Chanakya neeti : ଲାଜ ନକରି କାହାକୁ କିଛି ନଜଣାଇ ମହିଳାଙ୍କ ଏହି ଜିନିଷ ଧରି ଦିଅନ୍ତୁ ରାତାରାତି ହୋଇଯିବେ କୋଟିପତି ,ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ସୂଚନା ଅନୁସାରେ ଦୁନିଆରେ ମହିଳା ମାନେ ହେଉଛନ୍ତି ଦେବୀ ମା ଲକ୍ଷ୍ମୀଙ୍କ ସ୍ଵରୁପା, ଏହି କଥା ତ ଆମେ ଆପଣ ମାନେ ନିହାତି ଭାବରେ ଜାଣିଥିବେ । ତେବେ ମହିଳା ମାନେ ମଧ୍ୟ ୨ ପ୍ରକାରର ହୋଇଥାଆନ୍ତି । ଗୋଟିଏ ଜାତିର ମହିଳା ମାନେ ଘର ପାଇଁ ସୁଖ ସମୃଦ୍ଧି ଆଣିଥାଆନ୍ତି ତ ଅନ୍ୟ ପକ୍ଷରେ କିଛି ମହିଳା ଘର ପାଇଁ ଦୁର୍ଭାଗ୍ୟର କାରଣ ହୋଇଥାଆନ୍ତି ।ତେବେ ଆସନ୍ତୁ ସେହିପରି କିଛି ମହିଳାଙ୍କୁ ନେଇ ଆଲୋଚନା କରିବା ଯେଉଁ ମହିଳା ମାନଙ୍କ ମନରେ ଗର୍ବ ଓ ଅହଂକାର କିଛି ନଥାଏ ।

ସେମାନେ ଘର ପାଇଁ ଉନ୍ନତିର ମାର୍ଗ ଦେଖାଇ ଥାଆନ୍ତି ।ଏହିପରି ମହିଳା ମାନଙ୍କ ଉପରେ ସଦା ସର୍ବଦା ମାତା ଲକ୍ଷ୍ମୀ କୃପା ଦୃଷ୍ଟି ରଖିଥାଆନ୍ତି । ମହିଳା ମାନଙ୍କ ଠାରେ ଅଜ୍ଞାନତା ଭାବ ରହିବା ଉଚିତ ନୁହେଁ ପ୍ରତ୍ଯେକଟି ମହିଳାଙ୍କ ନିକଟରେ ଉପଯୁକ୍ତ ଶିକ୍ଷା ଓ ଜ୍ଞାନ ରହିବାର ଆବଶ୍ୟକତା ରହିଛି । ଯାହା ଦ୍ଵାରା ସେ ଉପଯୁକ୍ତ ମାର୍ଗରେ ନିଜ ଘର ପରିବାରର ଦାୟିତ୍ଵ ନେଇପାରିବେ ।ତେବେ ଆସନ୍ତୁ ଆଜି ଆମେ ଜାଣିବା ମହିଳା ମାନଙ୍କ କେଉଁ ଅଙ୍ଗ ଛୁଇଁବା ଦ୍ୱାରା ପୁରୁଷ ମାନେ ହୋଇଥାଆନ୍ତି ମହା ଭାଗ୍ୟଶାଳୀ

ଚାଣକ୍ୟ ନିଜେ କହିଛନ୍ତି ଯେ ଯେଉଁ ପୁରୁଷ ନାରୀର ଏହି ଅଙ୍ଗକୁ ଛୁଇଁବା ଦ୍ଵାରା ସେହି ପୁରୁଷ ତାର ଜୀବନରେ ଭାଗ୍ୟବାନ ହୋଇ ଯାଇଥାଆନ୍ତି । ପୁରୁଷ ମାନଙ୍କର ଭାଗ୍ୟର ଉଦୟ ହୋଇଯାଇଥାଏ ତେବେ ଯଦି ଜଣେ ପୁରୁଷ ଯଦି ଜଣେ ଗୁରୁଜନ ମହିଳାଙ୍କର ପାଦ ସ୍ପର୍ଶ କରିଥାଏ ତେବେ ସେହି ପୁରୁଷର ଭାଗ୍ୟ ଚମକି ଉଠିଥାଏ ।

ଯେଉଁ ପୁରୁଷ ନିଜ ମା କିମ୍ବା ନିଜର କୌଣସି ଗୁରୁଜନ ମହିଳାଙ୍କର ପାଦକୁ ଛୁଇଁଥାଏ । ତେବେ ସେହି ପୁରୁଷ ନିଜ ଜୀବନରେ ଯେକୌଣସି କାର୍ଯ୍ୟ କରୁ କରୁ ସେ ନିଶ୍ଚୟ ସଫଳତା ପାଇଥାଏ କାରଣ ପ୍ରତ୍ଯେକଟି ମହିଳା ଜଣେ ଜଣେ ଦେବୀଙ୍କର ଅଂଶ ହୋଇଥାଆନ୍ତି

Leave a Reply

Your email address will not be published. Required fields are marked *