ଦର୍ଶକ ବନ୍ଧୁ ଲଗାତାର ୬ ପରାଜୟ ପରେ ବିଜୟ ସ୍ଵାଦ ଚାଖିଲା ଟିମ୍ RCB ହାଇଦ୍ରାବାଦ କୁ ତାରି ଘରୋଇ ଗ୍ରାଉଣ୍ଡ ରେ ଅତି ଲଜ୍ଜ୍ୟା ଜନକ ଭାବେ ହରାଇଦେଇଛି RCB ଯେଉଁ ଟିମ୍ କୁ ସବୁଟିମ୍ ଡରୁଥିଲେ ସେହି ଟିମ୍ କୁ ହରିଦେଇଛି RCB । ହଁ ଦର୍ଶକ ବନ୍ଧୁ ଲଗାତାର ୬ ଟି ମ୍ୟାଚ୍ ହାରିବା ପରେ IPL ର ସବୁଠାରୁ ମଜବୁତ୍ ଟିମ୍ କୁ ହରାଇବାକୁ ସକ୍ଷମ ହୋଇଛି |
RCB ସୀମିତ ୨୦ ଓଭର ମଧ୍ୟରେ RCB ୨୦୬ ରନର ସଂଗ୍ରହ କରିଥିଲା ଯାହାକୁ ପିଛା କରିବାକୁ ଯାଇ ହାଇଦରାବାଦ ୮ ଟି ୱିକେଟ ହରାଇ ମାତ୍ର ୧୭୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । RCB ର ଏହି ବିଶାଳ ସ୍କୋର ପଛରେ ବହୁତ୍ ବଡ଼ ହତା ରହିଛି |
ବିରାଟ ଙ୍କର କାର ବିରାଟ କାରଣ ବିରାଟ ଏହି ମ୍ୟାଚରେ ୧୦ ଓଭର ଯାଏ ପିଚ୍ ମଧ୍ୟରେ ଉପସ୍ଥିତ ଥିଲେ ଯେଉଁଥିରେ ବିରାଟ ୪୩ ବାଲ ଖେଳି ୫୧ ରନ୍ ସଂଗ୍ରହ କରିଥିଲେ । ଅନ୍ୟ ପକ୍ଷରେ ହାଇଦ୍ରାବାଦ ଟିମ୍ ପାଇଁ ସେହେବାଜ୍ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ ।
RCB ଏହି ମ୍ୟାଚ୍ ଟିକୁ ୩୫ ରନ୍ ର ବଡ଼ ବ୍ୟବଧାନରେ ଜିତି ଯାଇଥିଲା । ଆପଣ ମାନଙ୍କୁ କଣ ଲଗୁଛି ଆଗାମୀ ମ୍ୟାଚ୍ କଣ ଏହି ଭଳି RCB ଜିତି ଜିତି ଯିବ କମେଣ୍ଟ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ।