ପ୍ରିୟଙ୍କା ମହାପାତ୍ରଙ୍କ ଜୀବନୀ ଏବଂ ପରିବାର ବିଷୟରେ କିଛି ଅଜଣା କଥା ଯାହା ଆପଣମାନେ ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ରଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ବହୁତ ସାରା ଆକ୍ଟିଙ୍ଗ ଓଡ଼ିଆ ସିନେମା ସହ ସିରିଏଲ ମାନଙ୍କରେ ମଧ୍ୟ ନିଶ୍ଚିତ ଦେଖିବାକୁ ପାଇଥିବେ ମାତ୍ର ଆପଣମାନେ କଣ ପ୍ରିୟଙ୍କାକ ପ୍ରକୃତ ପରିବାର ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ଆମର ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ

ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ମହାପାତ୍ର ଯିଏ କି ପ୍ରାୟ 60 ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମ ସହିତ ବହୁତ ସାରା ମେଗା ସିରିଏଲ ମାନଙ୍କରେ ଦମଦାର ଆକ୍ଟିଙ୍ଗ କରି ଦର୍ଶକମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି |ତେବେ ପ୍ରିୟଙ୍କାକ ପ୍ରକୃତ ଘର ହେଉଛି କଟକ ଠାରେ ଏବଂ ତାଙ୍କ ପରିବାର ବିଷୟରେ |

ଯଦି କହିବା ତେବେ ଇଏ ହେଉଛନ୍ତି ପ୍ରିୟଙ୍କା ମହାପାତ୍ରଙ୍କ ସ୍ୱାମୀ ଯାହାଙ୍କ ପ୍ରକୃତ ନାମ ହେଉଛି ଦେବୁ ପଟ୍ଟନାୟକ |ତେବେ ଦେବୁ ପଟ୍ଟନାୟକ ହେଉଛନ୍ତି ଅଭିନେତା ହର ପଟ୍ଟନାୟକଙ୍କ ଭାଇ ଏହା ସହ ଦେବୁ ପଟ୍ଟନାୟକ ଓଲିଉଡ଼ର ଜଣେ ଅଭିନେତା ସହ ଡିରେକ୍ଟର ମଧ୍ୟ ଅଟନ୍ତି |ସୁଟିଙ୍ଗ ସେଟରୁ ଭଲ ପାଇ ଦୁହେଁ ପରସ୍ପରକୁ ବିବାହ କରିଛନ୍ତି |

ତେବେ ଇଏ ହେଉଛନ୍ତି ପ୍ରିୟଙ୍କାକ ଝିଅ ଯାହାଙ୍କ ପ୍ରକୃତ ନାମ ହେଉଛି ଆଖାଙ୍ଖ୍ୟା ପଟ୍ଟନାୟକ ତେବେ ଆଖାଙ୍ଖ୍ୟା ହେଉଛନ୍ତି ପ୍ରିୟଙ୍କା ଏବଂ ଦେବୁଙ୍କର ଏକ ମାତ୍ର ଝିଅ ଦୁହେଁ ତାଙ୍କ ଝିଅଙ୍କୁ ବହୁତ ଭଲ ପାଆନ୍ତି ତେବେ ଆପଣମାନଙ୍କୁ ଅଭିନେତ୍ରୀ ପ୍ରିୟଙ୍କା ମହାପାତ୍ର କେମିତି ଲାଗନ୍ତି ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ |

Leave a Reply

Your email address will not be published. Required fields are marked *