ଦର୍ଶକବନ୍ଧୁ ଜ୍ୟୋତିଷଙ୍କ ଅନୁସାରେ 12ଗୋଟି ରାଶି ରହିଥାଏ ଏବଂ ଏହି 12 ରାଶି ଉପରେ ପଡୁଥିବା ଦଶା ଅନୁସାରେ ହିଁ କୌଣସି ଜାତକର ଭବିଷ୍ୟତ କିମ୍ବା ବର୍ତମାନ ହେଉଥିବା ଉଥାନ ପତନର ସମ୍ଭାବନା ଜଣାପଡ଼ିଯାଇଥାଏ | ପ୍ରତେକ ରାଶିର ଭଲ ଗୁଣ ଏବଂ ଦୃବଳତା ମଧ୍ୟ ରହିଥାଏ ପ୍ରେତେକ ରାଶିର ନିଜର ସ୍ୱୟଂ ବିଶିଷ୍ଟ ଗୁଣ ଇଛା ଏବଂ ଜୀବନ ତଥା ଲୋକଙ୍କର ପ୍ରତି ଆଚର ବ୍ୟବହାର ଅଲଗା ଅଲଗା ରହିଥାଏ | ତେବେ ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶିଗୁଡିକର ବିଷୟରେ କହିବାକୁ ଯାଉଛୁ ଯାହାର ଗ୍ରହମାନଙ୍କର ଚାଳନ କାରଣରୁ ଏମିତି ମହାସଂଯୋଗ ବନୁଛି ଯେ 2040 ପର୍ଯ୍ୟନ୍ତ ଏହି ରାଶି ମାନଙ୍କର ଏବେ ଭାଗ୍ୟ ଚମକିବାକୁ ଯାଉଛି | ଯଦି ଏହି ରାଶି ଅନୁସାରେ ସବୁଠାରୁ ଶୁଭ ରାଶି ବୋଲି କୁହାଯାଏ ତେବେ ମଧ୍ୟ ଏହା ଭୁଲ ହେବ ନାହିଁ | ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ଜାଣିବା |
ମେଷ ରାଶି – ଦର୍ଶକବନ୍ଧୁ ଏହି ରାଶିର ଲୋକମାନଙ୍କ ମନରେ ସକରକତ୍ମା ବଢିବ ଏହା ଫଳରେ ଆପଣମାନଙ୍କୁ କୌଣସି ବଡ ଧରଣର ଲାଭ ମିଳିପାରେ । କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଏବଂ ବୋହୁତ ଦିନ ଧରି କରିଆସୁଥିବା କାର୍ଯ୍ୟର ଉଚିତ୍ ଫଳ ଏବେ ଠାରୁ ମିଳିବାକୁ ଲାଗିବ । ବ୍ୟବସାୟରେ ବଡ ଧରଣର ଲାଭ ହେବାର ସମ୍ଭାବନା ରହିଛି । ଅଫିସ ରେ ପରିବେଶ ଠିକ୍ ରହିବ ଓ ଆପଣମାନଙ୍କ ଅନୁଭବ ଏବଂ ବୁଦ୍ଧି ମାନ କାରଣରୁ ଲୋକମାନେ ଏମାନକୁ ଆର୍ଦଶ ମାନି ପାରନ୍ତି ଓ ପରାମର୍ଶ ଲୋଡ଼ି ପାରନ୍ତି । ଏମାନଙ୍କର ମାନ ସମ୍ମାନ ଓ ଖଟିରେ ବୃଦ୍ଧି ଘଟିବ । ମାତା ଲକ୍ଷ୍ମୀ ଓ ଜଗନ୍ନାଥଙ୍କ କୃପାରୁ ଧନର ଆଗମନ ହୋଇପାରେ ।
ସିଂହ ରାଶି – ଦର୍ଶକବନ୍ଧୁ ମାତା ଲକ୍ଷ୍ମୀଙ୍କର ଅପାର କୃପା ଦୃଷ୍ଟି ଏମାନଙ୍କ ଉପରେ ରହିବ ଏବଂ ଏହା ଏମାନଙ୍କ ପାଇଁ ଲାଭ କରି ସିଦ୍ଧ ହେବ । ଏମାନଙ୍କର ସବୁ ଖରାପ ସମୟ ଏହି ବାହୁଡ଼ା ଯାତ୍ରା ଠାରୁ ଦୂର ହୋଇଯିବ ଓ ଏମାନେ ତିବ୍ର ଗତିରେ ସଫଳତା ହାସଲ କରିବେ । ସନ୍ତାନଙ୍କ ଠାରୁ କିଛି ଖୁସୀ ଖବର ମିଳିବ ଯାହାର କାରଣରୁ ଏମାନଙ୍କର ମନ ପ୍ରସନ୍ନ ରହିବ । ଏମାନଙ୍କୁ ସଫଳତାର ନୁଆ ଅବସର ପ୍ରାପ୍ତ ହେବ । ଏମାନଙ୍କୁ ଆକସ୍ମିକ ଧନ ଲାଭ ହୋଇ ପାରେ ।
