ଶିବ ମନ୍ଦିର ଯାଉଛନ୍ତି କି ଭୟଙ୍କର କଥା ଜାଣନ୍ତୁ ସଚ୍ଚା ଶିବ ଭକ୍ତ ଦେଖନ୍ତୁ ହାତ ଯୋଡ଼ିଦେବେ ଆପଣ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଶିବ ମନ୍ଦିରକୁ ତ ନିହାତି ଭାବେ ଯାଇଥିବା ହେଲେ କଣ ଆପଣମାନେ ମଧ୍ୟ ଏହି ଭୁଲ ଗୁଡ଼ିକ ଶିବମନ୍ଦିରରେ କରିଥାନ୍ତି ତେବେ ଆପଣମାନେ ଆପଣଙ୍କ ଜୀବନରେ ବହୁତ୍ କିଛି ହରାଇ ବସିବେ । ଆପଣମାନେ ଯେତେବେଳେ ଶିବମନ୍ଦିର କୁ ଯାଉଛନ୍ତି ତେବେ ସିଧା ସଡ଼କ ଶିବଙ୍କୁ ଦର୍ଶନ କରନ୍ତୁ ନାହିଁ |

କିଛି ବୋଗ ବା ଧୂପ ଦୀପ ନିଅନ୍ତୁ ବା ନାନୀୟନ୍ତୁ ଆପଣ ଯେବେ ବି ମଦିରା ଯାଉଛନ୍ତି ପ୍ରଥମେ ଗଣେଶଙ୍କ ନିକଟକୁ ଯାଆନ୍ତୁ ରୂପ ବା ଭୋଗ କିଛି ଦିଅନ୍ତୁ ବା ନଦିଆନ୍ତୁ ପ୍ରାର୍ଥନା ଯଦି ଆସୁଥାଏ ପାଠ କରନ୍ତୁ ଅବା ନକରନ୍ତୁ କିନ୍ତୁ ଗଣେଶଙ୍କୁ ଭୂମିଷ୍ଠ ପ୍ରଣାମ ନିଶ୍ଚୟ କରନ୍ତୁ ବା ମୁଣ୍ଡିଆ ମାରନ୍ତୁ ଏବଂ ତା ପରେ କାର୍ତିକଙ୍କ ନିକଟକୁ ଯାଆନ୍ତୁ ଓ ସେଠାରେ ମଧ୍ୟ ଭୂମିଷ୍ଠ ପ୍ରଣାମ କରନ୍ତୁ |

ତାପରେ ମାତା ପାର୍ବତୀଙ୍କ ନିକଟକୁ ଯାଇ ଏକ ଭୂମିଷ୍ଠ ପ୍ରଣାମ କରନ୍ତୁ ତାପରେ ଆପଣ ଯାଇ ମହାଦେବଙ୍କ ବାହାନଙ୍କୁ ପ୍ରଣାମ କରନ୍ତୁ ତାପରେ ଆପଣ ମହାଦେବଙ୍କୁ ପ୍ରଣାମ କରନ୍ତୁ ଯଦି ଆପଣ ଏହି ଭଳି ଦର୍ଶନ ନକରିବେ ତାହେଲେ କିଛି ପାଇବା ଆଶାରେ ମନ୍ଦିରକୁ ଯାଇଥିବା ହେଲେ ଅନେକ କିଛି ହରାଇ ବସିବାର ସମ୍ଭାବନା ଥାଏ।

Leave a Reply

Your email address will not be published. Required fields are marked *