ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ମ୍ୟାଜିକ ପଥର ଏବଂ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ କିପରି ରହିବ

ନମସ୍କାର ଦର୍ଶକବନ୍ଧୁ ଏହି ବିଷୟଟିରେ ଛଅଟି ଷ୍ଟୋନ ଦିଆଯାଇଛି ଏମାନଙ୍କ ମଧ୍ୟରୁ କେଉଁ ଷ୍ଟୋନଟି ଆପଣଙ୍କୁ ଅଧିକ ଆକର୍ଷିତ କରିଲା କିମ୍ବା ଆପଣଙ୍କ ଦୃଷ୍ଟି କେଉଁ ଷ୍ଟୋନ ଉପରେ ଯାଇ ଅଟକି ଗଲା ଏହା ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ |ଆପଣ ଯେଉଁ କଥାକୁ ନେଇ ଚିନ୍ତାରେ ଅଛନ୍ତି କିମ୍ବା ଆପଣ ଯେଉଁ ଚିନ୍ତାକୁ ନେଇ ଘେରି ହୋଇ ରହିଛନ୍ତି ସେହି ସବୁର ସମାଧାନ ଏହି ଷ୍ଟୋନଟିରେ ଲୁଚିକି ରହିଅଛି ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଷ୍ଟୋନ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ କିଛି ଏପରି କଥା ଯାହା ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରସର କରାଇବ |

ପ୍ରଥମ ଷ୍ଟୋନ – ଯଦି ଆପଣଙ୍କୁ ଏହି ପ୍ରକାର ଷ୍ଟୋନ ଅଧିକ ଆକର୍ଷିତ ଲାଗିଲା ଏହାର ଅର୍ଥ ଏହା ଅଟେ କି ଆପଣ ପ୍ରତ୍ୟକ ଜିନିଷ ପାଖରୁ ନିଜ ସ୍ୱତନ୍ତ୍ରତାକୁ ଅଧିକ ପ୍ରାଧାନ୍ୟ ଦେଇଥାଆନ୍ତି ଏହି ଷ୍ଟୋନ କହିଥାଏ ଆପଣଙ୍କର ଜୀବନ ସମସ୍ୟା ଓ ସଫଳତା ଜଞ୍ଜାଳରୁ ମୁକ୍ତି ଆବଶ୍ୟକ ଆପଣଙ୍କୁ ଏକ ଏପରି ସ୍ଥାନକୁ ଯିବା ଆବଶ୍ୟକ ଯେଉଁଠାରେ ଆପଣ ବାହାର ଦୁନିଆ ଚିନ୍ତା ଠାରୁ ଭୁଲି ନିଜର ଉପରେ ଧ୍ୟାନ ଦେଇପାରିବେ |ନିଜ ଭିତର ଶବ୍ଦକୁ ଶୁଣିପାରିବେ

ଦ୍ୱିତୀୟ ଷ୍ଟୋନ -ଏହି ଷ୍ଟୋନର ନିର୍ଣ୍ଣୟ ଏହା ଦର୍ଶାଉଛି କି ଆପଣଙ୍କ ଜୀବନ ଏବେ ପରିବର୍ତ୍ତନର ରୂପ ନେଉଛି ଶୀଘ୍ର ହିଁ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତ୍ତନ ଆସିବ |ଯାହାକୁ କେବଳ ଆପଣ ହିଁ ଅନୁଭବ କରିପାରିବେ ପ୍ରେମ ସମ୍ବଦରେ ଆପଣ ପରିମାର୍ଜିତ ଅନୁଭବ କରିବେ |

ତୃତୀୟ ଷ୍ଟୋନ – ଯେଉଁ ମାନେ ତୃତୀୟ ଷ୍ଟୋନଟିକୁ ବାଛିଛନ୍ତି ତେବେ ଆପଣ ଜଣେ ଆଶାବାଦୀ ବ୍ୟକ୍ତି ଅଟନ୍ତି ଆପଣଙ୍କ ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜ୍ୱଳ ହେବ | ଆପଣ ଯେତେ ଅଧିକ ଅନ୍ୟର ଦୁଃଖକୁ ଦୁର କରିବେ ଆପଣଙ୍କ ଜୀବନରେ ସେତେ ଅଧିକ ସୁଖର ସ୍ଥାପନ ହେବ। ଆପଣଙ୍କ ପୂର୍ବ ପୁରୁଷ ମାନେ ଆପଣଙ୍କୁ କିଛି ଖାସ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି ଆପଣ ତାହାକୁ ବୁଝିବାକୁ ଚେଷ୍ଟା କରନ୍ତୁ

ଚତୁର୍ଥ ଷ୍ଟୋନ -ଏହି ଷ୍ଟୋନଟିକୁ ବାଛିବାର ଅର୍ଥ ଏହା ଅଟେ କି ଆପଣଙ୍କ ଚେତନା ଆପଣଙ୍କୁ ଏହା କହିବାକୁ ଚାହୁଁଚି କି ଏବେ ଯେଉଁ ସମୟ ଚାଲିଛି ତାହା ପୁରୁଣା ଜିନିଷ ପୁରୁଣା ସମ୍ବଦ ଓ ପୁରୁଣା ଜୀବନ ଶୈଳୀ ଠାରୁ ଅଳ୍ପ ବ୍ରେକ ନେବାର ଅଛି ଆପଣଙ୍କୁ ନୂଆ ଜୀବନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଓ ପୁରୁଣା କଥାକୁ ଭୁଲି ଆଗକୁ ବଢିବା ପାଇଁ ଚେଷ୍ଟା କରିବା ଆବଶ୍ୟକ | ଆପଣ ଆପଣଙ୍କ ମସ୍ତିଷ୍କ ଠାରୁ ଈର୍ଷା ଏବଂ ଦ୍ୱେଷର ଭାବକୁ ସମାପ୍ତ କରିଦେବା ଆବଶ୍ୟକ |

ପଞ୍ଚମ ଷ୍ଟୋନ – ଆପଣ ଯଦି ଏହି ଷ୍ଟୋନଟିକୁ ବାଛିବାର ଅର୍ଥ ଆପଣଙ୍କ ମୃତ ପୂର୍ବଜ କିମ୍ବା ଆପଣଙ୍କ ଅତି ନିକଟ ସମ୍ପର୍କୀୟ ଆପଣଙ୍କୁ ବିଶେଷ ଚେତନା ଦେବାକୁ ପ୍ରୟାସ କରୁଛନ୍ତି ଆପଣଙ୍କୁ ଏପରି କିଛି ଭାବନାକୁ ବୁଝିବା ଏବଂ ଜାଣିବା ଆବଶ୍ୟକ |

ଷଷ୍ଠ ଷ୍ଟୋନ -ଆପଣ ଯଦି ଛଅ ନମ୍ବର ଷ୍ଟୋନଟିକୁ ଜାଣିଛନ୍ତି ଏହା ଆପଣଙ୍କ ଭିତରେ ଥିବା ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁଅଛି ଯାହାକୁ ସର୍ବଦା ଡିଆଁ ଡି କରିବା ମଜାମସ୍ତି କରିବା ସବୁଠୁ ଅଧିକ ଆଗ୍ରହ ଅଟେ |ଆପଣଙ୍କୁ ନୂଆ ନୂଆ ଅନୁଭବ ଏବଂ କଷ୍ଟକୁ ପାଇବା ଆବଶ୍ୟକ ଯାହାବି ହେଉ ନୂଆ ନୂଆ ମିତ୍ର କରିବାକୁ ସର୍ବଦା ତତ୍ପର ରହିଥାଆନ୍ତି

Leave a Reply

Your email address will not be published. Required fields are marked *