ସ୍କୁଲ ଛୁଟିକୁ ନେଇ ସରକାର ନେଲେ ବଡ଼ ନିଷ୍ପତି ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 25 ତାରିକ ଠାରୁ ରାଜ୍ୟର ସବୁ School ଏବଂ କଲେଜ ବନ୍ଦ

ନମସ୍କାର ଦର୍ଶକବନ୍ଧୁ ଏପ୍ରିଲ ୨୫ ରୁ ରାଜ୍ୟରେ ଖରା ଛୁଟି ଏବେ ଏବେ ରାଜ୍ୟ ସରକାର ଘୋଷଣା କଲେ ବଡ ଅପଡେଟ ଯାହାକି ଖରା ଛୁଟିକୁ ନେଇ ।ଆଜି କାଲି ସାରା ଦେଶରେ ଅତ୍ୟଧିକ ଗରମ ଅନୁଭୂତି ହେଉଛି ଆକାଶରେ ନିଆଁର ଉତପ୍ତରେ ଲୋକମାନେ ଅସୁବିଧାରେ ପଡୁଛନ୍ତି |ଅତ୍ୟଧିକ ଉତ୍ତପ୍ତ ଏହାର ଶିଖରରେ ଅଛି ଅନେକ ସ୍ଥାନରେ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ଅତିକ୍ରମ କରି ସାରିଲାଣି ।ସୂର୍ଯ୍ୟଙ୍କ ଉତ୍ତପ୍ତ ସ୍କୁଲ ପିଲାଙ୍କୁ ମଧ୍ୟ ପ୍ରଭାବିତ କରୁଛି ପାଣିପାଗ ଏବଂ ଉତ୍ତାପ ପରିବର୍ତ୍ତନ ଯୋଗୁଁ ପିଲା ମାନେ ମଧ୍ୟ ଅସୁସ୍ଥ ହୋଇ ପଡୁଛନ୍ତି |

ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୨୫ ରୁ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଘରୋଇ ଏବଂ ସରକାର ସ୍କୁଲ ପାଇଁ ଏପ୍ରିଲ ୨୫ ରୁ ଖରା ଛୁଟି ଘୋଷଣା କଲେ ସରକାରଏହା ଛଡ଼ା 22 ରୁ 24 ଯାଏ ସବୁ ସ୍କୁଲ ସକାଳୁଆ ହେବ ସକାଳ 6.30 ରୁ 10.30 ପର୍ଯ୍ୟନ୍ତ ପାଠ ପଢ଼ା ହେବ ଏହା ପୂର୍ବରୁ ଏପ୍ରିଲ 20ରୁ ପ୍ରବଳ ଖରା ଯୋଗୁଁ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା ହୋଇଥିଲା |

ଏହି ସମୟରେ ପିଲା ମାନଙ୍କ ଅନଲାଇନ ପାଠ ଉପରେ ଗୁରୁତ୍ୱ ଦିଆଯାଇଥିଲା କିନ୍ତୁ ଏବେ ରାଜ୍ୟରେ ଖରା ପ୍ରକୋପ ବଢ଼ୁଥିବାରୁ ସମସ୍ତ ସ୍କୁଲ ପାଇଁ ଘୋଷଣା କରିଛନ୍ତି ସରକାର ଯାହାକି ଏବେ ଏବେ ଏକ ବଡ଼ ଅପଡେଟ ଆସିଛି ଆଗରୁ ଖରା ଛୁଟି କେବେ ଘୋଷଣା ହେବ ତାର ଏକ ଅପଡେଟ ଆସିଥିଲା କିନ୍ତୁ ବର୍ତ୍ତମାନ ନିୟୁଜ ଏବଂ ଆର୍ଟିକିଲ ସବୁଆଡ଼େ ଏହି ଅପଡେଟ ଆସିସାରିଛି |

ଯାହାକି ଏପ୍ରିଲ 25 ତାରିକ ସବୁ ଖରା ଛୁଟି ଘୋଷଣା କରାଯାଇଛି ଏହା ଛଡ଼ା 22 ରୁ 24 ତାରିକ ପର୍ଯ୍ୟନ୍ତ ସବୁ ସ୍କୁଲ ସକାଳୁଆ ହେବ ଯାହାକି 6.30 ରୁ ଆରମ୍ଭ ହୋଇ 10.30 ପର୍ଯ୍ୟନ୍ତ ଆରମ୍ଭ ହେବ ବୋଲି ମଧ୍ୟ ଅପଡେଟ ଆସିଛି ଆଉ ପୂର୍ବରୁ କୁହାଯାଇଛି ଯେମିତି ଅନଲାଇନ କ୍ଲାସ ହେଉଥିଲା ସେମିତି ଅନଲାଇନ କ୍ଲାସ ମଧ୍ୟ କରାଯିବ |

Leave a Reply

Your email address will not be published. Required fields are marked *