ପ୍ରସନ୍ନ ହେଲେ ପ୍ରଭୁ Mahadev ଆସନ୍ତା କାଲିଠାରୁ ମୋତି ଭଳି ଚମକିବ ଏହି ରାଶିମାନଙ୍କ ଭାଗ୍ୟ ,ମିଳିବ ପ୍ରଚୁର ଧନ ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ

ନମସ୍କାର ଦର୍ଶକବନ୍ଧୁ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶିର ସବୁ ଦୁଃଖ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନି ଥାଉ ମହାଦେବ ହିଁ ସୃଷ୍ଟିର ପାଳନ ହାର ବୋଲି କୁହା ଯାଇଥାଏ ଦର୍ଶକବନ୍ଧୁ ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ଉପରେ ବର୍ଷାଇ ଥାଆନ୍ତି ଭଗବାନ ଭୋଳାନାଥ ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ଆଉ ଏହା ମଧ୍ୟ ଜାଣିରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ ତାଙ୍କ ଭକ୍ତିରେ ଏବେ ଖୁସି ହୋଇ ସାରିଛନ୍ତି |

ଯାହା ଫଳରେ ଆଜି ରାତିଠାରୁ ଏହି ରାଶି ମାନେ ମାଲାମାଲ ହେବାକୁ ଯାଉଛନ୍ତି |ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆପଣଙ୍କର ଟଙ୍କା ପଇସାର ଆଉ ଅଭାବ ରହିବ ନାହିଁ ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ଏବେ ସେସବୁ ପୂରଣ ହେବାରେ ଲାଗିବ ଏବଂ ଆପଣଙ୍କର ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଏବେ ସେସବୁ ମଧ୍ୟ ଦୂର ହୋଇଯିବ |

ଆପଣଙ୍କୁ ଆପଣଙ୍କ ପ୍ରତ୍ୟକ କାର୍ଯ୍ୟରେ ଏବେ ସଫଳତା ମିଳିବ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବେ ସମାଜରେ ଆପଣଙ୍କୁ ଲୋକ ମାନେ ମାନ ସମ୍ମାନ ଦେବେ ବେପାର ବାଣିଜ୍ୟ ଆପଣଙ୍କର ଦୁଇ ଗୁଣା ଜୋରରେ ଆଗକୁ ଆଗକୁ ବଢ଼ି ଚାଲିବ |ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିଯିବ |ଭୋଳାନାଥଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ସଫଳତା ମିଳିବାକୁ ଯାଉଛି |

ଲୋକମାନେ ଆପଣଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢ଼ିବାରେ ଲାଗିବ |ଭୋଳାନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଉତ୍ସାହ ମଧ୍ୟ ବଢ଼ିଯିବ ପ୍ରେମ ସମ୍ବଦ ଆପଣଙ୍କ ମଧୁର ରହିବ |ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି |

ତେବେ ଦର୍ଶକବନ୍ଧୁ ଭୋଳାନାଥଙ୍କ କୃପାରୁ ଯେଉଁ ରାଶି ଗୁଡ଼ିକ ଏବେ ଭାଗ୍ୟବାନ ହେବାକୁ ଯାଉଛନ୍ତି ଯାହାର ଆଗାମୀ ସମୟ ବହୁତ ଖୁସିପୂର୍ଣ୍ଣ ହେବାକୁ ଯାଉଛି ସେହି ରାଶି ଗୁଡ଼ିକ ହେଉଛନ୍ତି କୁମ୍ଭ ରାଶି ,ମିଥୁନ ରାଶି ,କର୍କଟ ରାଶି ,ସିଂହ ରାଶି ,ବୃଷ ରାଶି ଏବଂ ତୁଳା ରାଶି |

Leave a Reply

Your email address will not be published. Required fields are marked *