ପ୍ରଚାର ପୂର୍ବରୁ ଅନୁଭବଙ୍କୁ ଭେଟିବା ନେଇ ମୁହଁ ଖୋଲିଲେ ବର୍ଷା ,କହିଲେ ଏପରି କଥା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ

ନମସ୍କାର ଦର୍ଶକବନ୍ଧୁ ଅନୁଭବ ଏବଂ ବର୍ଷାଙ୍କର ସମ୍ପର୍କରେ ଛାଡ଼ପତ୍ର ପରେ ଏବେ ଦେଖିବାକୁ ମିଳିଛି ନୂଆ ମୋଡ଼ ଆଗକୁ ରହିଛି ଇଲେକ୍ସନ ପ୍ରଚାର ମୈଦାନରେ ଅନୁଭବ ବର୍ଷା |ବର୍ଷାଙ୍କୁ ଟିକେଟ ମିଳି ସାରିଛି ଆପଣମାନେ ଜାଣିସାରିଥିବେ ପୂର୍ବରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ ମଧ୍ୟରେ ଛାଡ଼ପତ୍ର ହୋଇଛି ଏବର୍ଷ ଅନୁଭବଙ୍କ ବଦଳରେ ବର୍ଷାଙ୍କୁ ଟିକେଟ ମିଳିଛି |ଅନୁଭବ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ଏପର୍ଯ୍ୟନ୍ତ ଅନୁଭବଙ୍କୁ ଟିକେଟ ମିଳିନାହିଁ |

ସତ ହେଲେ ବର୍ଷା ପ୍ରିୟଦର୍ଶନୀ ପ୍ରଚାର ମୈଦାନକୁ ଓଲ୍ହାଇ ସାରିଛନ୍ତି ବର୍ଷାଙ୍କୁ ମିଳି ସାରିଛି ଟିକେଟ ଏହି ସମୟ ଭିତରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି ବର୍ଷା ଅନୁଭବଙ୍କୁ ନେଇ ବର୍ଷା ଏବଂ ଅନୁଭବ ଏକାଠି ନଜର ଆସଛନ୍ତି ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି |ତେବେ ପ୍ରକୃତରେ କଣ ରହିଛି ଏମିତିକି ସୋସିଆଲ ମେଡିଆରେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି |

ପ୍ରକୃତରେ କଣ ରହିଛି କାରଣ ଅନୁଭବ ଏବଂ ବର୍ଷାଙ୍କର କଣ ପ୍ରକୃତରେ ନଜର ଆସିଛନ୍ତି | ଅନୁଭବ ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଛି ଅନୁଭବ ବିଜେପିରେ ଛିଡ଼ା ହୋଇଥିବା ବେଳେ ବର୍ଷା ବିଜେଡିରେ ସାମିଲ ଅଛନ୍ତି | ଉଭୟଙ୍କୁ ଭିନ୍ନ ଭିନ୍ନ ଦଳରେ ଦେଖିବାକୁ ମିଳିଛି ଏହି ସବୁ ଭିତରେ ଏକ ଫୋଟ ସୋସିଆଲ ମେଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି

ଏପଟେ ଅନୁଭବ ମହାନ୍ତି ବିଜେପିରେ ସାମିଲ ହୋଇଥିଲେ ହେଲେ ବର୍ତ୍ତମାନ ସୁଦ୍ଧା ଅନୁଭବଙ୍କୁ ଟିକେଟ ମିଳି ନାହିଁ କୌଣସି ବି ଜାଗାରୁ ଅନୁଭବ ଟିକେଟ ମଧ୍ୟ ପାଇ ନାହାଁନ୍ତି | ପ୍ରକୃତରେ ଅନୁଭବ ବର୍ଷା ଏବଂ ଅଲଗା ହୋଇଯାଇଛନ୍ତି କେବେବି ଅନୁଭବଙ୍କ ଲାଇଫରେ ବର୍ଷା ଆସିବେ ନାହିଁ ରୋକ ଠୋକ ମନା କରିଛନ୍ତି |

Leave a Reply

Your email address will not be published. Required fields are marked *