କୁମ୍ଭ ରାଶି – ଦର୍ଶକବନ୍ଧୁ ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ । ଯାହା ଦ୍ଵାରା ଏମାନେ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ । ଘର ପରିବାରରେ ସୁଖ ଶାନ୍ତିର ବତା ବରଣ ବନି ରହିବ । ଜୀବନ ସାଥିଙ୍କର ପୁରା ସାହାଯ୍ୟ ମିଳିବ ଓ ମାତା ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କ ଆର୍ଥିକ ସ୍ଥିତି ସୁଧୁରି ଯିବ । ଚାକିରି କରୁଥିବା ଲୋକମାନେ ପଦ ଉନ୍ନତି କରିବେ । ମାତା ଲକ୍ଷ୍ମୀଙ୍କର ଆରାଧାନ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହେବ । ଏହା ଥିଲା ସେହି 5 ଟି ରାଶି ଯେଉଁ ମାନଙ୍କର ଭାଗ୍ୟ ଏହି ପବିତ୍ର ବାହୁଡ଼ା ଯାତ୍ରା ଠାରୁ ବାଦଳିବାକୁ ଯାଉଅଛି
କନ୍ୟା ରାଶି – ବନ୍ଧୁଗଣ ଏହି ରାଶିର ଧନ ଜନିତ ସମସ୍ୟା ଯାହାବି ଆପନମାନଙ୍କର ରହିଥିଲା ତାହା ଶେଷ ହେବାର ଯୋଗ ବନୁଛୀ । ଏମାନଙ୍କୁ କୌଣସି ପ୍ରତିଷ୍ଠିତ ଲୋକଙ୍କ ଠାରୁ ପରାର୍ମଶ ମିଳିପାରେ କିମ୍ବା କୌଣସି ସାହାଯ୍ୟ ମିଳି ପାରେ । କାର୍ଯ୍ୟ କ୍ଷେତ୍ରରେ ଏମାନେ ଅଧିକ ସକ୍ରିୟ ରହିବେ । ଜୀବନ ସାଥିଙ୍କ ସହଯୋଗ ମିଳି ପାରେ ଓ ମାନ ସମ୍ମାନ ବୃଦ୍ଧି ହେବ । ଏମାନଙ୍କ ଦାମ୍ପତ୍ୟ ଜୀବନ ବୋହୁତ ସୁଖ ମୟ ରହିବ । ଏମାନଙ୍କର ଅଧିକାଂଶ ସମସ୍ୟା ଅତି ସହଜରେ ସମାଧାନ ହୋଇଯିବ । ଏମାନଙ୍କର ଧନ ଜନିତ କୌଣସି ସମସ୍ୟା ଥିଲା ତାହା ଦୂର ହେବ । ବେପାର ବାଣିଜ୍ୟ ରେ ମଧ୍ୟ ଏମାନେ ଉନ୍ନତି କରି ପାରିବେ ।
ମୀନ ରାଶି – ବନ୍ଧୁଗଣ ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀ ଧନର ବର୍ଷା କରିବେ । ମାତା ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କର ଜୀବନରେ କେତେ ସବୁ ପରିବର୍ତ୍ତନ ହେବ । ଯଦି ଏମାନେ ବେପାର କରିବେ ତେବେ ମାତା ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କ ଅଧିକ ଲାଭ ହେବ । ସଫଳତା ପାଇବା ପାଇଁ ଏମାନେ ନିଜ ପରିବାର ଏବଂ ସାଙ୍ଗଙ୍କ ସାହାଯ୍ୟ ନେଇ ପାରନ୍ତି । ମାତା ଲକ୍ଷ୍ମୀ ଏମାନଙ୍କର ଆର୍ଥିକ ସ୍ଥିତି ବୃଦ୍ଧି କରିବେ ଏବଂ ଏମାନଙ୍କର ସବୁ ଦୁଃଖ କଷ୍ଟ ଦୂର କରିବେ ।