ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଏହି ତାରିକରେ ପ୍ରକାଶ ପାଇବ ରେଜଲ୍ଟ ,ସବୁ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ଲାଗି ଆସିଲା ବହୁତ ବଡ଼ ଅପଡେଟ ଏହି ତାରିକରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ଏନେଇ ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ସୂଚନା ଆସନ୍ତୁ ସମ୍ପୂର୍ଣ୍ଣ ରେଜଲ୍ଟ ଜାଣିବେ କେଉଁ ତାରିକରେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ଏହା ଛଡ଼ା କେଉଁ ୱେବସାଇଟ ଯୋଗେ ସର୍ବ ପ୍ରଥମେ ରେଜଲ୍ଟ ପାଇପାରିବେ ଆସନ୍ତୁ ଜାଣିବା | ସରିଲା ମାଟ୍ରିକ ଖାତା ଦେଖା ଗତ ମାର୍ଚ୍ଚ 15 ତାରିକରେ ଆରମ୍ଭ ହୋଇଥିଲା |

ମାଟ୍ରିକ ଖାତା ଦେଖା ତେବେ ଖାତା ଦେଖା ପରେ କଢ଼ା ସୁରକ୍ଷା ବଳରେ ଖାତା ଗୁଡ଼ିକ ଆଣି ବୋର୍ଡ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଖାତା ଗୁଡ଼ିକ ରଖାଯାଇଛି ତେବେ ଖାତା ଦେଖା ସରିଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଏବଂ ସଂସ୍କୃତ ଖାତା ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ସୂଚନା ମିଳିଛି |

ଏହିପରି ସ୍ଥଳରେ ପ୍ରାୟ ପାଖାପାଖି 5,000 ପରୀକ୍ଷା ଖାତାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ତରଫରୁ ପୁନଃ ମୂଲ୍ୟାୟନ ହେବାକୁ ନିଷ୍ପତି ହୋଇଛି |ତେବେ ପରୀକ୍ଷା ଖାତା ମୂଲ୍ୟାୟନ ସାରିଥିବା ବେଳେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଆରମ୍ଭ ହେବ ଟେବୁଲଏସନ ପ୍ରକ୍ରିୟା |ତେବେ 100 ନମ୍ବର ବିଶିଷ୍ଟ ହୋଇଥିବା ପରୀକ୍ଷାରେ ପରୀକ୍ଷାର୍ଥୀ ମାନେ 50 ନମ୍ବର ସବଜେକ୍ଟିଭ ଉତ୍ତର ଦେଇଥିବା ବେଳେ |

50 ନମ୍ବର ଅବଜେକ୍ଟିଭ ଉତ୍ତର ଦେଇଛନ୍ତି ଉଭୟ ଓଇ ମାର୍କ ଏବଂ ସବଜେକ୍ଟିଭ ମୂଲ୍ୟାୟନ ସରିଛି ତେବେ ମାଟ୍ରିକ ସହ ମଧ୍ୟମା ମଧ୍ୟ ସାମନ୍ତର ହୋଇଛି |ତେବେ ଖୁବ ଶୀଘ୍ର ଅର୍ଥାତ ଏପ୍ରିଲ 28 ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବା ନେଇ କିଛି ବିଶେଷ ସୂତ୍ରରୁ ସୂଚନା ମିଳୁଛି |

Leave a Reply

Your email address will not be published. Required fields are marked *