ନାଭି ଦେଖି ଜାଣନ୍ତୁ ମନୁଷ୍ୟର ଭଲ ସ୍ଵଭାଵ ଏବଂ ଚରିତ୍ର ବିଷୟରେ

ନମସ୍କାର ଦର୍ଶକବନ୍ଧୁ ଦୁନିଆଁରେ ଏମିତି ଅନେକ ଲୋକ ଅଛନ୍ତି, ଯିଏ ମଣିଷର ଶରୀରକୁ ଦେଖି ତାହାର ଚାଳିଚଳଣ ବିଷୟରେ କହିପାରନ୍ତି । ଆମ ଶରୀରରେ ଏମିତି ବହୁତ ଅଙ୍ଗ ଅଛି ଯାହା ଆମ ବିଷୟରେ କହିଥାଏ । ଏଥି ମଧ୍ୟରୁ ଗୋଟିଏ ହେଉଛି ବ୍ୟକ୍ତିର ନାଭି । ତେବେ ପଢନ୍ତୁ ନିମ୍ନରେ ଦିଆଯାଇଥିବା ଅଲଗା ଅଲଗା ନାଭି ବିଷୟରେ ।

ବିରୋଧୀ ନାଭି – ଏହି ପ୍ରକାରରେ ନାଭିଗୁଡିକ ଲାଗିଯାଇଥାଏ ଏପରି ନାଭି ଥିବା ଲୋକମାନେ ହଟ ଓ ଧୀର ପ୍ରକୃତିର ହୋଇଥାଆନ୍ତି । ଏମିତି ନାଭି ଲୋକଙ୍କର ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ବିରୋଧ ନାଭି ବାଲା ଲୋକେ ଯେକୌଣସି ସମ୍ପର୍କକୁ ଭଲ ଭାବେ ନିଭେଇଥାଆନ୍ତି ।

ଗଭୀର ନାଭି – ବଡ ଓ ଗଭୀର ନାଭି ଥିବା ଲୋକମାନେ ବଡ ଦିଲୱାଲା ହୋଇଥାଆନ୍ତି ଏହି ଲୋକ ନିଜ କଠିନତା ନିଜ ମଧ୍ୟରେ ରଖିଥାଆନ୍ତି ଓ ଏହାକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ସେମାନେ ବହୁତ ବଡ ସହାନୁଭୁତିଶୀଳ ହୋଇଥାଆନ୍ତି ଓ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିଥାଆନ୍ତି । ସେମାନଙ୍କୁ ମିଳିଥିବା ଅଲଗା ଅଲଗା ଅନୁଭବ କାରଣରୁ ସେମାନେ ପରିସ୍ଥିତି ସହିତ ଭଲ ଭାବରେ ମୁକାବଲା କରିପାରନ୍ତି ।

ଛୋଟ ନାଭି – ଏପରି ନାଭି ଥିବା ଲୋକମାନେ ବହୁତ ଚତୁର ହୋଇଥାଆନ୍ତି । ସେମାନେ ନିଜ ମଧ୍ୟରେ କଥାକୁ ଲୁଚାଇ ରଖିଥାଆନ୍ତି ଓ ଲୋକଙ୍କର ନକରାତ୍ମକ କାର୍ଯ୍ୟକୁ ସେ ଆଗରୁ ଜାଣିପାରନ୍ତି । ସେମାନେ ନିଜ ଜୀବନ ବିଷୟରେ କାହା ଆଗରେ କଥାବାର୍ତ୍ତା କରନ୍ତି ନାହିଁ ।

ତଳୁଆ ନାଭି – ତଳ ପାର୍ଶ୍ୱକୁ ଥିବା ନାଭି ଉର୍ଜା ସ୍ତର କମ୍ ଦେଖାଯାଏ । ଏମାନେ ମାନୁଆଲ୍ କାମକୁ ବେଶୀ ପସନ୍ଦକରନ୍ତି ନାହିଁ କିନ୍ତୁ ଅନ୍ୟ କାର୍ଯ୍ୟକୁ ବହୁତ ଧ୍ୟାନ ଦିଅନ୍ତି ଯେଉଁଥିରେ ବୁଦ୍ଧିମତାର ଆବଶ୍ୟକତା ହୋଇଥାଏ । ଏମାନେ ଅଳସୁଆ ପ୍ରବୃତିର ହୋଇଥାଆନ୍ତି ଓ ଏମାନଙ୍କ ଅଳସ ଯୋଗୁଁ ଏମାନେ ଅଧିକ ଚାଲକ ହୋଇପାରନ୍ତି ନାହିଁ । ଏମାନେ ନିଜ ମଧ୍ୟରେ ଖୁସି ରୁହନ୍ତି ।

ଓଭାଲ ନାଭି – ଏପରି ନାଭି ଥିବା ଲୋକମାନେ ବହୁତ ଦୂର୍ବଳ ପ୍ରକୃତିର ଅଟନ୍ତି । ଅଧୀର ହେବା କାରଣରୁ ଆପଣ ବହୁତ ଜଲଦି ଚିନ୍ତିତ ହୋଇଯାଆନ୍ତି । ଆପଣ ନିଜକୁ ବହୁତ ବିଜି ରଖନ୍ତି ଓ ନୁଆ ନୁଆ ଜିନିଷ ବିଷୟରେ ଜାଣିବାକୁ ଇଚ୍ଚା ରଖନ୍ତି । ସବୁ ଜିନିଷକୁ ଅଧିକ ଗମ୍ଭୀରତାର ସହିତ ନେଇଥାଆନ୍ତି । ଯାହାଫଳରେ ନିଜକୁ ଆଘାତ ଦେଇବସନ୍ତି ଓ ନିଜ ମଧ୍ୟରେ ସବୁ ପୀଡା ସହ୍ୟ କରିନିଅନ୍ତି ।

ୱାଇଡ ବେଲି ନାଭି – ଏପରି ନାଭି ଥିବା ଲୋକ ସବୁ ପରିସ୍ଥିତିକୁ ଲଢିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାଆନ୍ତି । ସବୁବେଳେ ନିଜ ଗୋଡରେ ଠିଆ ହେବାକୁ ପସନ୍ଦ କରନ୍ତି । ଏହି ଲୋକ ସହଜରେ ଅନ୍ୟ ଲୋକଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *