Vastu : ସ୍ୱପ୍ନରେ କେଉଁ ଭଗବାନଙ୍କୁ ଦେଖିଲେ କେଉଁ ଫଳ ମିଳିଥାଏ ଜାଣନ୍ତୁ ଆପଣଙ୍କ ଜୀବନର କିଛି ଖାସ କଥା

ନମସ୍କାର ଦର୍ଶକବନ୍ଧୁ ସ୍ୱପ୍ନରେ ସାକ୍ଷାତ ଈଶ୍ୱରଙ୍କ ଦର୍ଶନ ହେଲେ କଣ ଲାଭ ପ୍ରାପ୍ତି ହୋଇଥାଏ ଏବଂ ମନୁଷ୍ୟକୁ ଏପରି ସ୍ବପ୍ନ ଆସିବା ପରେ କଣ କରିବା ଉଚିତ ସେଥିପାଇଁ ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ ବନ୍ଧୁଗଣ କୁହାଯାଏ ଯେ ଆମର ସ୍ୱପ୍ନର ମାଧ୍ୟମରେ ଆମେ ଆମର ମନକୁ ଛପା ହୋଇଥିବା ଇଛାକୁ ଦେଖିଥାଉ ଆମେ କେଉଁ ପ୍ରକାର ସ୍ବପ୍ନ ଦେଖିବା ଏହା ଆମ ହାତରେ ନଥାଏ ଆମକୁ କୌଣସି ପ୍ରକାର ସ୍ବପ୍ନ ଆସିପାରେ କେବେ କେବେ ଆମର ସ୍ବପ୍ନ ବିଲକୁଲ ନିରର୍ଥକ ହୋଇଥାଏ କେବେ କେବେ ଆମ ସ୍ୱପ୍ନରେ ଈଶ୍ୱରୀୟ ସନ୍ଦେଶ ବା ସଙ୍କେତ ଆସିଥାଏ |

ରୁକ ବେଦ ଏବଂ ଅଥର୍ବ ବେଦ ଅନୁସାରେ ଆମ ସ୍ବପ୍ନ ଉପରେ କଣ ପ୍ରଭାବ ପକାଇ ଥାଏ ତାହା ସବୁ ଦର୍ଶା ଯାଇଛି ଆଜିକା ସମୟରେ ସ୍ୱପ୍ନକୁ ଭ୍ରମ ବା ମାୟା ମନାଯାଇଛି ଆମେ ପ୍ରାୟ ସଙ୍କଟ ସମୟରେ ଈଶ୍ୱରଙ୍କୁ ମନେ ପକାଇଥାଆନ୍ତି ମନ୍ଦିରରେ ଈଶ୍ୱରଙ୍କ ଦର୍ଶନ ତ ବହୁତ ସହଜରେ ହୋଇ ଯାଇଥାଏ କିନ୍ତୁ ଯାହା ହେଲେ ବି ମନୁଷ୍ୟର ଏହି କାମନା ହୋଇଥାଏ କି ଖାସ କେବେ ଈଶ୍ୱରଙ୍କ ସାକ୍ଷାତ ଦର୍ଶନ ହୋଇଯାଉ |ଈଶ୍ୱର ଆମ ସାମ୍ନାକୁ ଆସନ୍ତୁ ଏବଂ ଆମର ଦର୍ଶନ ଦିଅନ୍ତୁ ଏହା ସମସ୍ତଙ୍କର ଇଛା ହୋଇଥାଏ |

ପରନ୍ତୁ ଏହା କେବଳ ମୂଲ୍ୟବାନ ଲୋକମାନଙ୍କ ପାଇଁ ସମ୍ଭବ ହୋଇଥାଏ ଏହି କଳିଯୁଗରେ ଭଗବାନଙ୍କ ସାକ୍ଷାତ ଦର୍ଶନ ହେବା ଏହା ସମ୍ଭବ ଅଟେ ଏଥିପାଇଁ ଆପଣ ପ୍ରତିଦିନ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି ଈଶ୍ୱରଙ୍କ ଧ୍ୟାନ କରିବା ଉଚିତ ଏବଂ ସର୍ବଦା ପ୍ରେରଣାଶିଳ ରହିବା ଉଚିତ ଏହା ଦ୍ୱାରା ଆପଣଙ୍କୁ ଦିନେ ନା ଦିନେ ଈଶ୍ୱରଙ୍କ ସାକ୍ଷାତ କାର ହୋଇପାରେ |ଯଦି ଆପଣଙ୍କୁ ସ୍ୱପ୍ନରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ନୁ ଏହି ଦୁଇଜଣଙ୍କ ମଧ୍ୟରେ କିଏ ଜଣେ ଦେଖା ଦିଅନ୍ତି |

ତେବେ ନିଶ୍ଚିତ ଏହା ଆପଣଙ୍କୁ ଧନ ଲାଭର ସୂଚନା ମିଳିଥାଏ ଏବଂ ଯଦି ଦୁଇଜଣ ସାଥିରେ ଦେଖା ଯାଆନ୍ତି ଆପଣଙ୍କ ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ସେହି ପ୍ରକାରରେ ସରସ୍ବତୀଙ୍କ ଦର୍ଶନ ହେଲେ ବିଦ୍ୟା ଏବଂ ଚାକିରୀର ଯୋଗ ବନିଥାଏ |ସ୍ୱପ୍ନରେ ଯଦି ମା ଲକ୍ଷ୍ମୀଙ୍କ ସାକ୍ଷାତ କୌଣସି ରୂପ ଦର୍ଶନ ହୋଇଥାଏ ତାହେଲେ ଆମ ଜୀବନରେ ଶକ୍ତିର ସଞ୍ଚାର ହୋଇଥାଏ |

ଯଦି ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ହୋଇଥାଏ ସେହି ବ୍ୟକ୍ତି ଜୀବନରେ ବହୁତ ଉନ୍ନତି କରିଥାଏ ସେ ସଂସାରରେ ମାନ ସମ୍ମାନ ଏବଂ କୀର୍ତ୍ତି ପାଇଥାଏ |ଯଦି ସ୍ୱପ୍ନରେ ଭଗବାନ ହନୁମାନଙ୍କ ଦର୍ଶନ ହୋଇଯାଏ ତେବେ ବ୍ୟକ୍ତି ଶତ୍ରୁ ମାନଙ୍କ ଠାରୁ ବିଜୟ ପ୍ରାପ୍ତ ହୋଇଥାଏ ଏବଂ ଯଦି ମହାଦେବଙ୍କ ଦର୍ଶନ ହୋଇଯାଏ ତେବେ ବ୍ୟକ୍ତି ସବୁ ପ୍ରକାର ରୋଗରୁ ମୁକ୍ତି ପାଇଥାଏ |

Leave a Reply

Your email address will not be published. Required fields are marked *