Health : ଦୁଇ ମିନିଟରେ ଦାନ୍ତବିନ୍ଧା,ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା ଭଲ ହୋଇଯିବ ଆପଣାନ୍ତୁ ଏହି ଉପାୟ ଦେଖନ୍ତୁ ଚମତ୍କାର

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ରପରି କିଛି ଘରୋଇ ପ୍ରାକୃତିକ ଉପଚାର ବିଷୟରେ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ଦାନ୍ତ ବିନ୍ଧା ଭଳି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ। ପ୍ରଥମ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକିୟ ସାମଗ୍ରୀ ହେଉଛି ହେଙ୍ଗୁ ଓ ଲେମ୍ବୁ ରସ ଏବେ ଆପଣ ଏହି ଦୁଇ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ |

ଏହା ଭଲ ଭାବେ ମିଶିବା ପରେ ଆପଣ ଏହାକୁ ଗ୍ୟାସ୍ ସହାୟତାରେ ଗରମ୍ କରିଦିଅନ୍ତୁ ଏବେ ଆପଣ ଏହାକୁ ଏକରୁ ଦୁଇ ମିନିଟ୍ ପର୍ଯ୍ୟନ୍ତ ଗରମ୍ କରି ଦିଅନ୍ତୁ ଏବେ ଆପଣ ଏହାର ପ୍ରୟୋଗ ଆପଣଙ୍କ ବିନ୍ଦୁ ଥିବା ଦାନ୍ତ ମୂଳରେ ଲଗାଇ ଦିଅନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ବିନ୍ଧା ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବେ ।

ଯଦି ଆପଣଙ୍କ ପାଖରେ ହେଂଗୁ ନାହିଁ ତାହେଲେ ଆପଣ ପିଆଜର ପ୍ରୟୋଗ କରିପାରିବେ ପ୍ରଥମେ ଆପଣ ଏକ ପିଆଜକୁ କାଟି ଗ୍ରାଇଣ୍ଡର ସହାୟତାରେ ଭଲ ଭାବେ ବାଟି ଦିଅନ୍ତୁ ତାପରେ ଆପଣ ପିଆଜର ରସ ଏକ ଛାଙ୍କୁଣି ସହାୟତାରେ ଚାଙ୍କି ଆପଣଙ୍କ ବିନ୍ଧୁ ଥିବା ଦାନ୍ତ ମୂଳରେ ଏକ ତୁଳା ସହାୟତାରେ ଲଗାଇ ରଖନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ବିନ୍ଧା ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *