ବିବାହ ପରେ କମେଡିଆନ ସୁମନଙ୍କ ସୁନ୍ଦରୀ ସ୍ତ୍ରୀ ଆପଣମାନେ ଆଗରୁ କେବେ ଦେଖିନଥିବେ ,କୌଣସି Heroine ଙ୍କ ଠାରୁ ମଧ୍ୟ କମ ନୁହଁନ୍ତି

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ସମସ୍ତେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଓଡ଼ିଆ ଫିଲ୍ମରେ କମେଡିକୁ ବେଶ ପସନ୍ଦ କରିଥିବେ ହେଲେ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି କମେଡିଆନ ସୁମନ ମହାରଣାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ |ଆଜି ଆମେ ଆପଣଙ୍କୁ କହିବୁ ସୁମନ ମହାରଣାଙ୍କ ଘର ,ପରିବାର ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ |ତାଙ୍କ ସ୍ତ୍ରୀ ଦେଖିବାକୁ କେମିତି ସେ କେବେ ଏବଂ କାହାକୁ ବିବାହ କରିଛନ୍ତି ରିଏଲ ଲାଇଫରେ ତାଙ୍କ ସ୍ତ୍ରୀ ଦେଖିବାକୁ କେତେ ସୁନ୍ଦର ଯେହେତୁ ସୁମନଙ୍କ ଉଚତା 3 ଫୁଟ 4 ଇଞ୍ଚ ତାଙ୍କ ସ୍ତ୍ରୀଙ୍କ ଉଚ୍ଚତା କେତେ |

ଆପଣମାନେ କେବେ କଣ ତାଙ୍କ ସ୍ତ୍ରୀଙ୍କୁ ପୂର୍ବରୁ ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ସୁମନ ସ୍ତ୍ରୀଙ୍କୁ |ଆପଣ ଏହି ବିଷୟରେ ସୁମନଙ୍କ ସ୍ତ୍ରୀ ,ପରିବାର ଏବଂ ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ସବୁ କିଛି ଅପଡେଟ ଜାଣିପାରିବେ |ସୁମନ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଜଣେ ହାସ୍ୟ ଅଭିନେତା ଭାବରେ ଲୋକପ୍ରିୟତା ହାସଲ କରିଛନ୍ତି |

ସୁମନ 2002 ମସିହାରେ ଜଣେ ଶିଶୁ କଳାକାର ଭାବରେ କଣ୍ଢେଇ ଆଖିର ଲୁହ ଫିଲ୍ମ ଜରିଆରେ କାମ କରିବାର ସୁଯୋଗ ପାଇଥିଲେ ଏହି ଫିଲ୍ମ ପରଠାରୁ ଦର୍ଶକମାନେ ତାଙ୍କୁ ଖୁବ ଭଲ ପାଇବା ଦେଇ ଆସିଛନ୍ତି ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ପୁରସ୍କାର ଦିଆ ଯାଇଥିଲା କଥା ଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ମଧ୍ୟ ସେ ହାସ୍ୟ ଅଭିନେତା ପୁରସ୍କାର ପାଇଛନ୍ତି |

ସୁମନ ଏକ ଗରିବ ପରିବାରରେ ଭୁବନେଶ୍ୱରର ଏକ ବସ୍ତି ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ସେ ନିଜ ଜୀବନରେ ବହୁତ ସଂଘର୍ଷ କରି ସଫଳତାର ଚରମ ସୀମାରେ ପହଁଚିଛନ୍ତି |ସୁମନ ମହାରଣାଙ୍କ ପରିବାର କହିଲେ ତାଙ୍କ ବାପା ,ମା ,ଭଉଣୀ ଏବଂ ତାଙ୍କ ସ୍ତ୍ରୀ |ଆପଣ ମାନେ ନିଶ୍ଚିତ ଭାବରେ ସୁମନଙ୍କ ସମସ୍ତ ପରିବାରକୁ ଦେଖିଲେ ତେବେ ନିଶ୍ଚିତ ଭାବରେ ଆପଣ ସୁମନ ମହାରଣା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *