ଜିତିବା ମ୍ୟାଚକୁ ହାରି RCB ପ୍ଲେ ଅଫରୁ ବିଦା ,ଆଉଟ ନଥାଇ କାନ୍ଦି କାନ୍ଦି ପଡ଼ିଆରୁ ବିଦା ହେଲେ Kohli

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଗତକାଲିର ରୋମାଞ୍ଚକର ମ୍ୟାଚ୍ ଦେଖି ଥିବେ ଯଦି ଆପଣମାନେ ଦେଖି ନାହାନ୍ତି ତାହେଲେ ଆସନ୍ତୁ ଜାଣିବେ କାଲିର ମ୍ୟାଚରେ ଘଟିଥିବା କିଛି ଘଟଣା ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଶେଷ ବଲରେ RCB ଠାରୁ ମ୍ୟାଚ୍ ଛଡାଇ ନେଲା KKR ଶେଷ ପର୍ଯ୍ୟନ୍ତ ଲଢିବା ସତ୍ତ୍ଵେ ହେଇଗଲା ଟିମ୍ RCB |

ହଁ ଦର୍ଶକ ବନ୍ଧୁ IPL ୨୦୨୪ ର ଏକ ରୋମାଞ୍ଚକରେ KKR ଠାରୁ ମାତ୍ର ଏକ ରନରେ ପରାସ୍ତ ସମ୍ମୁଖୀନ ହୋଇଛି RCB ପ୍ରଥମେ ବ୍ୟାଟିଂ କରି KKR ସୀମିତ ୨୦ ଓଭର ରେ ୬ ୱିକେଟ୍ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲା ଏହାର ଜବାବରେ RCB କୁ ଶେଷ ବଲରେ ୩ ରନ୍ ସଂଗ୍ରହ କରିବାକୁ ପଡ଼ିଥିଲା

କିନ୍ତୁ ଦଳ ମାତ୍ର ୧ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଏବଂ ଏକ ଭୟଙ୍କର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା RCB କୁ । ହେଲେ ଆଗକୁ ଯଦି ଗୋଟେ ମ୍ୟାଚ୍ ମଧ୍ୟ RCB ହାରି ଯାଉଛି ତାହେଲେ RCB କୁ ଆମେ ଆଉ ସେମି ଫାଇନାଲ ବେଳକୁ ଦେଖି ପାରିବ ନାହିଁ । ଆପଣଙ୍କୁ କଣ ଲାଗୁଛି କଣ RCB କ୍ୱାଲିଫାୟ କରିପାରିବ ନିଜର ମତ କାମଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *