ପୁଣି ମହାପୁରୁଷ ଦେଲେ ସତର୍କ ସୂଚନା 2027 ରୁ 2029 ମଧ୍ୟରେ ଘଟିବ ଏହି ସବୁ ଅଘଟଣ ,ପାପୀ ମଣିଷ ମାନେ ହୋଇଯାଆନ୍ତୁ ସାବଧାନ

ନମସ୍କାର ଦର୍ଶକବନ୍ଧୁ 2027 ରୁ 2029 ମାଡ଼ି ଆସୁଛି ମହାବିପଦ ଜାଣନ୍ତୁ କଣ ହେବ ମହାପୁରୁଷଙ୍କ ପବିତ୍ର ମାଳିକା ଗ୍ରନ୍ଥ ମାଳ ମାଳ ହୋଇ ରଚନା କରା ଯାଇଥିବା ମାଳିକା ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି |ଜ୍ଞାନୀ ମାନଙ୍କୁ ଆନନ୍ଦ ଲାଗିଲା ବେଳକୁ ଅଜ୍ଞାନୀ ମାନେ ମିଛ କଥା ବୋଲି କହିଛନ୍ତି ଆମେ ଆଖି ଆଗରେ ଦେଖି ସାରିଲାଣି ମାଳିକାର ସତ୍ୟତା |

1999 ମସିହାରେ ମହାବାତ୍ୟା ହେଉ କି ଫନି ମହାବାତ୍ୟା ହେଉ ଦେଶରେ ବିଭୀଷିକା ହେଉ ନାନାଦି ପ୍ରକାର ଅଘଟଣ ହେଉ ଯାହା ଲେଖା ଯାଇଥିଲା 600 ବର୍ଷର ମାଳିକା କରୋନା ମହାମାରୀ ହେଉ ଗୋଟିଏ ପରେ ଗୋଟିଏ ସତ୍ୟ ହୋଇ ଚାଲିଛି ମହାପୁରୁଷଙ୍କ ବାକ୍ୟ |ଯେଉଁ ପଞ୍ଚ ସଖା ମାଳିକା 113 ଟି ଦେଶରେ ପୂଜା ପାଇବ ତାକୁ ଅଜ୍ଞାନୀ ମାନେ ଥଟା କରିବେ ନିଆଁ ଛିନ ଛାତ୍ର ହୋଇଯିବ |

ଲୋକେ ହଁ ହା ଡାକିବେ |27 ରୁ 29 ଭିତରେ ଜ୍ଞାନୀ ମାନେ କହୁଛନ୍ତି ବହୁତ ବିପଦଇ ଘଟିବା ସହିତ ଖଣ୍ଡ ପ୍ରଳୟ ମଧ୍ୟ ହେବ | 2027 ରୁ 2029 ମଧ୍ୟରେ ଛୀନଛାତ୍ର ହେବ ସଂସାର ମଣିଷ ମୃତ୍ୟୁ ମୁଖରେ ପଡ଼ିବ ସହିତ ଅନେକ ଅଜଣା ରୋଗ ମଧ୍ୟ ଆସୁଛି ଆଗକୁ କେବଳ ମନୁଷ୍ୟ ନୁହେଁ ଜୀବ ଜନ୍ତୁ ମଧ୍ୟ ଅଜଣା ରୋଗରେ ଭୋଗିବେ |

ଏହି କଥା ଆମେ କହୁ ନାହୁଁ ମହାପୁରୁଷ କହିଛନ୍ତି |ଏବେ ପାପର ଭାର ବଢ଼ି ଚାଲିଛି ପର ନାରୀକୁ ହରଣ ପର ଜିନିଷକୁ ଦିନ ଦ୍ୱିପହରରେ ଚୋରି ଆଜି କାଲି ସୁନା ପିନ୍ଧିବାକୁ ଡର ଲାଗୁଚି ସୁନା ପିନ୍ଧିଲେ ବେକ କଟି ଯିବାର ଭୟ ରହୁଛି |

Leave a Reply

Your email address will not be published. Required fields are marked *