ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଉପରେ ଖୁବ୍ କମ୍ ଦିନ ମଧ୍ୟରେ ପ୍ରଭୁ ମହାଦେବଙ୍କ କୃପାରୁ ଧନର ଅଭାବ ଅସୁବିଧା ରହିବ ନାହିଁ , ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳୀ ରସିମାନଙ୍କ ବିଷୟରେ ।
A – ଏହି ନାମର ବ୍ୟକ୍ତିମାନଙ୍କ ଉପରେ ଖୁବ୍ ଶୀଘ୍ର ମହା ଦେବଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ଯାହା ଫଳରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଧନ ଓ ସୁଖ ଶାନ୍ତିର ଅଭାବ ହେବ ନାହିଁ ଓ ପାରିବାରିକ ଜୀବନ ସୁଖମୟ ହେବ ।
J – ଏହି ନାମରବ୍ୟକ୍ତି ମାନେ ବହୁତ୍ ବିଶ୍ବାସୀ ଅଟନ୍ତି ଏହା ସହିତ ଭଲ ସ୍ୱଭାବର ହୋଇଥାନ୍ତି ଯେଉଁମାନେ ଏମାନଙ୍କୁ ପ୍ରାଧାନ୍ୟ ଦିଅନ୍ତି ସେହି ମାନଙ୍କୁ ହିଁ ଏମାନେ ବିଶ୍ୱାସ କରନ୍ତି ଏମାନଙ୍କ ଉପରେ ବହୁତ୍ ଜଲଦି ମହା ଦେବଙ୍କ କୃପାରୁ ଧନ ବର୍ଷା ହେବାକୁ ଯାଉଛି ଯାହା ଫଳରେ ଆପଣଙ୍କ ଆଉ ଧନର ଅଭାବ ହେବ ନାହିଁ।
P – ଏହି ନାମର ବ୍ୟକ୍ତି ମାନେ ତାଙ୍କ ଜୀବନରେ ବହୁତ୍ ଆସୁ ବିଧାର ସମ୍ମୁଖୀନ ହୋଇ ଥାଆନ୍ତି ହେଲେ ଆଉ ନୁହଁ କାରଣ ତାଙ୍କ ଜୀବନରେ ଏବେ ମହା ଦେବଙ୍କ କୃପାରୁ ଧନର ଅଭାବ ଅସୁବିଧା ହେବ ନାହିଁ ଓ ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବାକୁ ଯାଉଛି ।
R – ଏହି ନାମର ବ୍ୟକ୍ତି ମାନଙ୍କ ଜୀବନରେ ମହା ଦେବଙ୍କ କୃପାରୁ ଧନର ବର୍ଷା ହେବାକୁ ଯାଉଛି ଯାହା ଫଳରେ ଆପଣଙ୍କ ଜୀବନରେ ଆଉ କୌଣସି ଅସୁବିଧା ରହିବ ନାହିଁ। ଓ ଏହି ରାମ ନବମୀ ଠାରୁ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ ।
S – ଏହି ନାମର ବ୍ୟକ୍ତିମାନଙ୍କ ଜୀବନରେ ଆଗରୁ ବହୁତ୍ ଅସୁବିଧା ଥିଲା ହେଲେ ଏବେ ସେହି ଅସୁବିଧା ସବୁ ମହାଦେବଙ୍କ କୃପାରୁ ଶେଷ ହେବାକୁ ଯାଉଛି ଓ ଏହି ବ୍ୟକ୍ତିମାନଙ୍କ ଜୀବନରେ ଆଉ କୌଣସି ଅସୁବିଧା ରହିବ ନାହିଁ ଓ ଅଜଣା ସ୍ଥାନରୁ ଧନ ଅର୍ଜନ କରିବେ ।