ଜି ସାର୍ଥକର ହ୍ୟାଣ୍ଡସମ ଅଭିନେତା ମାନଙ୍କ ଗାର୍ଲ ଫ୍ରେଣ୍ଡ ମାନଙ୍କୁ ଆଗରୁ କେବେ ଦେଖିନଥିବେ ,ସବୁଠୁ ବେଶୀ ସୁନ୍ଦର ଏହି ହିରୋଇନ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚିତ ଦେଖୁଥିବେ ଏବଂ ଏହି ସବୁ ସିରିଏଲ ଗୁଡ଼ିକରେ ନଜର ଆସୁଥିବା ହ୍ୟାଣ୍ଡସମ ହିରୋ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଜାଣିଛନ୍ତି କି ଏହି ହିରୋ ମାନଙ୍କ ରିଏଲ ଲାଇଫ ଗାର୍ଲ ଫ୍ରେଣ୍ଡ ମାନଙ୍କ ବିଷୟରେ ଯଦି ଜାଣି ନାହାଁନ୍ତି ତେବେ ଆମର ଏହି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମେ ଆସୁଛନ୍ତି ଜି ସାର୍ଥକରେ ପ୍ରସାରିତ ହେଉଥିବା ତୁ ଖରା ମୁଁ ଛାଇ ସିରିଏଲର ହିରୋ ଏଜେ ତେବେ ଏଜେଙ୍କର ପ୍ରକୃତ ନାମ ହେଉଛି ରଶ୍ମିରଞ୍ଜନ ଏବଂ ଇଏ ହେଉଛନ୍ତି ରଶ୍ମି ରଞ୍ଜନଙ୍କ ଗାର୍ଲ ଫ୍ରେଣ୍ଡ |ଯାହାଙ୍କର ନାମ ହେଉଛି ଅନନ୍ୟା

ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ଅମର ଯିଏ କି ସାଥୀର ସିରିଏଲରେ ମୁଖ୍ୟ ଅଭିନେତା ଭାବରେ ନଜର ଆସୁଛନ୍ତି ତେବେ ଅମର ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ସେ କାହାକୁ ମଧ୍ୟ ଭଲ ପାଉ ନାହାଁନ୍ତି |

ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ସୁନା ଝିଅ ସିରିଏଲର ଲିଡ ଆକ୍ଟର ବିଷ୍ନୁ ତେବେ ବିଷ୍ନୁ ରିଏଲ ଲାଇଫରେ ରିଲେସନ ସିପରେ ରହିଥିଲା ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ଗାର୍ଲ ଫ୍ରେଣ୍ଡଙ୍କ ଫୋଟ ଫ୍ୟାନ ମାନଙ୍କ ଆଗରେ ରିଭିଲ କରି ନାହାଁନ୍ତି |

ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି କରନ ଯିଏ କି ନୂଆ ମେଗା ସିରିଏଲ ଖୁସିର ଛୁଙ୍କ ସିରିଏଲରେ ମୁଖ୍ୟ ହିରୋ ଭୂମିକାରେ ନଜର ଆସୁଛନ୍ତି ତେବେ କରନ ନିଜ ରିଏଲ ଲାଇଫରେ ସିଙ୍ଗିଲ ଅଛନ୍ତି ଏବଂ ନିଜର ସମସ୍ତ ସମୟ ଆକ୍ଟିଙ୍ଗ କ୍ୟାରିୟର ପାଇଁ ବିତାଉଛନ୍ତି |

ଏହି ଲିଷ୍ଟର ପଞ୍ଚମରେ ଆସୁଛନ୍ତି ସିଦ୍ଧାର୍ଥ ଯିଏ କି ଜି ସାର୍ଥକର ଲୋକପ୍ରିୟ ସିରିଏଲ ଝିଲ୍ଲୀରେ ନଜର ଆସୁଥିଲେ ବର୍ତ୍ତମାନ ଝିଲ୍ଲୀ ସିରିଏଲଟି ବନ୍ଦ ହୋଇଯାଇଛି ବର୍ତ୍ତମାନ ଅମର ନିକିତା ମିଶ୍ରଙ୍କୁ ଡେଟ କରୁଥିବାର ଶୁଣିବାକୁ ମିଳିଛି |

Leave a Reply

Your email address will not be published. Required fields are marked *