ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସିର ଖବର ,ସବୁ Student ମାନଙ୍କୁ ମିଳିବ ଏହି ସୁବିଧାର ଲାଭ ସରକାର କଲେ ଏହି ଘୋଷଣା

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ସ୍କୁଲ ପିଲାଙ୍କ ପାଇଁ ସରକାର ଘୋଷଣା କଲେ ଆଉ ଏକ ନୂଆ ସୁବିଧା ଏବେ ସ୍କୁଲ ପିଲାଙ୍କୁ ମିଳିବ ଇ ମାର୍କସିଟ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ |ରାଜ୍ୟରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ CBSE ଢାଞ୍ଚାକୁ ଅନୁସରଣ କରିବା ବେଳେ ଏବେ ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି |ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶରେ ଡିଜିଟା ଲାଇଜେସନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି |

CBSE ଯେପରି ପେପର ଲେସ ବ୍ୟବସ୍ଥା ପରିଚାଳନା କରୁଛି ପାସ ଛାତ୍ର ଛାତ୍ରୀଙ୍କୁ ଯେପରି ଇ ମାର୍କ ସିଟ ପ୍ରଦାନ କରୁଛି ସେହିଭଳି ବ୍ୟବସ୍ଥାକୁ ଲାଗୁ କରି ଗଣଶିକ୍ଷା ବ୍ଲଉ ପ୍ରିଣ୍ଟ ପ୍ରସ୍ତୁତ କରିଛି ଏହି ବ୍ୟବସ୍ତା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ନିଷ୍ପତି ଅନୁଯାଇ ଏଣିକି ଅଷ୍ଟମରୁ ନବମ ଶ୍ରେଣୀ ପିଲା ପର୍ଯ୍ୟନ୍ତ ପିଲା ମାନଙ୍କୁ ଆଉ ହାତ ଲେଖା ମାର୍କ ସିଟ ମିଳିବ ନାହିଁ ପ୍ରତି ବଦଳରେ ଛାତ୍ର ଛାତ୍ରୀଙ୍କୁ ଇ ମାର୍କସିଟ ପ୍ରଦାନ କରାଯିବ |

ଏହା ଦ୍ୱାରା ବିଭାଗ ଅତି କମରେ ବର୍ଷକୁ ଏକ କୋଟି ଛଶଟି ଲକ୍ଷ ଟଙ୍କା ସଞ୍ଚୟ କରିବା ସହିତ ମାର୍କ ସିଟ ବ୍ୟବସ୍ଥାକୁ ସଠିକ ଢଙ୍ଗରେ ପରିଚାଳିତ କରିପାରିବ ବୋଲି ଆଶା କରାଯାଇଛି ଯଦି ଏହି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହୁଏ ତେବେ ବୋର୍ଡ ପରୀକ୍ଷାକୁ ବାଦ ଦେଲେ ବିଭାଗ ପକ୍ଷରୁ ପରିଚାଳିତ ସମସ୍ତ ପରୀକ୍ଷାରେ ବୃତ୍ତି ପିଲାଙ୍କୁ ଇ ମାର୍କସିଟ ପ୍ରଦାନ କରାଯିବ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଯଦି ଏହି ବ୍ୟବସ୍ଥା ଲାଗୁ କରାଯାଏ |

ତେବେ ଓଡ଼ିଶା ପ୍ରଥମ ରାଜ୍ୟ ହେବ ବୋଲି ସୂଚନା ମିଳିଛି ରାଜ୍ୟରେ ଅଷ୍ଟମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ପିଲାଙ୍କ ସଂଖ୍ୟା 16 ଲକ୍ଷ ଷାଠିଏ ହଜାର ପ୍ରତି ବର୍ଷ ବାର୍ଷିକ ପରୀକ୍ଷା ରେଜଲ୍ଟ ମାର୍କ ସିଟ ପ୍ରସ୍ତୁତ ଲାଗି ପ୍ରତି ମାର୍କ ସିଟ ପିଛା ଖର୍ଚ୍ଚ ହୁଏ 10 ଟଙ୍କା ଏହି ହିସାବରେ ରାଜ୍ୟରେ ସରକାରୀ ସ୍କୁଲ ଗୁଡ଼ିକରେ ଅଷ୍ଟମରୁ ନବମ ଶ୍ରେଣୀ ପିଲାଙ୍କ ଲାଗି |

କେବଳ କାଗଜ ପ୍ରିଣ୍ଟିଙ୍ଗ ହେବା ଲାଗି ମାର୍କ ସିଟ ପ୍ରସ୍ତୁତ ହେବା ଲାଗି ମୋଟ 1,66,00,000 ଲକ୍ଷ ଟଙ୍କା ବ୍ୟୟ କରାଯାଏ |ବିଭାଗ ପକ୍ଷରୁ ଏକ କୋର୍ଡ ନମ୍ବର ମିଳିବ ଏହି କୋର୍ଡ ନମ୍ବର ସ୍କୁଲ ପିଲାଙ୍କ ନାମ ଏବଂ ରୋଲ ନମ୍ବର ଜନ୍ମ ତାରିଖ ଦେଲେ ଇ ମାର୍କ ସିଟ ଦେଖି ହେବ ପିଲାମାନେ ମଧ୍ୟ ଆବଶ୍ୟକ ସ୍ଥଳେ ଏହି ମାର୍କସିଟକୁ ଅନଲାଇନ ଯୋଗେଁ ଡାଉନଲୋଡ କରି ନେଇପାରିବେ |

Leave a Reply

Your email address will not be published. Required fields are marked *