ହାଓଡ଼ା ବ୍ରିଜ ର ଇତିହାସ କାହିଁକି ଉଦଘାଟନ ହୋଇ ହାୱଡା ବ୍ରିଜ ପ୍ରକୃତ ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ହଓଡା ବ୍ରିଜ୍ ର ବିଷୟରେ ଏପରି କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଆଜି ଆମେ ଦୁନିଆର ସବୁଠାରୁ ରହସ୍ୟମୟ ବ୍ରିଜ୍ ବିଷୟରେ ଜାଣିବା ଯାହାର ନାମ ହେଉଛି ହାଓଡ଼ା ବ୍ରିଜ୍ କଲିକତାରେ ୮୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ବ୍ରିଜ୍ଦୁନିର ସବୁଠାରୁ ରହସ୍ୟମୟ ବ୍ରିଜ୍ ମାନଙ୍କ ମଧ୍ୟରୁ ଅନ୍ୟତମ

ଏହା ଇଞ୍ଜିନିୟରିଂ ର ଏକ ଚମତ୍କାର କହିଲେ ମଧ୍ୟ କିଛି ଭୂଲ୍ ହେବ ନାହିଁ । ଏହାର ନିର୍ମାଣ କାର୍ଯ୍ୟ ଇଂରେଜ ସରକାରଙ୍କ ସମୟରେ ହୋଇଥିଲା ସେତେବେଳେ କଲିକତାରୁ ହାଓଡ଼ା ପର୍ଯ୍ୟନ୍ତ ଯିବା ପାଇଁ ଲୋକଙ୍କୁ ବହୁତ୍ ହଇରାଣ ହେବାକୁ ପଡୁଥିଲା ବେପାର ବାଣିଜ୍ୟ କରିବା ପାଇଁ ବହୁତ୍ ହଇରାଣ ହେବାକୁ ପଡୁଥିଲା

ଏହି ସବୁକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର ଏକ ଝୁଲା ପୋଲ ନିର୍ମାଣ କରିବାକୁ ନିଷ୍ପତି ନେଲେ ଏବଂ ବର୍ଷ ୧୮୭୧ ରେ ହାଓଡ଼ା ନିର୍ମାଣ କରିବା ପାଇଁ ବିଲ ପାସ କରାଯାଇଥିଲା ଏହି ବ୍ରିଜ୍ ପ୍ରସ୍ତୁତ କରିବା ପାଇଁ ବହୁତ୍ ସମୟ ଲାଗିଥିଲା ତାପରେ ୧୯୩୬ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ କିଛିବର୍ଷ ପରେ ୧୯୪୨ ରେ ଏହି ବିଶାଳ ବ୍ରିଜ୍ ପ୍ରସ୍ତୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏକ ଚିତ ଝୁଲା ପୋଲ ନିର୍ମାଣ ହୋଇଥିଲା ହେଲେ ତାହା ଏହା ବନ୍ୟାରେ ପାଣି ସହିତ ଭାଷୀ ଯାଇଥିଲା । ହାଓଡ଼ା ପ୍ରସ୍ତୁତିରେ ଯେତେ ଷ୍ଟିଲ ବ୍ୟବହାର ହୋଇଥିଲା ସେ ସବୁକୁ TATA ଷ୍ଟିଲ କମ୍ପାନୀ ଦେଇଥିଲା ।

Leave a Reply

Your email address will not be published. Required fields are marked *