ଦୁନିଆର ପାଞ୍ଚୋଟି ଖତରନାୟକ Railway ଟ୍ରାକ ,ଯେଉଁ ଲୋକମାନେ ଏହି ଟ୍ରେନରେ ଯାଆନ୍ତି ଜୀବନକୁ ପାଣି ଛଡ଼ାଇବା ସମାନ

ନମସ୍କାର ଦର୍ଶକବନ୍ଧୁ ଆପଣ ମାନେ କେବେ ନା କେବେ ଟ୍ରେନରେ ବସିଥିବେ ନିଶ୍ଚିତ ତେବେ ଆପଣ ନିଶ୍ଚିତ ଭାବରେ ସାଧାରଣ ରେଲୱେ ଟ୍ରାକ ରେ ଯାତାୟାତ କରିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏଭଳି ଖତରନାକ ରେଲୱେ ଟ୍ରାକ ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଏବଂ ହୁଏତ ଆପଣ ସେହି ସ୍ଥାନକୁ ଯିବା ପାଇଁ ଇଚ୍ଛା ମଧ୍ୟ ପ୍ରକାଶ କରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ରେଲୱେ ଟ୍ରାକ ବିଷୟରେ ।

ପ୍ରଥମରେ ହେଉଛି ମେକଲଙ୍ଗ ମାର୍କେଟ ଥାଇଲାଣ୍ଡ ରେ ଅବସ୍ଥିତ । ତେବେ ଏଥିରେ ରେଳ ଭିତରେ ଥିବା ଲୋକମାନେ ସୁରକ୍ଷିତ ରୁହନ୍ତି କିନ୍ତୁ ବାହାରେ ଥିବା ଲୋକ ମାନଙ୍କ ଉପରେ ସବୁବେଳେ ଖତରା ରହିଥାଏ ତେବେ ଏଠାରେ ଜାଗା ର ଅଭାବ ଯୋଗୁଁ ଲୋକମାନେ ରେଳୱେ ଟ୍ରାକ ରେ ହିଁ ନିଜ ନିଜ ଦୋକାନ ଲଗେଇଥାନ୍ତି । ତେବେ ସେମାନେ ରେଳ ର ଶବ୍ଦ ଶୁଣିଲେ ନିଜ ଜିନିଷ କୁ ଉଠେଇ ଦିଅନ୍ତି ଏବଂ ରେଳ ଗଲାପରେ ପୂର୍ବଭଳି କରି ଦିଅନ୍ତି ।

ଦ୍ଵିତୀୟ ରେ ହେଉଛି ଟ୍ରେନ ଟୁ ଦି କ୍ଲାଉଡ୍ସ ଏହା ଆର୍ଜେଣ୍ଟିନା ରେ ଅବସ୍ଥିତ । ତେବେ ଏହାକୁ ସବୁଠାରୁ ଅଧିକ ଖତରନାକ ରେଲୱେ ଟ୍ରାକ କୁହାଯାଏ ତେବେ ଏହା ଭୂମି ଠାରୁ ୪ହଜାର ମିଟର ଦୂରରେ ଅବସ୍ଥିତ ତେବେ ଏହା ଅନେକ ସୁଡ଼ଙ୍ଗ ଏବଂ ପୋଲ ଦେଇ ମଧ୍ୟ ଗତି କରେ ଏହା ସିଧାସଳଖ ଚିନି ଦେଶ ସହ ଯୋଡି ହୋଇଥାଏ । ତେବେ ଏଥିରେ ଯାତ୍ରା କରିବା ସବୁଠାରୁ ଖତରନାକ ହୋଇଥାଏ ।

ତୃତୀୟ ରେ ହେଉଛି ଏସୋ ମିନାମୀ ରୁଟ । ତେବେ ଏହା ଜାପାନ ରେ ଅବସ୍ଥିତ । ତେବେ ଏହା ର ଟ୍ରାକ ଲୁହାରେ ତିଆରି ତେବେ କିନ୍ତୁ ଏହାର ବାଡ଼ ନାହିଁ ଯାହା ଦ୍ୱାରା ଡ୍ରାଇଭର କୁ ସାବଧାନ ର ସହିତ ଚଳେଇବାକୁ ପଡେ ନଚେତ ଟ୍ରେନ ସିଧା ତଳେ ତେବେ ଏହା ମିନାମୀ ଲାଭା କୁ ଦେଇ ଗତି କରିବାକୁ ପଡେ । ତେବେ ଏହା ଅନେକ ଜଂଗଲ ଏବଂ ପାହାଡ଼ ଦେଇ ମଧ୍ୟ ଯାଏ ଯାହା ବହୁତ ଭୟଙ୍କର ହୋଇଥାଏ ।

ଚତୁର୍ଥ ରେ ହେଉଛି ରାମେଶ୍ୱରମ ରେଲୱେ ତେବେ ଏହା ଚେନ୍ନାଇ ରେ ଅବସ୍ଥିତ । ତେବେ ଏହା ପାଣି ଭିତରେ ଏକ ବ୍ରିଜ ଭଳି ରହିଛି । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଚାରି ବର୍ଷ ସମୟ ଲାଗିଥିଲା । ତେବେ ଏହି ରେଲୱେ ରେ ଯାତ୍ରା କରିବା ସମୟରେ ଆପଣ ନିଜକୁ ଚାରିଆଡେ ପାଣି ଭିତରେ ହିଁ ପାଇବେ ତେବେ ଯଦି କୌଣସି ବଡ଼ ଲହରୀ ଉଠେ ତେବେ ଏହା ଆହୁରି ଖତରନାକ ହୋଇଯାଏ ।

ପଞ୍ଚମରେ ହେଉଛି ଡେଥ ରେଲୱେ ଟ୍ରାକ ତେବେ ଏହା ଥାଇଲାଣ୍ଡ ରେ ଅବସ୍ଥିତ । ତେବେ ଏହା ବ୍ୟଙ୍ଗଙ୍କକ୍ କୁ ରେଂଗୁନ ସହ ଯୋଡ଼ିଥାଏ ତେବେ ଏହାକୁ ପ୍ରସ୍ତୁତ କରିବା ସମୟରେ ନବେ ରୁ ଅଧିକ ଲୋକ ପାଖରେ ଥିବା ନଦୀରେ ପଡି ମୃତ୍ୟୁ ବରଣ କରିଥିଲେ । ତେବେ ଏହାକୁ ବନ୍ଦ କରାଯାଇଥିଲା କିନ୍ତୁ ପରେ ଦଶ ବର୍ଷ ପରେ ଏହାକୁ ଖୋଲା ଗଲା ତେବେ ଦୁର୍ବଳ ହୃଦୟ ଥିବା ଲୋକଙ୍କୁ ଏଥିରେ ଯିବା ମନା ।

Leave a Reply

Your email address will not be published. Required fields are marked *