ବାଳ ଧୋଇବା ଦ୍ୱାରା ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ତାହା ସହିତ ବୈବାହିକ ଜୀବନରେ ବାଧା ଉତ୍ପନ୍ନ ହୋଇପାରେ। ଏହି କାରଣରୁ ମଙ୍ଗଳବାର ଦିନ ବାଳ ଧୋଇବା ଅନୁଚିତ୍। ଯଦି ମଙ୍ଗଳବାରକୁ ବାଳ ଧୋଇବାକୁ ପଡ଼ିଥାଏ ତ ଏହାର ଦୋଷରୁ ବଞ୍ଚିବା ପାଇଁ ଅଁଳାର ପେଷ୍ଟ ବନେଇ ନିଜ ବାଳରେ ଲଗାଇ ମୁଣ୍ଡ ଧୋଇପାରିବେ।

ବୁଧବାର ଦିନ ସୂହାଗିନୀ ମହିଳାମାନେ ବାଳ ଧୋଇପାରିବେ। ଯଦି ସ୍ତ୍ରୀର ଛୋଟ ଭାଈ ଅଛି ତ ତାଙ୍କୁ ବୁଧବାର ଦିନ ବାଳ ନ ଧୋଇବା ଉଚିତ୍। କାହିଁକି ନା ଏହି ଦିନ ବାଳ ଧୋଇବାର ଦୋଷ ସ୍ତ୍ରୀର ଛୋଟ ଭାଈକୁ ଲାଗିଥାଏ। ଏଥିରୁ ବଞ୍ଚିବା ପାଇଁ ଆପଣ ବୁଧବାରର ସ୍ଵାମୀ ଶ୍ରୀ ଗଣେଶଙ୍କର ଆରାଧନା କରି ପାରିବେ।

ଗୁରୁବାର ଦିନ ଖାଲି ସୂହାଗିନୀ ମହିଳାମାନେ ନୁହେଁ ବରଂ ପୁରୁଷ ମାନଙ୍କୁ ମଧ୍ୟ ନିଜର ବାଳ ନ ଧୋଇବା ଉଚିତ୍। ଏହିଦିନ ଘରେ ପୋଛା ବି ନଲଗାଇବା ଉଚିତ୍। ଏମିତି ମାନା ଯାଇଥାଏ କି ଗୁରୁବାର ଦିନ ବାଳ ଧୋଇବା ଦ୍ୱାରା ଆପଣଙ୍କର ଘରକୁ ଗରିବୀ ଆସିଥାଏ। ଯଦି ସୂହାଗିନୀ ମହିଳା ଗୁରୁବାର ଦିନ ନିଜର ବାଳ ଧୋଇ ଥାଏ ତ ତାଙ୍କ ସ୍ବାମୀଙ୍କ ଆୟୁଷ କମ୍ ହୋଇଥାଏ। ଯଦି କୌଣସି କାରଣରୁ ବାଳ ଧୋଇବାକୁ ପଡ଼ିଥାଏ ତ ହଳଦୀ ଆଉ ବେସନକୁ ବାଳରେ ଲଗାଇ ଧୋଇ ପାରିବେ।

ଶୁକ୍ରବାର ଦିନ ସୂହାଗିନୀ ମହିଳାମାନେ ନିଜର ବାଳକୁ ଧୋଇ ପାରିବେ କିନ୍ତୁ ଯଦି ସ୍ତ୍ରୀକୁ ପୁତ୍ର ପାଇଁ କାମନା ଥାଏ ତେବେ ଶୁକ୍ରବାର ଦିନ ବାଳ ନ ଧୋଇବା ଉଚିତ୍। ଶୁକ୍ରବାର ଦିନ ଯଦି କୌଣସି କାରଣରୁ ବାଳ ଧୋଇବାକୁ ପଡ଼ିଥାଏ ତ ନିଜର ବାଳରେ ଅଳ୍ପ ଦହି ଲଗାଇ ବାଳକୁ ଧୋଇ ପାରିବେ।

ଶନିବାର ଦିନ ସୂହାଗିନୀ ମହିଳାଙ୍କୁ ବାଳ ନ ଧୋଇବା ଉଚିତ୍। କାହିଁକିନା ସବୁ ଦେବତା ମାନଙ୍କ ମଧ୍ୟରେ ଶନିଦେବଙ୍କୁ ସବୁଠୁ ଉଚ୍ଚସ୍ଥାନ ଦିଆଯାଇଅଛି ଏବଂ ସବୁ ଲୋକ ଶନିଦେବଙ୍କ କୋପକୁ ଡରିଥାନ୍ତି। ଶନିଦେବଙ୍କ କୋପରୁ ବଞ୍ଚିବା ପାଇଁ ଆପଣ ଆପଣଙ୍କର ବାଳରେ କ୍ଷୀର ଲଗାଇ ଧୋଇପାରିବେ। ଏମିତି ମାନା ଯାଇଥାଏ କି ଶନିବାର, ମଙ୍ଗଳବାର ଏବଂ ଗୁରୁବାର ଦିନ ଗ୍ରହ ନକ୍ଷତ୍ର ମାନଙ୍କର ଦିସା ତଥା ଅନନ୍ତ ବ୍ରହ୍ମାଣ୍ଡରୁ ଆସୁଥିବା ହାନିକାରକ ସୂକ୍ଷ୍ମକିରଣ ମାନବୀୟ ମସ୍ତିସ୍କ ଉପରେ ଅନେକ ସମ୍ବେଦନଶିଳ ପ୍ରଭାବ ପକାଇଥାଏ। ଏହା ସ୍ପଷ୍ଟ ଯେ ମନୁଷ୍ୟର ଆଙ୍ଗୁଳିର ଅଗ୍ରଭାଗ ଏବଂ ଶିର ଅତ୍ୟନ୍ତ ସମ୍ବେଦନଶିଳ ହୋଇଥାଏ। ନଖ ଏବଂ ବାଳ ଦ୍ଵାରା ଏମାନଙ୍କ ସୁରକ୍ଷା ହୋଇଥାଏ। ଏଥିପାଇଁ ଏହିସବୁ ସମୟରେ ଏସବୁକୁ କାଟିବା ଶାସ୍ତ୍ରରେ ବର୍ଜିତ ଅଟେ। ଏଥିପାଇଁ ମହିଳାଙ୍କୁ ସୋମବାର, ଶନିବାର ଏବଂ ଗୁରୁବାରକୁ ବାଳ ନ ଧୋଇବା ଉଚିତ୍।

Leave a Reply

Your email address will not be published. Required fields are marked *