Cricket : ହାର୍ଦିକ ପାଣ୍ଡ୍ୟା ପୁଣି ଫସିଲେ ବିସିସିଆଇ କଲା ତାଙ୍କୁ ଦଣ୍ଡିତ ଦେଇପାରନ୍ତି ବଡ଼ ଆକାରର ଜୋରିମାନା

ହାର୍ଦ୍ଦିକଙ୍କ ଉପରେ BCCI ର କଡ଼ା କାର୍ଯ୍ୟାନୁଷ୍ଠାନ ଏକ ଜଗନ୍ୟ ଅପରାଧ ପାଇଁ ଲାଗିଲା ଜୋରିମାନା IPL ୨୦୨୪ ମୁମ୍ବାଇ ଟିମ୍ ପୁନିଥାଏ ବିଜୟ ଆଡ଼କୁ ଫେରି ଆସିଛି ପଞ୍ଜାବ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା ଟିମ୍ ମୁମ୍ୱାଇ ୯ ରନରେ ମ୍ୟାଚ୍ କୁ ନିଜ ହାତମୁଠାରେ ରଖିବାରେ ସକ୍ଷମ ହୋଇଛି ହାର୍ଦ୍ଧିକ ସେନା କିନ୍ତୁ ଏହି ମ୍ୟାଚରେ ହାର୍ଦ୍ଧିକ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |

BCCI ନିୟମ ଉଲଙ୍ଗନ ଯୋଗୁ ହାର୍ଦ୍ଧିକଙ୍କ ପାଇଁ ଦଣ୍ଡ ବିଧାନ ଲଗୁକରିଛି BCCI ଏଥି ପାଇଁ ପାଣ୍ଡିଆ ୧୨ ଲକ୍ଷ ଟଙ୍କା ଜୋରିମାନା ଦେଇଛନ୍ତି । ପଞ୍ଜାବ ବିପକ୍ଷ ମ୍ୟାଚରେ ମୁମ୍ବାଇ ୯ ରନ୍ ବ୍ୟବଧାନରେ ବିଜୟ ହାସଲ କରିଛି ହେଲେ ମ୍ୟାଚରେ ହାର୍ଦ୍ଧିକଙ୍କୁ ବଡ଼ ଧକା ଲାଗିଛି |ପାଣ୍ଡିଆ ଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ମୁମ୍ବାଇ ଭଲ ବୋଲିଂ ପ୍ରଦର୍ଶନ କରିଥିବା ବେଳେ ଏକ ଦୋଷ କରିଛନ୍ତି

ପାଣ୍ଡିଆ ଯେଉଁ ଦୋଷରେ ଦୋଷୀ ସାବ୍ୟସ୍ତ ହେବା ପରେ ହାର୍ଦ୍ଧିକ ଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗୁକରିଛି BCCI। IPL ର ଏକ ନିୟମ ଅନୁସାରେ ସ୍ଲୋ ଓଭର ରେଟରେ ବିଜୟ ହାସଲ କରିଥିବାରୁ ଦୋଷୀ ସାବ୍ୟସ୍ତ ହେଇଛିନ୍ତି ସେଥି ପାଇଁ ତାଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗୁହୋଇଛି ।

Leave a Reply

Your email address will not be published. Required fields are marked *