ଇଶ୍ରମ କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଖୁବ ଶୀଘ୍ର ଏମାନଙ୍କୁ ମିଳିବାକୁ ଯାଉଛି ଟଙ୍କା ,ଆବେଦନ କରିଥିଲେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଷକବନ୍ଧୁ ଇଶ୍ରମ କାର୍ଡ ଥିଲେ ସରକାର ଆପଣଙ୍କୁ ଦେବେ ଟଙ୍କା କିଭଳି ପାଇବେ କେଉଁ ମାନେ ପାଇବେ କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ଅଣ ସଂଘଟିତ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଇଶ୍ରମ ପୋର୍ଟାଲ ଆରମ୍ଭ କରୁଛନ୍ତି ଲୋକମାନେ ଭଲ ମୌଳିକ ଲାଭ ମଧ୍ୟ ପାଉଛନ୍ତି କେନ୍ଦ୍ର ସରକାରଙ୍କ ଏହି ଆନୁଷ୍ଠାନିକ କ୍ଷେତ୍ର ଗୁଡ଼ିକରେ ଲୋକମାନଙ୍କ ଆଉ କାର୍ଯ୍ୟ କରୁଛନ୍ତି ।ଏଥିପାଇଁ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି ସମସ୍ତ କ୍ଷେତ୍ରରେ ଲୋକ ମାନଙ୍କୁ ସିଧାସଳଖ ଲାଭ ମଧ୍ୟ ଦିଆଯାଉଛି ।

ଯଦି ଆପଣ ଏକ ଅଣ ସଂଘଟିତ ଜିଲ୍ଲାରେ କାମ କରୁଛନ୍ତି ତେବେ ଏହାର ଫାଇଦା ନେଉଥିବା ବ୍ୟକ୍ତି ମାନଙ୍କ ପାଖରେ ଏକ ଈଶ୍ରମ କାର୍ଡ ରହିବା ନିହାତି ଆବଶ୍ୟକ ରହିଛି ।୧୬ ରୁ ୫୯ ବର୍ଷର ସମସ୍ତ ବ୍ୟକ୍ତି EPFO ଏବଂ ESIC ଏବଂ NPC ର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ଈଶ୍ରମ କାର୍ଡ ପାଇଁ ଆବେଦନ କରି ନେଇପାରିବେ । ଇଶ୍ରମ କାର୍ଡ ପାଇଁ ଅନଲାଇନ ରେ ଆବେଦନ କରିବା ବହୁତ୍ ସହଜ ଅଟେ ଆପଣ ଚାହିଁଲେ ପାଖ ଜନସେବା କେନ୍ଦ୍ରକୁ ଯାଇ ଇଶ୍ରମ୍ କାର୍ଡ ଆବେଦନ କରି ନେଇପାରିବେ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ,ମୋବାଇଲ ନମ୍ବର ଏବଂ ବ୍ୟାଙ୍କ ଫ୍ରଣ୍ଟ ପେଜର ଆବଶ୍ୟକ ହୋଇଥାଏ ଏବଂ ଏଥିରେ ଆବେଦନ କରିସାରିବା ପରେ ଥରେ ଚେକ୍ କରିବା ପରେ ଆବେଦନ ଫର୍ମ ପୂରଣ କରିବାକୁ ହେବ ଯାହା ଫଳରେ ଆପଣ ତୁରନ୍ତ କୌଣସି ତ୍ରୁଟିର ସମାଧାନ କରି ନେଇପାରିବେ ।

ଇଶ୍ରମ ପୋର୍ଟାଲ ରେ ଆବେଦନ କରି ସାରିବା ପରେ ଇଶ୍ରମ କାର୍ଡ ପାଇପାରିବେ ଏହା ଛଡ଼ା ଆପଣ ଈଶ୍ରମ୍ କାର୍ଡ କୁ ଆଧାର ସହ ସଂଯୋଗ କରି ନେଇ ପାରିବେ ଆଉ ବହୁତ ଜଲଦି ଏହି ଯୋଜନାରେ ଆପଣକୁ ୫୦୦ ରୁ ୧୦୦୦ ଟଙ୍କା କିସ୍ତି ଉପଲବ୍ଧ ହେବାକୁ ଯାଉଛି।

ଏହି କାର୍ଡ ମଧ ମାଧ୍ୟମରେ ୨,୦୦,୦୦୦ ଟଙ୍କାର ବିମା ମଧ୍ୟ ଉପଲବ୍ଧ ହୋଇଛି ଯଦି ଶ୍ରମିକ ପରିବାର ମୃତ୍ୟୁଗ୍ରହଣ କରନ୍ତି ତେବେ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ ଏବଂ ଅକ୍ଷମତା ହେଲେ ସରକାର ୧,୦୦,୦୦୦ ଟଙ୍କା ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *