ଆଜିଠାରୁ ରାଜ୍ୟରେ ସବୁ ସ୍କୁଲ କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର ,ବଢ଼ିପାରେ ଗ୍ରୀଷ୍ମର ପ୍ରଭାବ ଘରକୁ ନବାହାରିବା ପାଇଁ ପରାମର୍ଶ

ନମସ୍କାର ଦର୍ଶକବନ୍ଧୁ ଆଜିଠାରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ ପ୍ରବଳ ଖରା ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର ତେବେ ଆସନ୍ତୁ ଜାଣିବା କଣ ରହିଛି ଅପଡେଟ କେତେ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ ସମ୍ପୂର୍ଣ୍ଣ ଅପଡେଟ ଆଜିର ବିଷୟରେ ଆପଣ ଜାଣିବାକୁ ପାଇବେ |ତେବେ ଆଜିଠାରୁ ବନ୍ଦ ରହିବ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର |

ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି |ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାଇ ଆଜିଠାରୁ ଅର୍ଥାତ ଏପ୍ରିଲ 18 ରୁ 20 ତାରିକ ଯାଏ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ତେଣୁ ଏହାକୁ ନେଇ ଅଫିସିଆଲ ଘୋଷଣା ହୋଇଯାଇଛି ଯାହାକି ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ ବୋଲି ସରକାର ଘୋଷଣା କରି କହିଛନ୍ତି

ତେବେ ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି |ଯାହାକି ମଙ୍ଗଳବାର ଦିନ ରାଜ୍ୟର 18 ଟି ସହରର ତାପମାତ୍ରା 40 ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ କରା ଯାଇଥିବା ବେଳେ ବୁଧବାର ଦିନ 29 ଟି ସହରର ତାପମାତ୍ରା 41 ଟି ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି |

ତେଣୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ରାଜ୍ୟ ମଧ୍ୟରୁ ଉତ୍ତର ପଶ୍ଚିମ ତଥା ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହିତ ହେଉଛି ଏହାର ପ୍ରଭାବରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି 2 ରୁ 4 ଡିଗ୍ରୀ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି |

Leave a Reply

Your email address will not be published. Required fields are marked *